
Browsing Category
ବିଦେଶ
ଆଜିଠୁ ଟ୍ରମ୍ପ ଶାସନ, ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି
ଆମେରିକା: ଦ୍ୱିତୀୟ ପାଳି ଇନିଂସ ଖେଳିବେ ଡୋନାଲ୍ଡ ଟ୍ରମ୍ପ। ଆଜି ହ୍ୱାଇଟ୍ ହାଉସରୁ ପୁଣିଥରେ ଧରିବେ ଆମେରିକାର ଶାସନର ଡ଼ୋରି। ଏଥିପାଇଁ ପରିବାର ସହ ଫ୍ଲୋରିଡାରୁ ଆସି ଓ୍ୱାସିଂଟନରେ ପହଞ୍ଚିଛନ୍ତି ଟ୍ରମ୍ପ।
ଆଜି…
ଗୋଟିଏ ଲଟେରୀ ଟିକେଟ୍ କରିଦେଲା ମାଲେମାଲ, ତଥାପି କରୁଛନ୍ତି ଏହି କାମ
ବ୍ରିଟେନ: ଡ୍ରେନ ସଫା କରୁଛନ୍ତି ୮୦ କୋଟିର ମାଲିକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥୁଲେ ବି ସତ। ଜୀବିକା ତାଙ୍କର ସକାଳୁ ଉଠି ଡ୍ରେନ ସଫା କରିବା। ହେଲେ ଡ୍ରେନ ସଫା କରି ଜଣେ କୋଟି କୋଟି ଟଙ୍କାର ମାଲିକ ହେବା ଅସମ୍ଭବ କଥା।…
ଆମେରିକାରେ ବ୍ୟାନ ହେଲା TikTok, ସୁପ୍ରିମକୋର୍ଟ ଶୁଣାଇଲେ ନିଷ୍ପତ୍ତି
ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ରାୟ ଶୁଣାଇଛନ୍ତି । ସର୍ଟ ଭିଡିଓ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି । ଏହି ପ୍ରତିବନ୍ଧକ ଯୋଗୁଁ ଆପ୍ ମାତ୍ର ଦୁଇ ଦିନ ମଧ୍ୟରେ ବନ୍ଦ…
ଆରେଷ୍ଟ ୱାରେଣ୍ଟକୁ ମଞ୍ଜୁର କଲେ କୋର୍ଟ, ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍-ସୁକ ୟୋଲଙ୍କୁ ରବିବାର ପ୍ରତ୍ୟୁଷରେ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଥିଲା । ସିଓଲ ପଶ୍ଚିମ ଜିଲ୍ଲା କୋର୍ଟ ତାଙ୍କ ଗିରଫଦାରୀ ୱାରେଣ୍ଟକୁ ମଞ୍ଜୁର କରିଛନ୍ତି ।
ତେବେ…
୨୦୩୦ ସୁଦ୍ଧା GenAI ଆପଣାଇବା ଦ୍ୱାରା ଭାରତରେ ୩.୮ କୋଟି ଚାକିରିରେ ହେବ ପରିବର୍ତ୍ତନ
GenAI ଗ୍ରହଣ ଦ୍ୱାରା ୨୦୩୦ ସୁଦ୍ଧା ଭାରତରେ ଅତି କମରେ ୩୮ ନିୟୁତ ଚାକିରି ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଛି । ଏହା ସଂଗଠିତ କ୍ଷେତ୍ରରେ ଲାଭ ଏବଂ ଅସଂଗଠିତ କ୍ଷେତ୍ର ଦ୍ୱାରା GenAI କୁ ଅତିରିକ୍ତ ଗ୍ରହଣ…
ଟ୍ରମ୍ପଙ୍କ ଶପଥ ଗ୍ରହଣରେ ବାଧକ ସାଜିଲା ଶୀତ, ଜାଣନ୍ତୁ କେଉଁଠି ହେବ ସମାରୋହ
ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ୍ । ବର୍ତ୍ତମାନ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ବଡ଼ ଖବର ସାମ୍ନାକୁ ଆସଛି ।
ଭୀଷଣ ଶୀତ ଯୋଗୁଁ ଟ୍ରମ୍ପଙ୍କ ଶପଥ…
ରୁଷ ସେନାରେ ନିଯୁକ୍ତ ୧୨ ଭାରତୀୟ ମୃତ, ୧୬ ନିଖୋଜ
କ୍ୱିଭ୍/ମସ୍କୋ,୧୭ା୧: ରୁଷ-ୟୁକ୍ରେନ ଯୁଦ୍ଧରେ କେରଳ ତି୍ରଶୂରର ନାଗରିକ ବିନିଲ ବାବୁଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମନ୍ତ୍ରଣାଳୟ ତାଙ୍କ…
ସରକାରଙ୍କ ପକ୍ଷରୁ ମିଳିଗଲା ଅନୁମତି, ଏଣିକି ଘରେ ଖୁଲମଖୁଲା ରଖିପାରିବେ ବାଘ-ସିଂହ!
ନୂଆଦିଲ୍ଲୀ: ପାକିସ୍ତାନର ପୋଷା ସିଂହ ଏବଂ ଚିତାବାଘର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଠାକାର ଲୋକମାନେ ଏହି ବିପଦପୂର୍ଣ୍ଣ ବନ୍ୟ ପ୍ରାଣୀଙ୍କୁ ବେଆଇନ ଭାବରେ ନିଜ ଘରେ ରଖନ୍ତି।…
ଇମ୍ରାନଙ୍କ ଜେଲରୁ ବାହାରିବା ସ୍ୱପ୍ନ ମଉଳିଲା, କୋର୍ଟ ପରିସରରୁ ସ୍ତ୍ରୀ ବୁଶ୍ରାଙ୍କୁ ବାନ୍ଧିଲା ପୋଲିସ
ଇସଲାମାବାଦ୍: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ । ଇମ୍ରାନଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ମଧ୍ୟ ୭ ବର୍ଷ ଜଲେ ଦଣ୍ଡ ଶୁଣାଣି କରିଛନ୍ତି ନ୍ୟାୟାଳୟ ।…
ସ୍ପେନ ଯାଉଥିବା ବେଳେ ଓଲଟିଲା ଡ଼ଙ୍ଗା, 40ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାକିସ୍ତାନ ସହିତ ଜଡିତ ଏକ ବଡ଼ ଦୁର୍ଘଟଣାର ହୃଦୟବିଦାରକ ଖବର ସାମ୍ନାକୁ ଆସୁଛି । ସ୍ପେନ ଯାଉଥିବା ସମୟରେ ମରକ୍କୋ ନିକଟରେ ସମୁଦ୍ରରେ ଏତ ଡ଼ଙ୍ଗା ବୁଡି ଯାଇଛି । ଏହି ବଡ଼ ଦୁର୍ଘଟଣାରେ 40ରୁ ଅଧିକ…