Browsing Category
ବିଦେଶ
ୟୁକ୍ରେନ୍ ଶାନ୍ତି ବୁଝାମଣାରେ ସ୍ୱାକ୍ଷର କଲା ନାହିଁ ଭାରତ, ସମସ୍ତ ପକ୍ଷଙ୍କ ରହିବା ଆବଶ୍ୟକ ବୋଲି କହିଲେ ବୈଦେଶିକ ମନ୍ତ୍ରଣାଳୟ ସଚିବ
ଜେନିଭା: ରବିବାର ୮୦ଟି ଦେଶକୁ ନେଇ ଆୟୋଜିତ ୟୁକ୍ରେନ୍ ଶାନ୍ତି ସମ୍ମିଳନୀରେ ଆଗତ ବୁଝାମଣାରେ ଭାରତ ସ୍ୱାକ୍ଷର କରିବାକୁ ମନା କରିଛି । ସୁଇଜରଲ୍ୟାଣ୍ଡର ବରଜେନେଷ୍ଟୋକ୍ ରିସର୍ଟରେ ‘ସମ୍ମିଟ୍ ଅନ୍ ପିସ୍ ଇନ୍ ୟୁକ୍ରେନ୍’…
୫୦ ବର୍ଷ ପରେ ପୁଣି ଘଟିଲା ‘Stockholm Syndrome’! ଯେଉଁ ଠକ ୧୧ ଲକ୍ଷର ଚୂନା ଲଗାଇଲା, ତାକୁ ହିଁ ‘ଦିଲ’ ଦେଇ ଦେଲେ ୪୦ ବର୍ଷୀୟା ମହିଳା
ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଜମାନାରେ ଠକମାନେ ନୂଆ ନୂଆ ତରିକାରେ ଲୋକଙ୍କୁ ବୋକା ବନାଇବା ସହ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଦେଖାଯାଉଛି । ତେବେ ମଧ୍ୟରେ ହୋସ୍ ଉଡ଼ାଇଦେବା ଭଳି ଏକ ନୂଆ ମାମଲା ସାମ୍ନାକୁ ଆସିଛି…
WHO ଦେଲା ପରାମର୍ଶ: ରନ୍ଧା ଖାଦ୍ୟକୁ ଅଧିକ ବିଳମ୍ବରେ ଖାଇଲେ ବ୍ୟାକ୍ଟେରିଆ ପୁଣି ବଢ଼ିଥାନ୍ତି, ଏଥିସହ ସ୍ୱାଦ କମିଯାଏ ଓ ଶରୀରରେ ରୋଗ ସୃଷ୍ଟି…
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରଦତ୍ତ ତଥ୍ୟ ମୁତାବକ, ପ୍ରତିବର୍ଷ ସାରା ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକ ଦୂଷିତ ଖାଦ୍ୟ ଖାଇବା କାରଣରୁ ମୃତ୍ୟୁବରଣ କରିଥାନ୍ତି । ଅନେକ ଲୋକ କେବଳ ଦୂଷିତ ଖାଦ୍ୟ…
ଆଗାମୀ ବର୍ଷ କାନାଡାରେ ହେବ ଜି ୭ ସମ୍ମିଳନୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମିଲ ହେବାକୁ ନେଇ ଏପରି କହିଲେ ଟ୍ରୁଡୋ
ନୂଆଦିଲ୍ଲୀ: ଚଳିତ ବର୍ଷ ଜି ୭ ସମ୍ମିଳନୀ ଇଟାଲୀରେ ସଂପନ୍ନ ହୋଇଛି । ଆଗାମୀ ବର୍ଷ ଜି ୭ ସମ୍ମିଳନୀର ଆୟୋଜନ କାନାଡାର ଅଲବର୍ଟାରେ କରାଯିବ । ଏ ବିଷୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଘୋଷଣା କରିଛନ୍ତି ।…
ଏକ ଅଜବ ଘଟଣା! ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିବାହ କରିବାକୁ ଯାଉଥିଲେ ଜଣେ ୭୨ ବର୍ଷୀୟ ବୃଦ୍ଧ….
ନୂଆଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏଥିପାଇଁ କିଛି ସାମାଜିକ ନୀତି ନିୟମ ଓ ପରମ୍ପରା ରହିଛି । ତେବେ ଅନେକ ସମୟରେ ବିବାହକୁ ନେଇ କିଛି ଭିନ୍ନ ଧରଣର ମାମଲା ଆମ ସମାଜରେ ଦେଖିବାକୁ ମିଳିଥାଏ । ତେବେ…
ବାଇଡେନ୍ଙ୍କୁ ମାନସିକ ପରୀକ୍ଷା କରାଇବାକୁ ପରାମର୍ଶ ଦେବା ବେଳେ ଟ୍ରମ୍ପ କରିଦେଲେ ଏପରି ଭୁଲ୍, ଜନତା ଦେଲେ ଏପରି ପରାମର୍ଶ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ମାନସିକ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଟ୍ରମ୍ପ ବାଇଡେନଙ୍କୁ କଗ୍ନିଟିଭ୍ ଟେଷ୍ଟ ବା…
ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଜଣେ ଗ୍ଲୋବାଲ ଲିଡର, ଗାଜାରେ ଯୁଦ୍ଧ ଅଟକାଇ ପାରିବେ; ଚିଠିରେ ଏପରି କିଛି ଲେଖିଲେ ପାଲେଷ୍ଟାଇନ…
ନୂଆଦିଲ୍ଲୀ: ଗାଜା ଉପରେ ଇଜରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣକୁ ନେଇ ପାଷ୍ଟୋଇନ୍ ଚିନ୍ତିିତ । ଏଥିମଧ୍ୟରେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ମୋହମ୍ମଦ ମୁସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଏହି ଦେଶରେ ବ୍ୟାପିଲା ଏପରି ରହସ୍ୟମୟ ରୋଗ, ଯଦି ଲକ୍ଷଣ ଦେଖାଯାଏ ତେବେ ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ସୁନିଶ୍ଚିତ
ପୂର୍ବ ଏସୀୟ ଦେଶ ଜାପାନକୁ ଏପରି ଏକ ବିରଳ ରୋଗ ନିଜ ଶିକାର କରିଛି ଯେ ଯଦି କେହି ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ମୃତ୍ୟୁ ସୁନିଶ୍ଚିତ । ରୋଗୀର ମାତ୍ର ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ହୁଏ । ଡାକ୍ତରମାନେ କହିଛନ୍ତି…
ହାର୍ଟ ରୋଗକୁ ଭଲ କରୁଛି ‘Bleeding Heart’! ଏହା ଦିଲ୍ ନୁହେଁ ଫୁଲ, ଦେଖିଲେ ଲାଗୁଛି ସତେ ଯେମିତି ହୃଦୟରୁ ରକ୍ତ ଝରୁଛି
ନୂଆଦିଲ୍ଲୀ: ଆମ ଧରିତ୍ରୀ ବକ୍ଷରେ ଲକ୍ଷ ଲକ୍ଷ ପ୍ରକାରର ବୃକ୍ଷଲତା ରହିଛନ୍ତି । ପ୍ରତ୍ୟେକ ବୃକ୍ଷର ଫୁଲ, ଫଳ ଓ ଗୁଣ ଅଲଗା ଅଲଗା ହୋଇଥିବା ବେଳେ ତାହାକୁ ବ୍ୟବହାର କରିବାର କରିବାର ତରିକା ମଧ୍ୟ ଭିନ୍ନ ରହିଥାଏ । ତେବେ…
ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଲଢ଼େଇରେ ହଜିଗଲା ଏକ ଲକ୍ଷ ଚାକିରି : କୋଟି କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲଈ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ଲଢ଼େଇ' ଉଭୟ ଦେଶ ଉପରେ ଅଧିକ ପ୍ରଭାବ ପକାଉଛି । ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ୧ ଲକ୍ଷ ଚାକିରି ଚାଲିଯିବା ସହ କୋଟି କୋଟି ଟଙ୍କା କ୍ଷତି ମଧ୍ୟ ହୋଇଛି ।…