Browsing Category

କରୋନା

ଶିଶୁଙ୍କ ଉପରେ ‘କୋଭାକ୍ସିନ୍‌’ର ଟ୍ରାଏଲ୍‌ ଆରମ୍ଭ, ପିଲାଙ୍କ ଉପରେ ଟିକା ଫଳପ୍ରଦ ସାବ୍ୟସ୍ତ ହେଲେ ଖୁବ୍‌ଶୀଘ୍ର ୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ…

ନୂଆଦିଲ୍ଲୀ/ ପାଟନା: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଏବେ ଶିଶୁଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ବୁଧବାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୦୫ ଲକ୍ଷ ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫ ହଜାର ୯୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୪ ଲକ୍ଷ ୪…

ୟୁଏଇରେ ଟି-୨୦ ବିଶ୍ୱକପ୍‌ କରିବାକୁ ଆଇସିସିର ଇଛା, ସବୁ ଦିଗ ଉପରେ ଚାଲିଛି ବିଚାର ବିମର୍ଷ

ଲଣ୍ଡନ (ଓଡ଼ିଶା ଭାସ୍କର) : ଭାରତରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରି ଥିବାରୁ ଶୀଘ୍ର ଏହା ସମ୍ପୂର୍ଣ୍ଣ ହଟିବା ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ଅନୁମାନ । ତେଣୁ ଗତ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ଆଓସି…

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌ ଘୋଷଣା, କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ଶୁଖିଲା ରାସନ୍‌ କିଟ୍‌ ସହ ମିଳିବ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ଲାଗି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜି ମାନଙ୍କ ପାଇଁ ସ୍ପେସାଲ…

ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଭୁବନେଶ୍ବରର ପଟିଆ ବିଗ ତ୍ରିଷ୍ଣା ବ୍ନକ୍ୟୁଇଟ ଠାରେ ଆରମ୍ଭ କରାଯାଇଛି। ‘ଅମୃତ ଧାରା’ ନାମରେ ଏହି ଯୋଜନା ଆରମ୍ଭ ହୋଇଛି।…

ଟି- ୨୦ ବିଶ୍ୱକପ୍‌ ଆୟୋଜନ: ବିସିସିଆଇକୁ ସମୟ ଦେଲା ଆଇସିସି, ଭେନ୍ୟୁ ଚୟନକୁ ନେଇ ଯୋଜନା ପ୍ରସ୍ତୁତି ଚାଲିଛି…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର) : ଚଳିତ ବର୍ଷ ଭାରତ ଟି- ୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବା ବେଳେ କରୋନା ପରିସ୍ଥିତି ନେଇ ସମସ୍ୟାରେ ପଡିଛି । କାରଣ କରୋନା ପ୍ରଭାବ ଜାରି ରହିଥିବା ବେଳେ ଭାରତରେ ଏହି ବିଶ୍ୱକପ ଆୟୋଜନ…

କରୋନା ସଙ୍କଟ କାଳରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ପୂଜା, ୧୦୦ ପରିବାରକୁ ଦେଲେ ଏକ ମାସର ରାସନ୍

ମୁମ୍ବାଇ (ଓଡ଼ିଶା ଭାସ୍କର):  କରୋନା ସଙ୍କଟ କାଳରେ ଲୋକଙ୍କୁ ସାହାଯ୍ୟ କରିବା ଲାଗି ବଲିଉଡ୍‌ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି । ଅଭିନେତ୍ରୀ ପୂଜା ହେଗ୍‌ଡେ ସେମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ପୂଜା ନିକଟରେ…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମୁନି ମୃତ୍ୟୁସଂଖ୍ୟା, ଯାହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ…

ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ

ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…

ଦେଶ ପାଇଁ ଚିନ୍ତାର କାରଣ ପାଲଟିଲେ ୬ ରାଜ୍ୟ, ସଂକ୍ରମଣ କମିଲେ ବି ଥମୁନି ମୃତ୍ୟୁ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପରେ କିଛିଟା ବ୍ରେକ୍ ଲାଗିଛି । ସଂକ୍ରମଣହାର କମିବାରେ ଲାଗିଛି । ତଥାପି ଛଅ ରାଜ୍ୟ ଏବେ ମଧ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗତ କିଛି ଦିନ ହେବ ନୂତନ ସଂକ୍ରମିତ…