Browsing Category
ବିଦେଶ
(Video) ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ; ହନିଡ଼ା ଏୟାରପୋର୍ଟରୁ ଉଡ଼ାଣ ବେଳେ ଲାଗିଲା ନିଆଁ
ଓଡ଼ିଶା ଭାସ୍କର: ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ । ହନିଡ଼ା ଏୟାରପୋର୍ଟରୁ ଉଡ଼ାଣ ବେଳେ ଲାଗିଲା ନିଆଁ । ବିମାନରେ ୩୭୯ ଜଣ ପାସେଞ୍ଜର ଥିବା ସୂଚନା । ସମସ୍ତ ଯାତ୍ରୀଙ୍କ ସହ କ୍ରିଉ ମେମ୍ବର ସୁରକ୍ଷିତ…
ଏକ ବିରଳ ଘଟଣା: ଜଣେ ମହିଳା ଦୁଇଟି ଗର୍ଭାଶୟରେ ଗର୍ଭଧାରଣ କଲେ, ଦୁଇ ଶିଶୁଙ୍କୁ ଜନ୍ମଦେଲେ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ସହଜରେ କେହି ବିଶ୍ୱାସ କରନ୍ତି ନାହିଁ । ସାଧାରଣ ଭାବେ ଜଣେ ମହିଳା ଗୋଟିଏ ଗର୍ଭାଶୟରେ ୯ ମାସ ପର୍ଯ୍ୟନ୍ତ ଗୋଟିଏ ଶିଶୁକୁ ଧାରଣ କରିବା ପରେ…
୧୦୫ ବର୍ଷ ପୂର୍ବେ ଏଠାରେ ଜଳ ନୁହେଁ, ବରଂ ଗୁଡର ଆସିଥିଲା ଭୟଙ୍କର ‘ସୁନାମି’: ୨୧ ଜଣଙ୍କର ଚାଲିଯାଇଥିଲା ଜୀବନ
ନୂଆଦିଲ୍ଲୀ: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ ନାହିଁ ବରଂ ଏପରି କିପରି ଘଟିଲା ବୋଲି ଲୋକଙ୍କୁ ଭାବିବାକୁ ବାଧ୍ୟ କରିଥାଏ । ଆପଣ ସୁନାମି ବିଷୟରେ ତ ନିଶ୍ଚିତ ଶୁଣିଥିବେ,…
ଜାପାନ ପରେ ଏବେ ଭୂମିକମ୍ପରେ ଦୋହଲିଲା ମିଆଁମାର, ଜାଣନ୍ତୁ ତୀବ୍ରତା
ନୂଆଦିଲ୍ଲୀ: ଜାପାନ ପରେ ମିଆଁମାରରେ ଅନୁଭୂତ ହେଲା ଭୂକମ୍ପ। ରିକ୍ଟର ସ୍କେଲରେ ୪.୩ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାନୁଆରୀ ୨ ରେ ମିଆଁମାରରେ ୩:୧୫ ମିନିଟ ୫୩…
(Video) ଜାପାନରେ ଗୋଟିଏ ଦିନରେ ୧୫୫ ଟି ଭୂକମ୍ପ: ଏପର୍ଯ୍ୟନ୍ତ ୮ ଜଣ ମୃତ, ଦିଆଯାଇଛି ଏହି ଚେତାବନୀ
ଟୋକିଓ: ନୂଆ ବର୍ଷର ପ୍ରଥମ ଦିନ ସୋମବାରରେ ମଧ୍ୟ ଜାପାନରେ ଘଟିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ଅତି କମରେ୬ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଗୋଟିଏ ଦିନରେ ୧୫୫ ଟି ଭୂକମ୍ପ ଅନୁଭୂତ ହୋଇଥିଲା । ରିଲିଫ ଓ…
ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼, ବୁସାନ ସହର ଗସ୍ତ ବେଳେ ଆକ୍ରମଣ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି । ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ଼ ହୋଇଛି । ବିସାନ ସହର ଗସ୍ତ ବେଳେ ଆକ୍ରମଣ ହୋଇଥିବା ସୂଚନା…
ଦକ୍ଷିଣ କୋରିଆ ବିପକ୍ଷ ନେତାଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଗିରଫ
ଓଡ଼ିଶା ଭାସ୍କର: ଦକ୍ଷିଣ କୋରିଆର ବିପକ୍ଷ ନେତା ଲି ଜେ ମ୍ୟୁଙ୍ଗ୍(Lee Jae Myung) ଙ୍କ ଉପରେ ଆଜି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆଜି ଜେ ମ୍ୟୁଙ୍ଗ୍ ଦକ୍ଷିଣ Port city ବୁସାନ ଗସ୍ତରେ ଏକ ପ୍ରେସ କନଫେରେନ୍ସରେ…
ଜାପାନରେ ଭୂକମ୍ପ ଝଟକା, ୬ ମୃତ
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଜାପାନରେ ସୋମବାର ଦେଖାଦେଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନେକ ସଂଖ୍ୟାରେ କୋଠା ଭୁଷୁଡ଼ିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାର…
ଜାପାନ ସୁନାମୀକୁ ନେଇ ଜାରି ହେଲା ହେଲ୍ପଲାଇନ ନମ୍ବର, ଜାଣନ୍ତୁ ସେଠାରେ ସ୍ଥିତି କ’ଣ ରହିଛି
ନୂଆଦିଲ୍ଲୀ: ବର୍ଷର ପ୍ରଥମ ଦିନରେ ଜାପାନ ପ୍ରଳୟଙ୍କରୀ ଭୂମିକମ୍ପର ସମ୍ମୁଖୀନ ହୋଇଛି । ଯେଉଁଥିରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ବାରମ୍ବାର ଭୂମିକମ୍ପରେ ଦୋହଲିବା ପରେ ଜାପାନରେ…
ପୁଣିଥରେ ଭାରତକୁ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁର ଧମକ: ଏଥର ଟାର୍ଗେଟରେ…
ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଟାର୍ଗେଟ କରି ଭାରତର…