fbpx
Browsing Category

କରୋନା

କରୋନା ନେଇଗଲା ପିତାମାତାଙ୍କୁ, ଏବେ ୧୦୦ ବେସାହାରା ଶିଶୁଙ୍କୁ କୋଳେଇ ନେଲେ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରାସ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜୀବିକା ନଷ୍ଟ କରିଥିବା ବେଳେ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଶହ ଶହ ଶିଶୁ କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ଏହି ଅନାଥ…

ସିଲ୍ ହେଲା ଏକାମ୍ର ପାର୍କ, ୨୩ ନଂ ୱାର୍ଡରେ କଣ୍ଟେନମେଣ୍ଟ୍ ଜୋନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିନି କରୋନା କି ଥମିନି ଭୟ । ଏହାରି ମଧ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସାମାନ୍ୟ ନିୟମ କୋହଳ କରୁଛନ୍ତି ସରକାର । କିନ୍ତୁ କଟକଣା ମାନିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ…

ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଦେଶ ଅଲୋଡ଼ା ରେକର୍ଡରେ ସାମିଲ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ ମୃତ୍ୟୁବରଣ କରିବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧୨ରେ…

ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ୬ଟି ରାଜ୍ୟକୁ ଏହି ଟିମ୍ ଗସ୍ତ କରି କୋଭିଡ୍ ସମ୍ପର୍କରେ ଅନୁଧ୍ୟାନ କରିବେ । ଏହି ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ତ୍ରିପୁରା, ଛତିଶଗଡ଼,…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୫୩, ପଜିଟିଭ୍ ୪୬ ହଜାର

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

‘ମରିବୁ ପଛେ ଏଇଠୁ ଉଠିବୁନି’, ତାତିଲେ ଜିମ୍ ମାଲିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ୍ ଓଡ଼ିଶା ଜିମ୍ ଓନର୍ସ ଆସୋସିଏସନ ତରଫରୁ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସୋସିଏସନ୍ କର୍ମକର୍ତ୍ତା ଧାରଣାରେ ବସିଛନ୍ତି । ଜିମ୍ ଖୋଲିବାକୁ…

ଓଡ଼ିଶାରେ ପ୍ରକୃତ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଯାଉଛି? ଏହା ସତ ନା ମିଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁର ପ୍ରକୃତ ସଂଖ୍ୟା କେତେ? ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିବାଦ । ଆଜି ସୁଦ୍ଧା ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୧୦୯ ହୋଇଥିଲେ ହେଁ…

ଆଗକୁ ଭୟଙ୍କର ରୂପ ଧାରଣ କରିବ ଡେଲଟା, ଡେଲଟା ପ୍ଲସ୍ ଚିନ୍ତାଜନକ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୨୨୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା କିଛିଦିନ ଧରି ଲୁଚକାଳି ଖେଳିବାରେ ଲାଗିଛି । ଦୁଇଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ…

ଆଜି ପୁଣି ରାଜ୍ୟରେ ୪୬ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…