Browsing Category

ସ୍ୱାସ୍ଥ୍ୟ

ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା, ବିପଜ୍ଜନକ ହେଉଛି କି ଏହି ଭୂତାଣୁ?

ନୂଆଦିଲ୍ଲୀ: କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ…

ଅଧିକ ଲୁଣ ଖାଇଲେ ଜହର, ଶରୀରରେ ଜନ୍ମ ନେବ ସାଂଘାତିକ ରୋଗ

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟ ଅଧୁରା । କିନ୍ତୁ କିଛି ଲୋକ ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କରିଥାନ୍ତି । ଯଦି ଆପଣ ଏଭଳି କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ। ଶରୀର ଉପରେ କୁପ୍ରଭାବ ପଡିବାର ଆଶଙ୍କା ଅଧିକ ରହିଥାଏ…

COVID-19 XEC Variant: କାୟା ବିସ୍ତାର କରୁଛି ନୂଆ ଭାରିଆଣ୍ଟ, ଏଭଳି ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: କରୋନା ଭାଇରସ ଶେଷ ହେବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏହାରି  ଭିତରେ ଆଉ ଏକ ଭାରିଆଣ୍ଟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରେ ଲାଗିଛି । ନୂଆ ଭାରିଆଣ୍ଟ…

ପିଠି ଯନ୍ତ୍ରଣା ହେଲାଣି ବଡ଼ ଟେନସନ୍: ଏହି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ସମୟ କମ୍ପ୍ୟୁଟର ବା ଚେୟାରରେ ବସି କାମ କରିବାକୁ ପଡ଼ୁଛି । ଯାହା ଫଳରେ ଅନେଶ ଲୋକଙ୍କ ନିକଟରେ ପିଠି ଯନ୍ତ୍ରଣା ଏକ ବଡ଼ ସମସ୍ୟା ହୋଇଥିବା ଦେଖିବାକୁ ମିଳୁଛି । ପିଠି ଯନ୍ତ୍ରଣା…

କଲେଜ କ୍ୟାମ୍ପସରେ ତମାଖୁ ଉପରେ କଟକଣା କଡ଼ାକଡ଼ି; ୟୁଜିସି ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶପାଳନ କରିବାକୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ମାରକପତ୍ର ଜାରି କରିଛି । କଡ଼ା…

Covid-19 ନୂଆ ଭାରିଆଣ୍ଟକୁ ନେଇ ଆତଙ୍କ! ୨୭ଟି ଦେଶରେ ବ୍ୟାପିଲାଣି … ପୁଣି ହେବ କି ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିଲା । ଲକ୍ଷ ଲକ୍ଷ ଲୋକଙ୍କ ନିଜ ଶିକାର କରି ପୃଥିବୀରେ ଆତଙ୍କ ସୃଷ୍ଟି କରିଥିଲା କରୋନା ସଂକ୍ରମଣ । ତେବେ ୨ ବର୍ଷର ବ୍ୟବଧାନ ପରେ ଏବେ ପୁଣିଥରେ…

୮୫% ଭାରତୀୟ ଯୁବପିଢ଼ି ସକାଳେ ଉଠିବା ମାତ୍ରେ ଥକ୍କା ଅନୁଭବ କରନ୍ତି, ଜାଣନ୍ତୁ ଏହାର କାରଣ ଏବଂ ଏଥିପାଇଁ କ’ଣ କରିବା ଉଚିତ୍?

ଯଦି ଆପଣ ଦିନେ ଅତ୍ୟଧିକ ପରିଶ୍ରମ କରିଛନ୍ତି କିମ୍ବା କୌଣସି କାରଣରୁ ରାତିରେ ଶୋଇ ନାହାଁନ୍ତି, ତେବେ ସକାଳେ ଉଠିବା ପରେ ଥକ୍କା ଅନୁଭବ କରିବା ସ୍ୱାଭାବିକ, କିନ୍ତୁ ଯଦି ଏହି ଥକ୍କା ନିୟମିତ, ତେବେ ଏହାକୁ ଗୁରୁତର ସହ…

ଫୋନ୍ ବ୍ୟବହାର ପାଇଁ ସଠିକ୍ ବୟସ କେତେ? ଦିନକୁ କେତେ ସମୟ ଦେଖିବା ଉଚିତ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ମଧ୍ୟ ସମୟ ମିଳେ ନାହିଁ । ଅଭିଭାବକମାନେ ଛୁଆମାନଙ୍କ ପାଇଁ ମଧ୍ୟ ସମୟ ପାଆନ୍ତି ନାହିଁ । ତେଣୁ ସେମାନଙ୍କୁ ସମୟ ବଦଳରେ ଫୋନ ଦେଇଥାନ୍ତି । ସ୍ବାସ୍ଥ୍ୟ…

Breakfast ନା ବିଷ… ଜଳଖିଆରେ ପୁଷ୍ଟିକର ଖାଦ୍ୟ ନାଁ ରେ ଖାଉଛନ୍ତି ‘ବିଷ’! Heart ଉପରେ ପଡ଼ୁଛି ପ୍ରଭାବ

ଓଡ଼ିଶା ଭାସ୍କର: ପୁଷ୍ଟିକର ଜଳଖିଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କାମକୁ ଶିଘ୍ର ଯିବା ପାଇଁ ତରବର ହେଉଥିବା ଲୋକମାନେ ସ୍ନାକ୍ସରେ କାମ ଚଳାଇଦିଅନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତି…

ଅନ୍ୟର ଟୁଥ ବ୍ରଶ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, କରିପାରେ ରୋଗର ଏକ୍ସଚେଞ୍ଜ

ଆମେ ଅନେକ ସମୟରେ କୌଣସି ସ୍ଥାନକୁ ବୁଲି ଯିବା ସମୟରେ ଯଦି ସାଙ୍ଗରେ ଦାନ୍ତ ଘଷିବା ପାଇଁ ଟୁଥ ବ୍ରସ ନେଇ ନ ଥାଉ, ଭାଇ, ଭଉଣୀ, ମା, ସ୍ତ୍ରୀ ବା ସ୍ୱାମୀଙ୍କ ଟୁଥ ବ୍ରସରେ କାମ ଚଳାଇ ଦେଇଥାଉ । ଏମାନଙ୍କ ବ୍ରସ ବ୍ୟବହାର…