fbpx
Browsing Category

କରୋନା

କରୋନା ପରେ ଚିନ୍ତା ବଢ଼ାଇଲା ଜିକା ଭାଇରସ୍‌ , ମହାରାଷ୍ଟ୍ରରେ ସାମ୍ନାକୁ ଆସିଲା ପ୍ରଥମ ଆକ୍ରାନ୍ତ

ମୁମ୍ବାଇ,(ଭାସ୍କର ନ୍ୟୁଜ୍): ମହାମରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଭାଇରସ୍‌ ଲୋକଙ୍କ ମନରେ ଭୟ ବଢ଼ାଇଲାଣି । ଏବେ ଡରାଇଲାଣି ଜିକା ଭାଇରସ୍‌ । ମହାରାଷ୍ଟ୍ରରେ ଜିକା ଭାଇରସ୍‌ ଆତଙ୍କ ଖେଳାଇବା ଆରମ୍ଭ କରିଛି ।…

ଶତପ୍ରତିଶତ ଟିକାକରଣ: ଭୁବନେଶ୍ୱର ଦେଶର ପ୍ରଥମ ସହର

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଦେଶର ପ୍ରଥମ ସହର ଭାବରେ ନିଜର ସମସ୍ତ ନାଗରିକଙ୍କ ଟିକାକରଣ କରିଛି ବିଏମସି । କରୋନା ବିପକ୍ଷରେ ଶତ ପ୍ରତିଶତ…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୫୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…

ଆଜି ରାଜ୍ୟରେ ୧୪୩୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଅବହେଲା କଲେ ସ୍ଥିତି ବିଗିଡିବ: ଓଡ଼ିଶା ସମେତ ୧୦ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର ସରକାର, ସଂକ୍ରମଣର ଗ୍ରାଫ୍ ଦେଖି କଟକଣା କଡ଼ାକଡ଼ି କରିବାକୁ…

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍): ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି କିମ୍ବା ପଜିଟିଭିଟି ରେଟ୍‌ ୧୦% ଉପରେ ରହୁଛି । ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି । ଏଥିପାଇଁ ଶନିବାର କେନ୍ଦ୍ର ସରକାର…

ସୋମବାରଠୁ ସମସ୍ତ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’, ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କରୋନା ମହାମାରୀ କଟକଣା ପାଇଁ ବନ୍ଦ ଥିବା ‘ମୋ ବସ୍‌’ ସେବା ଆସନ୍ତା ୨ତାରିଖ ଅର୍ଥାତ ସୋମବାରରୁ ପୁଣି ଥରେ ଚାଲିବ । ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରି ଏହି ବସ୍‌…

କୋଭିଡ୍ ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇସାରିବା ପରେ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ଭୁଲନ୍ତୁ ନାହିଁ, ଜାଣନ୍ତୁ ପ୍ରୋସେସ୍

ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଟିକାକରଣ ଅଭିଯାନ ଜୋରସୋରରେ ଆଗେଇ ଚାଲିଛି । କିଛି ଲୋକ କୋଭିଡର ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ଆଉ କିଛି ଲୋକ ଉଭୟ ଡୋଜ୍ ନେଇସାରିଲେଣି । କରୋନା ଟିକା ନେଇସାରିବା ପରେ ଲୋକମାନଙ୍କୁ…

ଅଜାଗାରେ କରୋନା ଟିକା, କାରନାମାକୁ ନେଇ କିର୍ତ୍ତୀ ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଉଦ୍ଦେଶ୍ୟ ଥିଲା ଠିକ୍ । ହେଲେ ବାର୍ତ୍ତା ଦେଇଛ ଭୁଲ୍... ଏଭଳି ୟୁଜର୍ସ କହିବା ସହ ଟ୍ରୋଲ୍ କରୁଛନ୍ତି । ଆଉ ସମାଲୋଚନାର ଶିକାର ହେଉଛନ୍ତି ଅଭିନେତ୍ରୀ କିର୍ତ୍ତୀ କୁହ୍ଲାରୀ । କାରଣ ଟିକାକରଣକୁ…

୧୩୨ ଦେଶରେ ପହଞ୍ଚିଲା କରୋନାର ଡେଲ୍ଟା ଭାରିଆଣ୍ଟ, ଚେତାଇଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓ ଧୀର ଟିକାକରଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଶୁକ୍ରବାର ଦିନ WHO କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛି । WHOର ଜୁରୁରୀକାଳୀନ…