Browsing Category

ବିଦେଶ

4 ବର୍ଷରେ ଦେଶ ଦେଖିଲା 3 ନୂଆ ମୁହଁ, ଶିଗେରୁ ଇଶିବା ହେବେ ପରବର୍ତ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାପାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ । ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ନେତା ଭାବରେ ମନୋନୀତ କରିଛନ୍ତି । ସେ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ…

ହ୍ୟାକ୍ ହେଲା ୧୯ଟି ରେଳ ଷ୍ଟେସନର Wi-Fi ନେଟୱାର୍କ, ପବ୍ଲିକ Wi-Fi ବ୍ୟବହାର କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ ?

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଆରାମରେ ଘରେ ବସି ପ୍ରାୟ ସବୁ କାମ ସହଜରେ ହୋଇପାରୁଛି । ଏହା ସହ ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଅଧିକାଂଶ…

Video: ଭାରତୀୟ ଚେସ ଟିମର ପାକିସ୍ତାନ ସହିତ ଭିଡିଓ ଭାଇରାଲ , ବନ୍ଧୁତ୍ୱର ଦେଉଛି ବାର୍ତ୍ତା!

ନୂଆଦିଲ୍ଲୀ: ବୁଡାପେଷ୍ଟରେ ଅନୁଷ୍ଠିତ ଏଫଆଇଡିଇ ଚେସ ଅଲିମ୍ପିଆଡ ୨୦୨୪ ସମୟରେ ଭାରତୀୟ ଚେସ ଟିମ୍ ପାକିସ୍ତାନ ଚେସ ଦଳକୁ ଭେଟିଛି । ଏହି ଭେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ମଧ୍ୟ…

ଶେଷ ହେବାକୁ ଯାଉଛି ୪ ବର୍ଷର ପୁରୁଣା ବିବାଦ? ଲଦାଖକୁ ନେଇ ‘ଡ୍ରାଗନ୍’ ରଖିଲା ଉତ୍ତର

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦର ଅନ୍ତ ଘଟାଇବା ଏବଂ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ନେଇ କିଛି ସହମତି ରେ ପହଞ୍ଚିବା ପାଇଁ ଉଭୟ ପକ୍ଷପାଇଁ ଗ୍ରହଣୀୟ ସମାଧାନ ତଥା ମତଭେଦକୁ ହ୍ରାସ କରିବା ପାଇଁ ଯୋଗାଯୋଗ ଜାରି…

ବାଂଲାଦେଶରେ ଦୁର୍ଗାପୂଜା ପାଳନ ବେଳେ ସୁରକ୍ଷା ପ୍ରତି ବିପଦ ନାହିଁ କହିଲେ ବାଂଲାଦେଶ IG

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଦୁର୍ଗାପୂଜାରେ କୌଣସି ସୁରକ୍ଷା ବିପଦ ନାହିଁ ବୋଲି ବାଂଲାଦେଶ ପୋଲିସ କହିଛି । ବାଂଲାଦେଶର ପୁଲିସ ମହାନିରୀକ୍ଷକ (ଆଇଜି) ମୋଇନୁଲ ଇସଲାମ ଗୁରୁବାର ସାମ୍ବାଦିକମାନଙ୍କୁ…

‘ହିନ୍ଦୁମାନେ ଫେରିଯାଅ..’, ନ୍ୟୁୟର୍କ ପରେ ଏବେ କାଲିଫର୍ଣ୍ଣିଆରେ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ମନ୍ଦିରକୁ ଟାର୍ଗେଟ କରାଯାଇଛି । କାଲିଫର୍ଣ୍ଣିଆର ସେକ୍ରାମେଣ୍ଟୋ କାଉଣ୍ଟିରେ ଏଭଳି ଘଟଣା ଘଟିଛି । ସେକ୍ରାମେଣ୍ଟୋ ମାଥେର ଏୟାରପୋର୍ଟର ସାଉଥ ସ୍ଥିତ ସ୍ୱାମୀନାରାୟଣ ମନ୍ଦିରରେ…

ମାର୍କ ଜୁକରବର୍ଗ ୨୦୦ ବିଲିୟନ ଡଲାର ନେଟୱର୍ଥ ସହ ହେଲେ ଦୁନିଆର ତୃତୀୟ ଧନୀ

ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମସର କୋ-ଫାଉଣ୍ଡର ଏବଂ ସିଇଓ ମାର୍କ ଜୁକରବର୍ଗ ମଧ୍ୟ ୨୦୦ ବିଲିୟନ ଡଲାର ନେଟୱର୍ଥ ସହ ସବୁଠାରୁ ଧନୀ ବିଲିୟନେୟାରଙ୍କ କ୍ଲବରେ ସାମିଲ ହୋଇସାରିଛନ୍ତି। ଟେସ୍ଲାର ମୁଖ୍ୟ ଏଲନ ମସ୍କ ଏବଂ…

ଲେବାନନରେ ସାଂଘାତିକ ପରିସ୍ଥିତି: ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ହାହାକାର ପରିସ୍ଥିତି ଦେଖାଦେଇଛି। ଏହି ଆକ୍ରମଣରେ ୫୦୦ ଲୋକେ ପ୍ରାଣ ହାରିଥିବା ବେଳେ ୧୬୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏହି ପରିସ୍ଥିତିରେ ଭାରତୀୟ ଦୂତାବାସ…

ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଲେ ମହମ୍ମଦ ୟୁନୁସ୍; ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଛନ୍ତି । ମିଳିତ ଜାତିସଂଘ ବୈଠକପାଇଁ ଏହି ଦୁଇ ନେତା ଆମେରିକାରେ ପହଞ୍ଚିଛନ୍ତି ।…

ସ୍ୱିଡେନରେ କରାଳ ରୂପ ନେଲାଣି କଲେରା; ୪୩୦ ଲୋକଙ୍କ ମୃତ୍ୟୁ, ୧୪,୦୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ମାସକ ମଧ୍ୟରେ ସ୍ୱିଡେନରେ କୋଲେରା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪୩୦ ଅତିକ୍ରମ କରିଛି। ସ୍ୱିଡେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଲେରା ରୋଗୀଙ୍କ ସଂଖ୍ୟା ପ୍ରାୟ ୧୪,୦୦୦କୁ ବୃଦ୍ଧି ପାଇଛି।…