fbpx
BSKY SKY
BSKY SKY
Browsing Category

ବିଦେଶ

ପୁଣି ଭୂକମ୍ପ : ସୋମବାର ସକାଳୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ଏତିକି ଥିଲା ତୀବ୍ରତା…

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ତୁର୍କୀକୁ ପୁଣି ଭୂକମ୍ପ ଝଟକା ଲାଗିଛି ।  ସୋମବାର ସକାଳେ ତୁର୍କୀର ଆଫସିନ୍, ଦକ୍ଷିଣ-ପଶ୍ଚିମ ଦିଗରେ ୨୩ କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି, ଯାହାର ତୀବ୍ରତା…

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଓଡ଼ଶ କାମୁଡ଼ାରେ ମଣିଷର ମୃତ୍ୟୁ

ନୂଆଦିଲ୍ଲୀ: ବେଳେବେଳେ ମଣିଷ ବହୁ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ବେଳେ ଅନେକ ସମୟରେ ଏକ ସାଧାରଣ ଘଟଣାରେ ମୃତ୍ୟୁବରଣ କରିଥାଏ । କିଏ ୧୦ ମହଲା ଛାତରୁ ଖସି ଜୀବିତ ରହୁଛି ତ ଆଉ କିଏ ଘରର ପାହାଚ, ଚଟାଣରେ ପଡ଼ି…

ଯାଇଥିଲେ ଚାକିରି ପାଇଁ, ଫେରିଲେ ଶବ ହୋଇ: ଦୁବାଇ ଅଗ୍ନିକାଣ୍ଡରେ ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସିବ ତାହା କେହି ବି କହିପାରିବେ ନାହିଁ । ପ୍ରତିବର୍ଷ ଅର୍ଥ ରୋଜଗାରର ଲକ୍ଷ୍ୟ ନେଇ ବିଦେଶକୁ ହଜାର ହଜାର ଭାରତୀୟ ଯୁବକ, ଯୁବତୀ ଚାକିରି ସନ୍ଧାନରେ ଯାଇଥାନ୍ତି । ଆମେରିକା, କାନାଡ଼ା,…

(Video)ହେୟାର ଡ୍ରାଏ କରୁଥିବା ସମୟରେ ହଠାତ ଲାଗିଗଲା ନିଆଁ , ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ବ୍ୟବହାର କରିବାକୁ ଡରିବେ

ନୂଆଦିଲ୍ଲୀ: କେଶ ଶୁଖାଇବା ପାଇଁ ମୁଖ୍ୟତଃ ଟିକିଏ ସମୟ ଲାଗେ । କିନ୍ତୁ କିଛି ଲୋକଙ୍କ ପାଖରେ ଯେତେବେଳେ ସମୟର ଅଭାବ ରହିଥାଏ ସେମାନେ ତାଙ୍କ ଚୁଟି ଶୁଖାଇବା ପାଇଁ ହେୟାର ଡ୍ରାଏର ବ୍ୟବହାର କରନ୍ତି । କିନ୍ତୁ ଏହି…

ସୁଡାନରେ ଗୃହଯୁଦ୍ଧ ଆରମ୍ଭ ; ଜାତିସଂଘର ୩ କର୍ମଚାରୀଙ୍କ ସମେତ ୪୭ ମୃତ ଓ ୩୮୦ ଆହତ

ଖାର୍ତୁମ୍ : ସୁଡାନରେ ଆରମ୍ଭ ହୋଇଯାଇଛି ଗୃହଯୁଦ୍ଧ । ଏହି ଯୁଦ୍ଧରେ ଅତି କମରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ…

୨୩୦ ଫୁଟ ଗଭୀର ଗୁମ୍ଫାରେ ୫୦୦ ଦିନର ରହଣି: ନା ଥିଲେ ପରିବାର ନା ଥିଲେ ବନ୍ଧୁବାନ୍ଧବ, ଦେଢ଼ବର୍ଷ ପରେ ବି ମହିଳା ଜୀବିତ

ନୂଆଦିଲ୍ଲୀ: ମଣିଷ ଉପରେ ବୈଜ୍ଞାନିକମାନେ ସର୍ବଦା ରିସର୍ଚ୍ଚ କରିଥାନ୍ତି । ଏହି ରିସର୍ଚ୍ଚରୁ ମଣିଷର ଖାଦ୍ୟପେୟ, ମାନସିକ ସ୍ଥିତି, ରୋଗ, ପରିବେଶ ସହ ଜଡ଼ିତ ଅନ୍ୟ ବିଷୟକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ…

ସୁଦାନରେ ମୁହାଁମୁହିଁ ହେଲେ ସେନା ଏବଂ ଅର୍ଦ୍ଧସୈନିକ ବଳ: ଘରୁ ନବାହାରିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ସୁଦାନରେ ଅର୍ଦ୍ଧସୈନିକ ବଳ ଏବଂ ସେନା ମଧ୍ୟରେ ଜାରି ବିବାଦ ମଧ୍ୟରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ସୁଦାନରେ ଭାରତୀୟ ଦୂତାବାସ ପକ୍ଷରୁ ନିଜର ନାଗରିକ ମାନଙ୍କୁ…

‘କ୍ରିପିୟା ଧ୍ୟାନ ଦେ…. ଟ୍ରେନରେ ପର୍ଣ୍ଣ ଭିଡିଓ ଦେଖନ୍ତୁ ନାହିଁ , ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ !’…

ନୂଆଦିଲ୍ଲୀ : ଟ୍ରେନରେ ପର୍ଣ୍ଣ ଭିଡିଓ ଦେଖ ନାହିଁ । ଅପେକ୍ଷା କର ଘରେ ପହଞ୍ଚିଲା ପରେ ଦେଖିବ । ରେଳଯାତ୍ରୀଙ୍କୁ ରେଳ ବିଭାଗ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି । ଟ୍ରେନରେ ଯାତ୍ରା କରିବା ସମୟରେ ଲୋକମାନେ ବିଶେଷ…

ଅପହରଣ ମାମଲାରେ ପିଲାଙ୍କ ସ୍ୱରକୁ ନକଲ କରିବାରେ ସାହାଯ୍ୟ କରୁଛି AI: ମହିଳାଙ୍କ ଦାବି

ନୂଆଦିଲ୍ଲୀ: ଆମେରିକାର ଆରିଜୋନାରେ ରହୁଥିବା ଜଣେ ମହିଳା ଦାବି କରିଛନ୍ତି ଯେ, ନକଲି ଅପହରଣ ମାମଲାରେ ନିଜ ଝିଅର ସ୍ୱରକୁ କ୍ଲୋନ୍ କରିବା ପାଇଁ ସ୍କାମରମାନେ ଏଆଇକୁ ବ୍ୟବହାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ୧୦୦…

ଯଦି ୨ ବର୍ଷ ପାଇଁ ଚା ପିଇବା ବନ୍ଦ କରେ ପାକିସ୍ତାନ, ସୁଧୁରିଯିବ ଆର୍ଥିକ ସ୍ଥିତି – ଆଉ ଭିକ ମାଗିବାକୁ ପଡିବ ନାହିଁ… ଏଇଠି…

ନୂଆଦିଲ୍ଲୀ : ବର୍ତ୍ତମାନ ପାକିସ୍ତାନର ଅର୍ଥନୈତିକ ଅବସ୍ଥା ସବୁଠାରୁ ଖରାପ ରହିଛି । ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅତ୍ୟାବଶ୍ୟକୀୟ ଜିନିଷର ଦର ବଢିଯାଇଥିବା ବେଳେ ଏହି ସଙ୍କଟକୁ ଦୂର କରିବା ପାଇଁ…