fbpx
BJD SKY
BJD SKY
Browsing Category

ବିଦେଶ

ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ମିଳିବା ମାତ୍ରେ, ଅଧ ରାତ୍ରୀରେ ବିବାହ କରିଥିଲେ ଏହି ଯୋଡି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଅନେକ ବିତର୍କ ଦେଖାଦେଇ ଆସୁଛି। କେତେକ ଏହାକୁ ସମର୍ଥନ କରୁଥିବାବେଳେ କେତେକ ଏହାକୁ ଦୃଢ ବିରୋଧ କରୁଛନ୍ତି। ଭାରତରେ ମଧ୍ୟ ସମାନ ବିବାହକୁ ଆଇନଗତ ମାନ୍ୟତା ଦେବା…

ପୁରୁଣା ଭାଇରସରୁ ତିଆରି ହେବ କ୍ୟାନସର ମେଡିସିନ: ମଣିଷର DNA ଓ ପୂର୍ବପୁରୁଷଙ୍କୁ ନେଇ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ମଣିଷର ଲାଇଫଷ୍ଟାଇଲ ମଧ୍ୟ ବଦଳିବାରେ ଲାଗିଛି । ମଣିଷର ଖାଦ୍ୟପେୟ, ବେଶ ପୋଷାକ, ଚିନ୍ତାଧାରା ସବୁକିଛି ବଦଳିବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ବୀମାରୀ ଶିକାର…

(Video) ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଲୋକମାନେ ପ୍ରାଣ ବିକଳରେ ତଳକୁ ଡେଇଁଲେ, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଜନସାଧାରଣ ତାତିରେ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ ଯଦି କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟେ, ତେବେ ପରିସ୍ଥିତି ଆହୁରି ବିଗିଡ଼ିଯିବାର ସମ୍ଭାବନା…

Fiji Earthquake : ତୁର୍କୀ ପରେ ଆଜି ଫିଜିରେ କମ୍ପନ, ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗତକାଲି ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଆଜି ସକାଳେ ଫିଜିରେ ଶକ୍ତିଶାଳୀ କମ୍ପନ ହୋଇଛି । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରେ ମାପ କରାଯାଇଛି । ଭୂମିକମ୍ପର ଏତେ ଶକ୍ତିଶାଳୀ ଥିଲା ଯେ…

ସୁନ୍ଦର ଦେଖାଯିବା ପାଇଁ ମହିଳା ଜଣକ କଲେ ସର୍ଜରୀ, ମାସ୍କ ଓହ୍ଲାଇବା ପରେ ଡରିଯାଉଛନ୍ତି ପୁରଷ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲୁଏଁସର ଜେସିକା ବୁରକୋ ସୁନ୍ଦର ଦେଖାଯିବା ପାଇଁ ଓଠକୁ ସର୍ଜରୀ କରିଥିଲେ । ଏହା ଦ୍ୱାରା ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବେ । ହେଲେ ସର୍ଜରୀ ପରେ ତାଙ୍କ ସହ ପୂରା ବିପରୀତ…

ଥମୁନି ଗୃହ ଯୁଦ୍ଧ ; ସୁଦାନରେ EU ରାଷ୍ଟ୍ରଦୂତଙ୍କୁ ଘରେ ପଶି ହତ୍ୟା, ଏପର୍ଯ୍ୟନ୍ତ ୧୮୦ ଜଣଙ୍କ ଜୀବନ ଯାଇଛି

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ସୁଦାନର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏଠାରେ ଚାଲିଥିବା ଗୃହ ଯୁଦ୍ଧରେ ଅତି କମରେ ୧୮୦ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ୧୮୦୦ ରୁ ଅଧିକ ଆହତ ହୋଇଛନ୍ତି ।…

ବ୍ରେକଅପ୍ ପରେ ଏତେ ଖୁସି! ୨୩ ବର୍ଷର ସମ୍ପର୍କ ଭାଙ୍ଗିଗଲା, ତା’ ପରେ ସେଲିବ୍ରେଟ ହେଲା ‘Just Divorced’

ନୂଆଦିଲ୍ଲୀ: ଜୀବନ ଅଛି ମାନେ ପ୍ରେମ ନିଶ୍ଚିତ ଭାବେ ଅଛି । କିଏ ପ୍ରେମରେ ସଫଳ ହୁଏ ତ ଆଉ କିଏ ବିଫଳ ହୋଇ ନିଜର ବା ଅନ୍ୟର ଜୀବନ ନେବାକୁ ପଛାଏ ନାହିଁ । ଯେତେବେଳେ କୌଣସି ପୁରୁଣା ସମ୍ପର୍କ ଅଚାନକ ଭାଙ୍ଗିଯାଏ,…

ଛାତ୍ରଙ୍କ ସହ ଶାରୀରକ ସମ୍ପର୍କ ସ୍ଥାପନ କଲେ ୬ ଜଣ ଶିକ୍ଷୟିତ୍ରୀ: ଶେଷରେ ଧରାପଡ଼ିଲେ ଓ ଗିରଫ ହେଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ତଥା ଅସାମାଜିକ ଘଟଣା ଘଟିଥାଏ ଯାହାଦ୍ୱାରା ଆମର ମୁଣ୍ଡ ଲଜ୍ଜ୍ୟାରେ ତଳକୁ ହୋଇଯାଇଥାଏ । ବିଶେଷ କରି ଛୋଟ ପିଲାଙ୍କୁ ନେଇ ଘଟୁଥିବା କିଛି ଯୌନ କାର୍ଯ୍ୟକଳାପ ସଭ୍ୟ…

ଫୁଡ ବ୍ଲଗର ମାନଙ୍କୁ ଶକ୍ତଝଟକା ! ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଆଉ ବ୍ୟବହାର କରିପାରିବେ ନାହିଁ ଫୋନ୍

ନୂଆଦିଲ୍ଲୀ: ଆଜିକାଲି, ଅଧିକାଂଶ ଲୋକ ରେଷ୍ଟୁରାଣ୍ଟରେ ଖାଇବା ସମୟରେ ଫୋନ୍ ବ୍ୟବହାର କରୁଥିବା ଦେଖାଯାଏ। ଆଉ ସେମାନେ ଏତେ ଫୋନ୍ ବ୍ୟବହାର କରନ୍ତି ଯେ, ଲୋକମାନେ ଖାଇବାକୁ ମଧ୍ୟ ଭୁଲିଯାଆନ୍ତି, ତେବେ ଏହା ମଧ୍ୟ…

ବୁର୍କିନା ଫାସୋରେ ଥମୁନି ହିଂସା: ଜିହାଦୀମାନେ କଲେ ପୁନର୍ବାର ଆକ୍ରମଣ, ୪୦ ମୃତ୍ୟୁ

ନୂଆଦିଲ୍ଲୀ: ସନ୍ଦିଗ୍ଧ ଜିହାଦୀମାନେ ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଏକ ବଡ଼ ଅଘଟଣ କରିଥିବା କଥା ସାମ୍ନାକୁ ଆସିଛି। ଜିହାଦୀମାନେ ୪୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହା ବୁର୍କିନା ଫାସୋ ରାଜ୍ୟପାଳ ନିଜେ ସୂଚନା…