Browsing Category

ବିଦେଶ

କ୍ରୀଡ଼ା ଜଗତ ନିରାଶ: ଇରଫାନ ପଠାନ ଓ ପାର୍ଥିବ ପଟେଲଙ୍କ ସହ ଖେଳିଥିବା ପୂର୍ବତନ କ୍ରିକେଟରଙ୍କଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ନିରାଶାଜନକ ଖବର । ଜଣେ ପୂର୍ବତନ କ୍ରିକେଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଖେଳାଳି ଜଣଙ୍କ ଇରଫାନ ପଠାନ, ପାର୍ଥିବ ପଟେଲ ଓ ମନବିନ୍ଦର ବିସଲାଙ୍କ ପରି ଅନେକ ଭାରତୀୟ…

ପ୍ରକୃତିର ଅନନ୍ୟ ସୃଷ୍ଟି! ଅଷ୍ଟ୍ରେଲିଆରୁ ଆବିଷ୍କାର ହେଲା ପ୍ରଥମ ମ୍ୟୁଟେଣ୍ଟ ବେଙ୍ଗ, ନୀଳ ରଙ୍ଗ ଦେଖି ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପ୍ରକୃତିର ଏଇ ସୃଷ୍ଟିରେ ଅନେକ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ରହିଛନ୍ତି । ମାତ୍ର ସେମାନଙ୍କୁ ଦେଖିବା ସମସ୍ତଙ୍କର ଭାଗ୍ୟରେ ନଥାଏ । ଅନେକ ସମୟରେ ବଡ଼ ବଡ଼ ପାହାଡ଼, ଜଙ୍ଗଲ, ଜାତୀୟ ଉଦ୍ୟାନ ଓ ସମୁଦ୍ରରୁ…

(video): କ୍ଷୀରରେ ସ୍ନାନ କରୁଥିଲେ , ଗୋଲାପ ପାଖୁଡାରେ ଶୋଉଥିଲେ ଏ ଅଭିନେତା, ପଢନ୍ତୁ ତାଙ୍କର ସିନେମାରୁ ରାଜନୈତିକ ଯାତ୍ରା

ଓଡିଶା ଭାସ୍କର: ନିଜ ଦମରେ ସିନେମା ଜଗତରେ ସେ ନା କରିଛନ୍ତି । ସିନେମାରୁ ଏବେ ସେ ରାଜନେତା ସାଜିଛନ୍ତି । ରିଲ ଲାଇଫ ହିରୋ ଏବେ ରିୟଲ ଲାଇଫରେ ମଧ୍ୟ ଜଣେ ଷ୍ଟାର ଭାବରେ ସମସ୍ତଙ୍କ ପ୍ରିୟ ଅଭିନେତା ସେ । ଏମିତି ଜଣେ…

(video) : କଟକ ବଡ ଡାକ୍ତରଖାନାରେ ବଡ ବିବାଦ, କାର୍ଯ୍ୟବନ୍ଦ ଡାକରା ଦେଲା ହାଉସ ସର୍ଜନ ସଂଘ, ନର୍ସିଂ ଷ୍ଟାଫଙ୍କ ସହ ହୋଇଛି ଝଗଡା

କଟକ: କଟକ ବଡ ମେଡିକାଲରେ ବଡ ବିବାଦ ସାମ୍ନାକୁ ଆସିଛି । ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଲଢେଇ ଏବେ ବଡରୂପ ନେଇଛି । ଫଳରେ ଗତକାଲି ହାଉସ ସର୍ଜନ ସଂଘ ବିବାଦକୁ ନେଇ ଧାରଣାରେ ବସିଥିଲା । କଟକ ବଡ ଡାକ୍ତରଖାନା…

ଓମାନ ସାମୁଦ୍ରିକ ତଟରେ ଓଲଟିଲା ତେଲ ଟ୍ୟାଙ୍କର, ୧୩ ଭାରତୀୟ ସମେତ ଚାଳକ ନିଖୋଜ

ନୂଆଦିଲ୍ଲୀ: ଓମାନ ତଟରେ ବୁଡିଯାଇଥିବା ‘କୋମାରୋସ’ ଧ୍ୱଜବାଲା ତେଲ ଟ୍ୟାଙ୍କରରେ ୧୬ ଜଣ ସଦସ୍ୟ ବିଶିଷ୍ଟ ସଦସ୍ୟ ଏବେ ନିଖୋଜ ଅଛନ୍ତି । ଦେଶରେ ସମୁଦ୍ରୀ ସୁରକ୍ଷା କେନ୍ଦ୍ରରେ ବୁଡିବାର ଗୋଟିଏ ଦିନ ପରେ ଏହି ସୂଚନା…

ସୁନାରେ ସଜେଇ ହେବେ ଶ୍ରୀଜୀଉ, ଭକ୍ତ ଦେଖିବ କୋଟିକୈବଲ୍ୟଙ୍କ ଲୀଳା, ରାଜବେଶର କ’ଣ ରହିଛି ମହତ୍ତ୍ୱ, ବର୍ଷକୁ ହୁଏ ୫ ଥର ସୁନାବେଶ

ଓଡିଶା ଭାସ୍କର: ଜଗତରନାଥ କୌଟିକୈବଲ୍ୟଙ୍କ ଆଜି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବ ଆଜି କାଳିଆଠାକୁର । ଚକାଆଖିର ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଲୋତକ ଗଡିବ । ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ…

ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ UN General Assembly ବୈଠକ, ସଭାକୁ ସମ୍ବୋଧିତ କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ(UN General Assembly) ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ଅନେକ ଦେଶର ମୁଖିଆ, ନୀତି ନିର୍ଧାରକ ଓ ବିଶେଷଜ୍ଞ…

କଣ୍ଟାକ୍ଟ ଲେନ୍ସ ଲଗାଇ ଶୋଇବା କାରଣରୁ ଦୃଷ୍ଟିଶକ୍ତି ହରାଇଲେ ୨୧ ବର୍ଷୀୟ ଯୁବକ! ଦୁର୍ଲ୍ଲଭ ‘ମାଂସ ଭକ୍ଷୀ ପରଜୀବୀ’ କରିଦେଲା ଜୀବନକୁ ଅନ୍ଧକାର

ନୂଆଦିଲ୍ଲୀ: ଗୋଟିଏ ଭୁଲ୍ କାରଣରୁ ଜଣେ ୨୧ ବର୍ଷୀୟ ଯୁବକ ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ମାଇକ କ୍ରୁମହୋଲଜ ନାମକ ଏହି ଯୁବକ ଜଣଙ୍କ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା ଫଳରେ ଏକ ଦୁର୍ଲ୍ଲଭ ‘ମାଂସ…

ନେପାଳର ବୈଦେଶିକ ମନ୍ତ୍ରୀ ହେଲେ ଅର୍ଜୁ ରାଣା ଦେଉବା; ସୀମା ବିବାଦକୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ନେପାଳପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡ. ଅର୍ଜୁ ରାଣା ଦେଉବାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ସେ ତାଙ୍କ ପଦ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କହିଥିଲେ…

ଚନ୍ଦ୍ରରେ ମିଳିଲା ଏପରି ଗୁମ୍ଫା, ଯେଉଁଥିରେ ରହିପାରିବେ ମଣିଷ : ବୈଜ୍ଞାନିକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଆପଣ ତଳୁ ଚନ୍ଦ୍ରକୁ ଦେଖିଥିବେ, ନିଶ୍ଚିତ ଭାବରେ ଏହାକୁ ଚିତ୍ରରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ଆପଣ ସେଠାରେ ମଧ୍ୟ ରହିପାରିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ପ୍ରଥମ ଥର ପାଇଁ…