Browsing Category
ସ୍ୱାସ୍ଥ୍ୟ
ସାବଧାନ୍! ଫୁସଫୁସ ପାଇଁ ବଡ଼ ବିପଦ ହୋଇପାରେ Air Pollution: ଜାଣନ୍ତୁ କିପରି ଦେବେ ସୁରକ୍ଷା
ଓଡ଼ିଶା ଭାସ୍କର: ରାଜଧାନୀ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଲଗାତର ଭାବରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଦିଲ୍ଲୀର ଏୟାର୍ କ୍ୱାଲିଟି ଏବେ ବି ଖୁବ୍ ଖରାପ ସ୍ଥିତିରେ ରହିଛି । ଅନ୍ୟ…
ଚୀନର ଲୋକେ ଏହି ଭାରତୀୟ ଡାକ୍ତରଙ୍କୁ କରନ୍ତି ପୂଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ପଢନ୍ତୁ ଏ ରିପୋର୍ଟ
ଓଡିଶା ଭାସ୍କର: ଭାରତର ପଡୋଶୀ ଦେଶ ହେଉଛି ଚୀନ । ମାତ୍ର ୧୯୬୨ ମସିହାର ଯୁଦ୍ଧ ପରଠୁ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଛି । ନିକଟରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁଁ ଉଭୟ ଦେଶର ସୈନିକଙ୍କ…
ସେମିଫାଇନାଲରେ ଆଗୁଆ ଥିଲେ,ମ୍ୟାଚରେ ଆହତ ହେଲେ, ଅଲିମ୍ପିକ୍ସରୁ ଓହରିବାରୁ କୋର୍ଟରେ ଗଡି କାନ୍ଦିଲେ କୈରୋଲିନା ମାରିନ
ଓଡିଶା ଭାସ୍କର: ପୂର୍ବ ଅଲିମ୍ପିକ୍ସ ଚାମ୍ପିଅନ କୈରୋଲିନା ମାରିନ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ସେମିଫାଇନାଲ ମ୍ୟାଚରେ ତାଙ୍କୁ ଆହତ ସମସ୍ୟା ଦେଇ ଗତି କରିବାକୁ ପଡିଛି । ତାଙ୍କର ଡାହାଣ ଗୋଡର ଆଣ୍ଠୁରେ ଆଘାତ…
ଋତୁସ୍ରାବ ପୂର୍ବରୁ ହେଉଛି କି ସ୍ପଟିଙ୍ଗ (spotting), ଏହି ୫ ଟି କାରଣ ଦାୟୀ, ଝିଅମାନେ ଜାଣିବା ଉଚିତ…
ଓଡିଶା ଭାସ୍କର: ପ୍ରତିମାସରେ ମହିଳାଙ୍କ ପିରିୟଡସ ହୋଇଥାଏ । ଫଳରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ମଧ୍ୟ ଦୃଷ୍ଟିଗୋଚର ହୁଏ । ତେବେ କେବେ କେବେ ଋତୁସ୍ରାବ ପୂର୍ବରୁ ହାଲୁକା ଭାବରେ ରକ୍ତ ମଧ୍ୟ ବାହାରିଥାଏ । ଯାହାକୁ…
ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଚାଲୁ ରହିବ: ବିଲ୍ ପାସ୍ ପରେ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି।ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ…
ରାଜ୍ୟରେ ସବୁ ବୁଲା କୁକୁରଙ୍କୁ କରାଯିବ ଟିକାକରଣ : ୨୦୩୦ ସୁଦ୍ଧା ହେବ ଜଳାନ୍ତକ ମୁକ୍ତ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚ଼ନା
ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଚିକାକରଣ କରାଯିବ । ଏନେଇ ସବୁଠି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବ । ୨୦୩୦ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ଜଳାନ୍ତକ ମୁକ୍ତ କରାଯିବ ନେଇ ରାଜ୍ୟ ସରକାର ଲକ୍ଷ୍ୟ…
H5N1 ପରବର୍ତ୍ତୀ ମହାମାରୀ ହୋଇପାରେ ବାର୍ଡ ଫ୍ଲୁ; ଡାକ୍ତର ଦେଲେ ଏହି ବଡ଼ ଚେତାବନୀ
ନୂଆଦିଲ୍ଲୀ: ଏଭିଆନ୍ ଇନଫ୍ଲୁଏଞ୍ଜା (ଏଚ୍୫ଏନ୍୧) ଭୂତାଣୁ ବା ବାର୍ଡ ଫ୍ଲୁ ପରବର୍ତ୍ତୀ ମହାମାରୀ ହୋଇପାରେ। ଡବ୍ଲୁଏଚ୍ଓ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହା ଦ୍ୱାରା ହେଉଥିବା ସଂକ୍ରମଣ ପକ୍ଷୀ ଓ ମଣିଷଙ୍କ…
ବର୍ଷାଦିନରେ ବଢ଼ିଯାଏ ଭାଇରାଲ ଓ ଫଙ୍ଗସ ଇନଫେକ୍ସନ୍: ଜାଣନ୍ତୁ କିପରି ନେବେ ଛୋଟ ପିଲାଙ୍କ ଯତ୍ନ
ବର୍ଷାଦିନ ଆସିବା କ୍ଷଣୀ ସଂକ୍ରମଣ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ବିଶେଷ ଭାବରେ ବର୍ଷା ଦିନରେ ଛୋଟ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସଂକ୍ରମଣ ବଢ଼ିଥାଏ । ଯେମିତି କି ଅଧିକାଂଶ ସମୟରେ ଜୀବାଣୁ ଜନିତ ରୋଗ,…
ଅସହ୍ୟ ହେଉଛି କି ପିଠି ଯନ୍ତ୍ରଣା ? ଜାଣନ୍ତୁ କିପରି ପାଇବେ ମୁକ୍ତି
ଦିନଥିଲା ଏକ ନିର୍ଦ୍ଧିଷ୍ଟ ବୟସ ପରେ ପିଠି ଯନ୍ତ୍ରଣା ବା ବ୍ୟାକ୍ ପେନ୍ ଲୋକମାନଙ୍କୁ ଅତିଷ୍ଠ କରୁଥିଲା । ପ୍ରାୟ ୮୦ ପ୍ରତିଶତ ଲୋକ ଜୀବନକାଳରେ ଥରେ ଅଧେ ଏହି ଯନ୍ତ୍ରଣା ନିଶ୍ଚୟ ଭୋଗିଥାନ୍ତି । ଏହି ଯନ୍ତ୍ରଣା ଆରମ୍ଭ…
ଏହି ହର୍ମୋନ କାରଣରୁ ମହିଳା ରଖନ୍ତି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ, ହୋଶ ଉଡାଇ ଦେବ ଏହି ସତ୍ୟତା…
ଓଡିଶା ଭାସ୍କର: କୌଣସି ସମ୍ପର୍କକୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଲାଇବା ପାଇଁ ବିଶ୍ୱାସ ଓ ପ୍ରେମ ନିତାନ୍ତ ଆବଶ୍ୟକ । ମାତ୍ର ସନ୍ଦେହ ସମ୍ପର୍କକୁ କେଇ ମିନିଟରେ ଭାଙ୍ଗିବାର କ୍ଷମତା ରଖେ । ତେବେ ପ୍ରଶ୍ନ ଉଠେ ଜଣେ ପାର୍ଟନର…