Browsing Category

ସ୍ୱାସ୍ଥ୍ୟ

ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ, ଜୀବନ ଯିବାରୁ କିଭଳି ରୋକି ହେବ ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ବିଶ୍ବରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ବୈଶ୍ବିକ ସ୍ତରରେ ଏହା ଏକ ଚିନ୍ତାର ବିଷୟ ଅଟେ। ଲକ୍ଷଲକ୍ଷ ଲୋକ ଜୀବନ ହାରୁଛନ୍ତି । ଏକ ରିପୋର୍ଟ ଅନୁସାରେ, ଭାରତରେ ଛାତ୍ର…

ସମ୍ପୁର୍ଣ୍ଣ ସଂକ୍ରମଣ ମୁକ୍ତ ନୁହେଁ କଣ୍ଡୋମ: ହୋଇପାରେ STI, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁବପିଢିଙ୍କ କ୍ଷେତ୍ରରେ କଣ୍ଡୋମର ବ୍ୟବହାର ବୃଦ୍ଧି ପାଉଛି ।  ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଇନଫେକ୍ସନ୍(STI) ବା ଯୌନ ସଂକ୍ରମଣର ବିପଦକୁ ହ୍ରାସ କରିବା ପାଇଁ ଏହା ଏକ ଉତ୍ତମ ବ୍ୟବସ୍ଥା ବୋଲି…

ବାରମ୍ବାର ପେଟ ଯନ୍ତ୍ରଣା ହେଉଥିଲେ ହୋଇପାରେ ଏହି ଗମ୍ଭୀର ରୋଗ, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଶରୀର ଅଛି ମାନେ ରୋଗ ହେବା ସ୍ୱାଭାବିକ । କେବଳ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଜଣେ ବ୍ୟକ୍ତି ରୋଗ ଠାରୁ ଦୂରେଇ ରହିପାରିବ । ଏଥିମଧ୍ୟରେ ଆପେଣ୍ଡିସାଇଟିସ୍ ଏକ ଗମ୍ଭୀର ରୋଗ ଭାବେ…

Tight Jeans ପିନ୍ଧିବା ଅଭ୍ୟାସ ହୋଇପାରେ ଭୟଙ୍କର: ଶରୀରରେ ସୃଷ୍ଟି ହୁଏ ବିଭିନ୍ନ ରୋଗ, ହୁଏ ଏହିସବୁ କ୍ଷତି

ଓଡ଼ିଶା ଭାସ୍କର: ଆଜିକାଲି ଟାଇଟ୍ ଡ୍ରେସ ପିନ୍ଧିବା ଏକ ଟ୍ରେଣ୍ଡ ହୋଇଗଲାଣି । ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା…

ଏମିତି Blood ଗ୍ରୁପର ହୋଇଥିଲେ ବହୁ ରୋଗ ପାଇଁ ନାହିଁ Tension

ନୂଆଦିଲ୍ଲୀ- ବ୍ଲଡ ଗ୍ରୁପର ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ରହିଛି । ଏହା ବ୍ୟକ୍ତି ଭିତରେ କିଛି ପ୍ରାକୃତିକ ସମସ୍ୟା ତଥା ଫାଇଦା ମିଳିଥାଏ । ସେ ମଧ୍ୟରେ ଓ ପଜିଟିଭ ବ୍ଲଡ ଗ୍ରୁପର ବିଶେଷ ବିଶେଷତ୍ୱ ରହିଛି । ଏହି ଗ୍ରୁପ…

ଜୀବନ ଦାନ ଆଉ କ’ଣ କି? ୪୪୦ କିଲୋମିଟର ଯାଇ କରିଲେ ରକ୍ତଦାନ, ରୋଗୀଙ୍କର ହେଲା ପୁନର୍ଜନ୍ମ, ହ୍ୱାଟ୍ସଆପରୁ ପାଇଥିଲେ ସୂଚନା

ମୁମ୍ୱାଇ: ଜଣେ ୩୦ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇଲେ ମହାରାଷ୍ଟ୍ରର ଶିରିଡିର ଜଣେ ଫୁଲ ବ୍ୟବସାୟୀ। ୪୪୦ କିଲୋମିଟର ଯାତ୍ରା କରି ଦେଲେ ରକ୍ତ। ଶିରିଡିରେ ହୋଲସେଲ ଫୁଲ ବ୍ୟବସାୟ କରୁଥିବା ରବୀନ୍ଦ୍ର ଅଷ୍ଟେକର ଶନିବାର…

ବଢୁଛି ସଂକ୍ରମଣ, ଭାରତରେ ଆଉ ଜଣେ ମଙ୍କିପକ୍ସ ଚିହ୍ନଟ: ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ । ଦେଶରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ସରକାରଙ୍‌କ ତରଫରୁ ସ୍ପଷ୍ଟ ହୋଇଛି । ତେବେ ଏହି ବ୍ୟକ୍ତି ଜଣକ…

ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ

ନୂଆଦିଲ୍ଲୀ: ୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନି, ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି । ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି…

ପୁଣି ଦୁନିଆ ଦେଖିବ ମୃତ୍ୟୁର ତାଣ୍ଡବ! ଗୋଟିଏ ସପ୍ତାହରେ ୧୫ ଶହରୁ ଅଧିକ ମୃତ୍ୟୁ: କ’ଣ ହେବ ଭବିଷ୍ୟତ?

ନୂଆଦିଲ୍ଲୀ: ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱକୁ କବଳିତ କରିଥିଲା, ଏବେ ପୁଣିଥରେ ଫେରୁଛି ମୃତ୍ୟୁର ସେହି ଦାନବ । ମାତ୍ର କେଇଟା ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏହି ଭୂତାଣୁ । ଏବେ ପୁଣିଥରେ…

ଯୌନ ଜୀବନକୁ ଶକ୍ତିଶାଳୀ କରିବାକୁ ଭାଏଗ୍ରା ନେଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଟେକ୍ନୋଲୋଜିର ବିକାଶ ସହ ବିଶୃଙ୍ଖଳିତ ହୋଇଯାଇଛି ଆମ ଜୀବନ । ମୋବାଇଲ, ଇଣ୍ଟରନେଟର ବ୍ୟବହାର ପାଇଁ ଖୁବ କମ ବୟସରୁ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ଭିତରେ ସେକ୍ସକୁ ନେଇ ଆଗ୍ରହ ବୃଦ୍ଧି…