CHARIDHAM
Browsing Category

ଜୀବନଚର୍ଯ୍ୟା

ମ୍ୟାକଡୋନଲ୍ଡସ, ପିଜା ଓ ବର୍ଗର୍ କିଙ୍ଗରେ ବ୍ୟବହାର ହୁଏ ଡିଟରଜେଣ୍ଟ୍! ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ଆପଣ ମାନେ ବି ଯଦି ଫାଷ୍ଟ ଫୁଡ୍ ପ୍ରିୟ ତେବେ ଏହି ଖବର ଆପଣମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଫାଷ୍ଟ୍ ଫୁଡ୍ ସେବନ କରିବା ଶରୀର ପକ୍ଷେ ହାନିକାରକ ହୋଇଥାଏ ।…

ଧନତେରସ୍ ପୂର୍ବରୁ ଘରର ଏହିସବୁ କୋଣକୁ ରଖନ୍ତୁ ସଫା, ସର୍ବଦା ରହିବ ମା’ ଲକ୍ଷ୍ମୀ-କୁବେରଙ୍କ ଆର୍ଶୀବାଦ

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଧନତେରସର ପର୍ବ ଆସିବାକୁ ଯାଉଛି । ଏହି ଦିନ ଧନର ଦେବତା କୁବେର ଓ ମା' ଲକ୍ଷ୍ମୀଙ୍କ ପୂଜା ବିଧି ବିଧାନ ଅନୁସାରେ କରାଯାଇଥାଏ । ଧନତେରସ ଅବସରରେ ନୂଆ ନୂଆ ଜିନିଷର କିଣାକିଣି କରିବାକୁ…

ଫ୍ଲାଇଟରେ ଭୁଲରେ ବି କୁହନ୍ତୁ ନାହିଁ ଏହି ଶବ୍ଦ, ନଚେତ୍ ଜୋରିମାନା ସହିତ ହୋଇପାରନ୍ତି ବ୍ଲାକଲିଷ୍ଟ୍

ନୂଆଦିଲ୍ଲୀ: ବିମାନ ସୁରକ୍ଷା ନିୟମ ଅନୁସାରେ ଉଡ଼ନ୍ତା ବିମାନରେ କିଛି ଗତିବିଧି ଓ ଶବ୍ଦର ବ୍ୟବହାର କରିବା ଉପରେ ରୋକ୍ ଲଗାଯାଇଥାଏ । ଉଡ଼ନ୍ତା ବିମାନରେ ଯାତ୍ରା କରିବା ସମୟରେ ଅନେକ ନିୟମ ପାଳନ କରିବାକୁ ପଡ଼େ । ତେଣୁ…

ନିୟମିତ ଜିମ୍ ଯାଉଥିବା ଲୋକଙ୍କୁ ହାର୍ଟ ଆଟାକ୍ ବିପଦ ଅଧିକ, ଜାଣନ୍ତୁ ଏନେଇ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍ ରାଜକୁମାର ଶୁକ୍ରବାର ଦିନ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛଇ । ତାଙ୍କର ୪୬ ବର୍ଷରେ ଦେହାନ୍ତ ହୋଇଛି । ତାଙ୍କୁ ଚିକିତ୍ସା…

ରାଶିଫଳ(ରବିବାର,୩୧ ଅକ୍ଟୋବର,୨୦୨୧)

ମେଷ - କୌଣସି ପ୍ରକାର ହଇରାଣ ହେବାକୁ ପଡିବ, ଚେଷ୍ଟା କରୁଥିବା କାର୍ଯ୍ୟରେ ବିଳମ୍ବ ଘଟିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା…

ଡିନର ପରେ ଶୋଇ ଯାଉଥିଲେ ହେଇପାରେ ଏମିତି ସମସ୍ୟା

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ରାତ୍ରିଭୋଜନ ପରେ ସଙ୍ଗେ ସଙ୍ଗେ ଶୋଇବାକୁ ଚାଲି ଯାଆନ୍ତି। ଏହା ସେମାନଙ୍କର ନିୟମିତ ଅଭ୍ୟାସ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଏକ ଭଲ ଅଭ୍ୟାସ ନୁହେଁ। ଏହା କ୍ଷତିକାରକ।…

ସୁନା ରୂପା ଛଡ଼ା ଧନତେରସରେ ଏହି ଜିନିଷ କିଣିବା ହୋଇଥାଏ ଶୁଭ

ନୂଆଦିଲ୍ଳୀ: ନଭେମ୍ବର ୨ରେ ଧନତେରସ ପାଳନ ହେବ । ମନୋକାମନା ପୂରଣ ପାଇଁ ଧନତେରସକୁ ସବୁଠାରୁ ଶୁଭ ବୋଲି ବିଶ୍ୱାସ କରାଯାଏ । ଧନତେରସରେ କିଣାକିଣି କରିବାର ବିଶେଷତ୍ୱ ରହିଛି । ବିଶ୍ୱାସ ରହିଛି ବର୍ଷ ସାରା ଆପଣଙ୍କୁ ଧନର…

ସ୍ମୃତିଶକ୍ତିକୁ ଦୁର୍ବଳ କରେ ଏହି ୫ଟି ଜିନିଷ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ମୃତିଶକ୍ତି ମଣିଷର ବୟସ ସହିତ ଜଡ଼ିତ ହୋଇରହିଥାଏ । କୁହାଯାଏ ବୟସ ବଢ଼ିବା ସହିତ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ । ଆପଣ ମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, କିଛି ବୃଦ୍ଧଙ୍କ ସ୍ମୃତିଶକ୍ତି ଖୁବ୍…

ଶନିବାର ଦିନ କରନ୍ତୁ ଏହି ୫ଟି କାମ, ଆପଣଙ୍କ ଉପରେ ରହିବ ଶନିଦେବଙ୍କ କୃପା

ଓଡ଼ିଶା ଭାସ୍କର ବ୍ୟୁରୋ: ଶନିବାରକୁ ନ୍ୟାୟର ଦେବତା ଶନିଦେବଙ୍କ ବାର ଭାବରେ ଧରାଯାଇଥାଏ । ଶନିଙ୍କୁ ନବଗ୍ରହ ମଧ୍ୟରୁ ପୀଡ଼ା ଦେଉଥିବା ଗ୍ରହ ବୋଲି କୁହାଯାଏ । ହେଲେ ଯଦି କୌଣସି ବ୍ୟକ୍ତି ଶନିଦେବଙ୍କ କୃପା ପ୍ରାପ୍ତ…

ହାର୍ଟ ଆଟାକ୍ ନେଲା ପୁନିଥଙ୍କ ଜୀବନ: ଆପଣ ବି ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ, ବିଶେଷଜ୍ଞ କହିଲେ କାରଣ

ବେଙ୍ଗାଲୁରୁ: ମାତ୍ର ୪୬ ବର୍ଷ ବୟସରେ କନ୍ନଡ ଅଭିନେତା ତଥା ପାୱାର ଷ୍ଟାର ପୁନିଥ୍ ରାଜକୁମାରଙ୍କ ମୃତ୍ୟୁ ଘଟିଛି । ହାର୍ଟ ଆଟାକ କାରଣରୁ ଅଭିନେତାଙ୍କର ଜୀବନ ଚାଲିଯାଇଛି । ପୁନିଥଙ୍କ ମୃତ୍ୟୁ ପରେ କମ୍ ବୟସ ଲୋକଙ୍କୁ…