Browsing Category

ବିଦେଶ

ପାକିସ୍ତାନରୁ ଆସିଲା ଚାଞ୍ଚଲ୍ୟକର ଘଟଣା: ଜଣେ ଶିଖ ବ୍ୟକ୍ତିଙ୍କୁ ଉଲଗ୍ନ କରି ପିଟିଲେ କିଛି ଯୁବକ, ରାସ୍ତାକୁ ଉଠିଲେ ଜନତା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଯୁବକ ଉଲଗ୍ନ କରି ବର୍ବରୋଚିତ ଭାବେ ପିଟୁଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା…

‘ଆମର ଉଦ୍ଦେଶ୍ୟ ପୂରଣ ହୋଇସାରିଛି, କିନ୍ତୁ ଆମକୁ ଉତ୍ତେଜିତ କଲେ ପରିଣତି ଭୟଙ୍କର ହେବ’: ଇରାନ ଇସ୍ରାଏଲକୁ ଦେଲା ଏପରି ଚେତାବନୀ(Watch)

ନୂଆଦିଲ୍ଲୀ:ଗତ କାଲି ରାତି ଅଧରେ ଇରାନ୍ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣକୁ ନେଇ ଇରାନ କହିଛି ଇସ୍ରାଏଲ୍ ପକ୍ଷରୁ ଇରାନର ଡାମାସ୍କସ୍ ଦୂତାବାସ ଉପରେ ଯେଉଁ ଆକ୍ରମଣ କରାଯାଇଥିଲା ତାହାର…

ତରଳିବାରେ ଲାଗିଛିି ୩୦ ବର୍ଷ ଧରି ପଡି ରହିଥିବା ୯୨୦ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳକାୟ ବରଫଖଣ୍ଡ , ସାମ୍ନାକୁ ଆସିଲା ଉପଗ୍ରହ ଚିତ୍ର

ନୂଆଦିଲ୍ଲୀ: ବର୍ଷ ୧୯୮୬ରେ ଆଣ୍ଟାର୍କଟିକାରୁ ଖସିଥିବା ଏକ ବିଶାଳକାୟ ବରଫଖଣ୍ଡ ଏବେ ଆଗକୁ ବଢିବାରେ ଲାଗିଛି । ଗତ ୩୦ ବର୍ଷ ଧରି ଏହି ବରଫଖଣ୍ଡ ବେଡେଲ୍ ସାଗରରେ ଗୋଟିଏ ସ୍ଥାନରେ ସ୍ଥିର ଥିଲା । କିନ୍ତୁ ଏବେ ଏହା ନିଜ…

ଗୁଳିର ଶବ୍ଦରେ କମ୍ପିଲା ଆମେରିକା! ଚିକାଗୋରେ ୩ ଶିଶୁଙ୍କ ସମେତ ୭ ଜଣ ଆହତ, ଗୁଳିକାଣ୍ଡର Video ଭାଇରାଲ

ନୂଆଦିଲ୍ଲୀ: ଆମେରିକାର ଇଲିନୋଇସ୍ ରାଜ୍ୟର ଚିକାଗୋ ସହରରେ ପୁଣି ଥରେ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଛି । ବ୍ୟାକ୍ ଅଫ୍ ଦି ୟାର୍ଡ ନାମକ ଏକ ଅଞ୍ଚଳରେ ଘଟିଥିବା ଏହି ଗୁଳିରେ ପିଲାମାନଙ୍କ ସମେତ ଅନେକ ଲୋକ ଆହତ…

ଇସ୍ରାଏଲ ଉପରେ କାହିଁକି ଆକ୍ରମଣ କଲା ଇରାନ: ଏହା ପଛର କାରଣ କ’ଣ, ଜାଣନ୍ତୁ ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ଯୁଦ୍ଧର କଳା ବାଦଲ ଛାଇଯାଇଛି । ଗତକାଲି ରାତି ଅଧରେ ଇସ୍ରାଏଲ ଉପରେ ଇରାନ ୧୦୦ରୁ ଅଧିକ ମିସାଇଲ ଓ ଡ୍ରୋନ୍ ମାଡ଼ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ଡ୍ରୋନଗୁଡ଼ିକରେ…

(Video) ରାତି ଅଧରେ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ: ଜରୁରୀକାଳୀନ ବୈଠକ ଡକାଇଲା UNSC

ନୂଆଦିଲ୍ଲୀ: ଯେଉଁ ଆଶଙ୍କା କରାଯାଉଥିଲା ତାହା ଶେଷରେ ସତରେ ପରିଣତ ହୋଇଛି । ଇରାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା । ତେଣୁ…

ହୋର୍ମୁଜ୍ ଷ୍ଟ୍ରେଟ୍‌ରେ ଇସ୍ରାଏଲ ଜାହାଜକୁ ଜବତ କଲା ଇରାନ ସେନା; ଏଥିରେ ଅଛନ୍ତି ୨୫ଜଣ କ୍ରୁ ସଦସ୍ୟ

ନୂଆଦିଲ୍ଲୀ: ଇରାନର ହୋର୍ମୁଜ୍ ଷ୍ଟ୍ରେଟ୍ ରେ ଏକ କଣ୍ଟେନର ଜାହାଜକୁ ଇରାନ୍ ସେନା ଜବତ କରିଛି। ସିରିଆସ୍ଥିତ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଜବାବରେ ତେହେରାନର ଆକ୍ରମଣ ର ଭୟ ବଢ଼ୁଥିବା ବେଳେ ଇରାନ ପକ୍ଷରୁ ଏଭଳି…

ନାସା ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ: ଚନ୍ଦ୍ରରେ ଦେଖାଗଲା ଏକ ରହସ୍ୟମୟୀ ଯାନ, ହାଇ ସ୍ପିଡରେ ଚକ୍କର ଲଗାଉଥିବା ବେଳେ ରେକର୍ଡ ହେଲା

ନୂଆଦିଲ୍ଲୀ: ଆମର ବିଶ୍ୱ ବ୍ରହ୍ମାଣ୍ଡ ଓ ମହାକାଶକୁ ନେଇ ବୈଜ୍ଞାନିକମାନେ ଅନେକ ସମୟରେ ବହୁ ଅଜଣା ତଥ୍ୟ ଲୋକଲୋଚନକୁ ଆଣିଥାନ୍ତି । ତେବେ ଏହା ମଧ୍ୟରେ ଆମେରିକାର ମହାକାଶ ସଂସ୍ଥା (ନାସା)ର ବୈଜ୍ଞାନିକମାନେ ଏକ ଖୁଲାସା…

୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ : ଯୁଦ୍ଧ ଜାହାଜ ନିୟୋଜିତ କଲା ଆମେରିକା

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଉତ୍ତେଜନା ପୁଣି ଥରେ ଶିଖରରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଭୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ସରକାର ମଧ୍ୟ ଏହାର ପ୍ରସ୍ତୁତିରେ…

ସିଡନୀର ଏକ ମଲ୍‌ରେ ଅଚାନକ ଖେଳିଗଲା ଆତଙ୍କ, ଅଜଣା ବ୍ୟକ୍ତିଙ୍କ ଛୁରାମାଡରେ ଚାଲିଗଲା ୪ ଜୀବନ 

ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସହରରେ ଥିବା ଶପିଂ ମଲ୍‌ରେ ଗୁଳିକାଣ୍ଡ ଓ ଛୁରାମାଡ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ବହୁ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ରିପୋର୍ଟ ଅନୁସାରେ…