
Browsing Category
ବିଦେଶ
(Video) ଗତ ୪୦ ଘଣ୍ଟା ଧରି ତୁର୍କୀ ବିମାନବନ୍ଦରରେ ଫସିଛନ୍ତି ୨୫୦ ରୁ ଅଧିକ ଭାରତୀୟ ଯାତ୍ରୀ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଲଣ୍ଡନ-ମୁମ୍ବାଇ ଭର୍ଜିନ୍ ଆଟଲାଣ୍ଟିକ୍ ବିମାନରେ ଥିବା ୨୫୦ ରୁ ଅଧିକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ । ସେମାନେ ୪୦ ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର…
ଟ୍ରମ୍ପଙ୍କ ନିର୍ଦ୍ଦେଶ, ଆମେରିକାର ସରକାରୀ କର୍ମଚାରୀ ଚୀନ୍ ନାଗରିକଙ୍କ ସହ ବନ୍ଧୁତା କିମ୍ବା ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ
ନୂଆଦିଲ୍ଲୀ: ଆମେରିକା ସରକାର ଚୀନରେ ନିୟୋଜିତ ଥିବା ଏହାର ସରକାରୀ କର୍ମଚାରୀମାନଙ୍କୁ ଚୀନ ନାଗରିକଙ୍କ ସହ ବନ୍ଧୁତା ଏବଂ ଶାରୀରିକ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପ୍ରତିବନ୍ଧକ ଚୀନ୍ରେ କାମ…
ଭାରତର ଆଇଟି କ୍ଷେତ୍ର ସଙ୍କଟର ସମ୍ମୁଖୀନ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବ୍ୟାପକ କର୍ମଚାରୀ ଛଟେଇ କରିବ !
ଆମେରିକା: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନୁଚିତ ବାଣିଜ୍ୟ ଅଭ୍ୟାସକୁ ଉଦ୍ଧୃତ କରି ଭାରତ ଉପରେ ନୂତନ ଶୁଳ୍କ ଲାଗୁ କରିଛନ୍ତି। ନୂତନ ପଦକ୍ଷେପ ମଧ୍ୟରେ ସମସ୍ତ ଦେଶ ଉପରେ ୧୦% ମୂଳ ଶୁଳ୍କ ଏବଂ ଆମେରିକାରେ ପ୍ରବେଶ…
ଟ୍ରମ୍ପଙ୍କ ଟାରିଫ୍ ନିବେଶକଙ୍କୁ କରୁଛି ଗରିବ, ମାତ୍ର ୧୦ ସେକେଣ୍ଡରେ ୨ ଲକ୍ଷ କୋଟିର କ୍ଷତି
ନୂଆଦିଲ୍ଲୀ: ଆମେରିକା ପ୍ରଶାସନ ଦ୍ୱାରା ରାତାରାତି ଭାରତ ଉପରେ ଲଗାଯାଇଥିବା ୨୭% ଟାରିଫ ଭାରତୀୟ ଶେୟାର ନିବେଶକଙ୍କୁ ଗରିବ କରିଦେଇଛି । ମାତ୍ର ୧୦ ସେକେଣ୍ଡରେ ୧.୯୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଯାଇଛି । ବିଏସଇ…
ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ ବଢ଼ାଇବ ଦରବୃଦ୍ଧି ଚିନ୍ତା, ଟାରିଫ ପାଇଁ ବଢ଼ିବ ଏହି ସବୁ ଜିନିଷର ଦାମ୍
ୱାଶିଂଟନ୍: ମୂଦ୍ରାସ୍ଫିତି ସହିତ ଲଢ଼େଇ କରୁଥିବା ଆମେରିକା ଖୁବ୍ ଜଲଦି ଜାଣିପାରିବ, ଦେଶବାସୀଙ୍କୁ କେଉଁ ସବୁ ଜିନିଷ କିଣିବାପାଇଁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡୁଛି । କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨…
ଭାରତ ଉପରେ ୨୬% ଟାରିଫ୍ ଲଗାଇଲେ ଟ୍ରମ୍ପ; ଜାଣନ୍ତୁ କ’ଣ ପଡିବ ପ୍ରଭାବ
ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ବ୍ୟାପକ 'ରିହାତି' ପାରସ୍ପରିକ ଶୁଳ୍କ ଲଗାଇବା ଘୋଷଣା କରିଛନ୍ତି, ଯାହା ଏହାର ଆମଦାନୀର ୨୬ ପ୍ରତିଶତ ଶୁଳ୍କ ଲଗାଯିବ। ଏହି…
ମିଆଁମାର ପରେ ଥରିଲା ଜାପାନ, ଭୂକମ୍ପର ତୀବ୍ରତା ରହିଛି…
ଟୋକିଓ,୨।୪: ମିଆଁମାର ପରେ ଥରିଛି ଜାପାନ । ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । କାରଣ ମିଆଁମାରରେ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବେଳେ ୩୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଉକ୍ତ ଘଟଣାର ଉଦ୍ଧାର…
ଭୂକମ୍ପରେ ଭୁଶୁଡ଼ି ଥିବା ବିଲ୍ଡିଂ ତଳୁ ୪ ଦିନ ପରେ ଜୀବିତ ଅବସ୍ଥାରେ ଜଣେ ଉଦ୍ଧାର
ନେପିଦାଉ,୨ା୪: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଅର୍ଥାତ୍ ଭଗବାନ ଯାହାକୁ ବଞ୍ଚାଇ ରଖିବାକୁ ଚାହିଁବେ ତାହାର କେହି କିଛି କରିପାରିବେ ନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମିଆଁମାରରେ…
ମିଆଁମାର ଭୂକମ୍ପ ଘଟଣା, ଏବେବି ମାଟିତଳୁ ବାହାରୁଛି ଶବ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ଯବାନ
ମିଆଁମାର: ସେଦିନର ହୃଦୟ ବିଦାରକ ଦୃଶ୍ୟ। ଏବେବି ଆଖି ଆଗରେ ନାଚି ଉଠୁଛି। କିପରି ତାସ ଘର ଭଳି ବଡ଼ ବଡ଼ କୋଠା ଆଖି ପିଛୁଳାକେ ଭାଙ୍ଗି ମାଟିରେ ମିଶିଗଲା। ଆଉ ସେହି ଭଙ୍ଗା କୋଠା ତଳେ ଚାପି ହୋଇ ଚାଲିଗଲା ହଜାର ହଜାର…
ଆମେରିକୀୟ ଉତ୍ପାଦ ଉପରେ ସମସ୍ତ ଶୁଳ୍କ ଛାଡ଼ କଲା ଇସ୍ରାଏଲ, କଲା ନୂଆ ରେକର୍ଡ
ନୂଆଦିଲ୍ଲୀ: ଇସ୍ରାଏଲ ଆମେରିକାର ଆମଦାନୀ ସମସ୍ତ ଉତ୍ପାଦ ଉପରେ ଟାରିଫ ଉଠାଇଦେବାର ଘୋଷଣା କରିଛି । ଏହି ଘୋଷଣା ଇସ୍ରାଏଲ ଅର୍ଥ ମନ୍ତ୍ରାଳୟ ସୋମବାର ଦିନ କରିଛି ।
ଏହି ନିଷ୍ପତ୍ତି ପରେ କୃଷି ଉତ୍ପାଦ, ମେସିନାରୀ…