Browsing Category

କରୋନା

୮ ରାଜ୍ୟରେ ୧୦ ଉପରେ ପଜିଟିଭିଟି ହାର: ଚେତାଇଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ହେଁ ଦ୍ୱିତୀୟ ଲହର ଏଯାଏଁ ସମାପ୍ତ ହୋଇନାହିଁ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦେଶ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୮ଟି…

‘ପଖାଳ’ ବଢ଼ାଏ ଶକ୍ତି, AIIMSର ନୂଆ ଅଧ୍ୟୟନରୁ ଆହୁରି କଣ ଜଣାପଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ…

ସାବଧାନ୍! କରୋନା ରୋଗୀଙ୍କୁ ଏବେ ଆକ୍ରମଣ କରୁଛି ସାଇଟୋମେଗଲୋ ଭାଇରସ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ମେଡ଼ିକାଲରେ ୬ ରୋଗୀ କରୋନା ପଜିଟିଭ ହେବାର ୨୦ ରୁ ୩୦ ଦିନ ମଧ୍ୟରେ ସାଇଟୋମେଗଲୋ ଭାଇରସ୍…

ଦେଶରେ କରୋନା ନେଲା ୮୧୭ ଜୀବନ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

‘ଡେଲ୍ଟା’ଠୁ ଅଧିକ ମାରାତ୍ମକ ‘ଲାମ୍ବଡା’ ଭାରିଏଣ୍ଟ, ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ହେଲା ଚିହ୍ନଟ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଠାରୁ ଲାମ୍ବଡା ଅଧିକ ମାରାତ୍ମକ ଓ ଘାତକ । ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି । ବିଶେଷକରି ପେରୁରେ ଚଳିତ ବର୍ଷ ମଇ…

ଦ୍ୱିତୀୟ ଡୋଜ୍‌ ଟିକା ନେବା ପରେ ଆଖିବୁଜିଲେ ସ୍ବାମୀ, ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି ସ୍ତ୍ରୀ

ନିମାପଡା (ଓଡ଼ିଶା ଭାସ୍କର): ନିମାପଡା ବ୍ଲକ ଅରିଷଣ୍ଢ ପଞ୍ଚାୟତରେ ଜଣେ ବ୍ୟକ୍ତି ଟୀକା ନେବା ପରେ ମୃତ୍ୟୁ ଘଟିଛି । ମୃତକଙ୍କ ପତ୍ନୀ କରୋନା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ପୁରୀ ଜିଲ୍ଲା…

ପୁରୀରେ କୋଭିଡ଼ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ପୁରୀ ସିଡ଼ିଏମଓଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ୍ କଣ୍ଟ୍ରୋଲ ରୁମ ଓ…

ପୁରୀରେ କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ କୋଭିଡ୍ ଟିମ୍ ଆଜି ପୁରୀରେ ପହଞ୍ଚିଛନ୍ତି । ପୁରୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଜିଲ୍ଲାର କୋଭିଡ୍ ସଂକ୍ରମଣ…

ରାଜ୍ୟରେ ଉପର ତଳ ହେଉଛି କରୋନା, ଆଜି ୨୬୦୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଓଡ଼ିଶାରେ ମୃତ୍ୟୁର ତାଣ୍ଡବ ରଚିଲା କରୋନା, ଆଜି ୫୯ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର):  ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଥିବା ବେଳେ ଆଜି ସୀମା ଟପିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ…