fbpx
Browsing Category

ବିଦେଶ

ମୃତ୍ୟୁ ହଠାତ୍ ମାଡ଼ି ଆସିଲା, ନେଇଗଲା ୧୭ ଜୀବନ, ୩୦ ଆହତ: ବଡ଼ ଖାଲ ମଧ୍ୟକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍

ନୂଆଦିଲ୍ଲୀ: ମୃତ୍ୟୁ ବଡ଼ ନିଷ୍ଠୁର । କେତେବେଳେ କାହାକୁ ଆରପାରିକୁ ନେଇଯାଉଛି, ତାହା ମଣିଷର କଳ୍ପନା ବାହାରେ । ତେବେ ଆଜି ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟି ୧୭ ଜଣ ଲୋକଙ୍କର ଜୀବନର ଦୀପ ଲାଭିଯାଇଛି । ଏଥିସହିତ ୩୦ ଜଣ…

ଏଲନ ମସ୍କଙ୍କ ବଡ ଦାବି, କହିଲେ ୨୦୨୪ରେ ଡୋନାଲ୍ଡ ଟ୍ରମ୍ପ ଏକ ଜୋରାଦାର ବିଜୟ ହାସଲ କରିବେ!

ୱାସିଂଟନ୍: ଟ୍ୱିଟରର ସିଇଓ ଆରବପତି ଏଲନ ମସ୍କ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବ, ଏହାପରେ ମଧ୍ୟ ତାଙ୍କୁ…

ଇକ୍ୟୁଏଡରରେ ଅନୁଭୂତ ହେଲା ୬.୮ ତୀବ୍ରତାର ଭୁକମ୍ପ, ଏପର୍ଯ୍ୟନ୍ତ ୧୪ ମୃତ୍ୟୁ

ଇକ୍ୟୁଏଡର: ଦକ୍ଷିଣ ଆମେରିକାରେ ଥିବା ଇକ୍ୟୁଏଡରରେ ଭୟଙ୍କର ଭୁକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ସମଚାର ଏଜେନ୍ସି ଏପି ଅନୁଯାୟୀ, ସେଠାରେ ୬.୫ ତୀବ୍ରତାର ଭୁକମ୍ପ ଆସିଛି । ତେବେ ଏହି ଭୂକମ୍ପ ଆମେରିକାର…

ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପ ହେବେ ଗିରଫ: ସମର୍ଥକଙ୍କୁ ‘ଦେଶ ବଞ୍ଚାଅ’ କହି ଦେଲେ ଆହ୍ୱାନ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବଶୀଘ୍ର ଜେଲର ଚାରିକାନ୍ଥ ଭିତରେ କଏଦ ହେବାକୁ ଯାଉଛନ୍ତି । ଏ ନେଇ ନିଜେ ସୂଚନା ଦେଇଛନ୍ତି ଟ୍ରମ୍ପ । ଏହା ସହିତ 'ଦେଶ ବଞ୍ଚାଅ' ବୋଲି କହି ନିଜ…

ସୈନିକ ନିଯୁକ୍ତି ପାଇଁ ପର୍ଣ୍ଣ ୱେବସାଇଟ୍ ବ୍ୟବହାର କରୁଛି ଋଷ, ୟୁକ୍ରେନ ସହିତ ଯୁଦ୍ଧ ପାଇଁ ନୂତନ ପ୍ରସ୍ତୁତି

ନୂଆଦିଲ୍ଲୀ: ଋଷ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ପାଇଁ ସୈନିକ ନିଯୁକ୍ତି ପାଇଁ ପର୍ଣ୍ଣ ୱେବସାଇଟ୍ ବ୍ୟବହାର କରୁଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ୱାଗନର୍ ଗ୍ରୁପ୍…

ପାକିସ୍ତାନରେ ରାଜନୈତିକ ଝଡ଼: ଇମ୍ରାନ ଖାନଙ୍କ ଗେଟ୍ ଭାଙ୍ଗି ଘରେ ପଶିଲା ପୋଲିସ

ନୁଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ୍ ଖାନ୍‌ଙ୍କ ଗିରଫକୁ ନେଇ ରାଜନୈତିକ ହଲଚଲ ଜାରି ରହିଛି । ଏଭଳି ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋସାଖାନା ମାମଲାର…

ପୁଣି କମ୍ପିଲା ପୃଥିବୀ : ଆସାମରେ ଭୂକମ୍ପ ଝଟକା, ୨ ଦିନ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟ ଭୂକମ୍ପ , ତୀବ୍ରତା ୫.୦

ଆସାମ : ଆଜି ସକାଳେ ଉତ୍ତର-ପୂର୍ବ ଆସାମରେ ଭୂକମ୍ପ ଅନୁଭୂତ ହୋଇଛି। ଆସାମର ଦକ୍ଷିଣ ଜୋରହାଟରେ ସକାଳ ପ୍ରାୟ ୯:୦୩ ରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର…

Coronavirus Source : ବାଦୁଡି ନୁହେଁ, ଏହି ପ୍ରାଣୀ ଠାରୁ ବ୍ୟାପିଥିଲା କରୋନା! ଚୀନ୍ ବୈଜ୍ଞାନିକଙ୍କ ବଡ ଦାବି, ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । କେଉଁ ଦେଶ ଏବଂ କେଉଁ ପ୍ରାଣୀ ଠାରୁ କରୋନା ଭୂତାଣୁ ବିସ୍ତାର ହୋଇଛି ସେନେଇ ବିତର୍କ ଜାରି ରହିଛି। ଏହା ପୂର୍ବରୁ ବାଦୁଡି…

ଆରେ ଆରେ ଇଏ ବିଲେଇ ନା ସାପ? ଆକୁ ଦେଖି ଦ୍ୱନ୍ଦରେ ପଡିଗଲେ ଲୋକେ, ଫଟୋ ଭାଇରାଲ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ : ଦୁନିଆରେ ଏତେ ସଂଖ୍ୟକ ପ୍ରାଣୀ ଅଛନ୍ତି ଯେ, ଯଦି ସେମାନଙ୍କୁ ଗଣନା କରାଯାଏ ତେବେ ସେଗୁଡ଼ିକ ବୋଧହୁଏ ସଂପୂର୍ଣ୍ଣ ହେବ ନାହିଁ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଜୀବଜନ୍ତୁଙ୍କ ଉପରେ ବୈଜ୍ଞାନିକ ଅନୁସନ୍ଧାନ…

ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କା ଉପହାର କୁଆଡେ ଗଲା? ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆଇନ ଉଲ୍ଲଂଘନ ଅଭିଯୋଗ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରକୁ ବିଦେଶୀ ରାଷ୍ଟ୍ରରୁ କୋଟି କୋଟି ଟଙ୍କାର ଉପହାର ମିଳିଥିଲା । ଟ୍ରମ୍ପଙ୍କ ପରିବାରକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରରୁ ୧୦୦ ରୁ…