CHARIDHAM
Browsing Category

ବିଦେଶ

ବୁର୍କିନା ଫାସୋର କ୍ୟାଥୋଲିକ ଚର୍ଚ୍ଚ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ୧୫ ମୃତ, ୨ ଆହତ

ନୂଆଦିଲ୍ଲୀ: ଉତ୍ତର ବୁର୍କିନା ଫାସୋରେ ରବିବାରର ପ୍ରାର୍ଥନା ସଭା ସମୟରେ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି । ଏଥିରେ ଅତି କମରେ ୧୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ…

ଅଗଷ୍ଟରେ ବନ୍ଦ ହୋଇଯିବ Gmail? ଜାଣନ୍ତୁ, କ’ଣ କହିଲା କମ୍ପାନୀ କତୃପକ୍ଷ

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗଲର ଲୋକପ୍ରିୟ ଇମେଲ୍ ସେବା ଜିମେଲ୍ (Gmail) ବନ୍ଦ ହୋଇଯିବ। ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନେକ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ଚର୍ଚ୍ଚାକୁ ନେଇ ବର୍ତ୍ତମାନ କମ୍ପାନୀ କତୃପକ୍ଷ…

ମହାକାଶରେ ମେଡିସିନ୍ ତିଆରି କରି ଫେରିଲା ମହାକାଶ ଯାନ, ଏହି ରୋଗ ପାଇଁ କାମରେ ଆସିବ

ନୂଆଦିଲ୍ଲୀ: ମହାକାଶରେ ସଫଳତାର ସହ ତିଆରି ହେଲା ମେଡିସିନ୍ । ଆମେରିକାର ଏକ କମ୍ପାନୀ ମହାକାଶକୁ ଏକ କ୍ୟାପସୁଲ୍ ପଠାଇଛନ୍ତି ଯେଉଁଥିରେ ଏକ ମେଡିସିନର କ୍ରିଷ୍ଟାଲକୁ ପୃଥିବୀର କକ୍ଷରେ ପ୍ରସ୍ତୁତ କରାଯାଇଛି । ଏଥିରେ…

ଲୋକଙ୍କ ଚିନ୍ତା ବଢାଇଛି ନୋରୋଭାଇରସ୍‌, ଜାଣନ୍ତୁ ଏହା କେତେ ଭୟାନକ ଓ କ’ଣ ଏହାର ଲକ୍ଷଣ

ନୂଆଦିଲ୍ଲୀ:ଚୀନ୍‌ରୁ ପୁରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ପରେ ଏବେ ଏକ ନୂଆ ଭାଇରସ୍ ଲୋକଙ୍କୁ ପୁଣି ଚିନ୍ତାରେ ପକାଇ ଦେଇଛି । ଏହି ଭାଇରସ୍‌ର ନାମ ନୋରୋ ଭାଇରସ୍ । ସାଧାରଣ ଭାଷାରେ ଏହାକୁ ୱିଣ୍ଟର ଭୋମିଟିଂ…

ପାକିସ୍ତାନରେ ବଦଳିଲା ୭୮ ବର୍ଷର ଇତିହାସ: ପ୍ରଥମ ଥର ପାଇଁ ଜଣେ ଅଣମୁସଲିମ ହେବେ ଉପବାଚସ୍ପତି

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନରେ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ନୂଆ ସରକାର ଗଠନଇ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ଏହା ମଧ୍ୟରେ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶରେ…

ପାକିସ୍ତାନ ଉପରେ ଇରାନର ଆକ୍ରମଣ, ଆତଙ୍କୀ ସଂଗଠନର ଶୀର୍ଷ କମାଣ୍ଡର ନିହତ

ଇସଲାମାବାଦ: ପଡ଼ୋଶୀ ଦେଶ ପାକିସ୍ତାନ ସୀମାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଥିର ଇରାନ୍ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ଆକ୍ରମଣ କରିଛି । ଏୟାର ଷ୍ଟ୍ରାଇକ୍ ପରେ ଏବେ ଇରାନ ପାକିସ୍ତାନ ସୀମାରେ ପ୍ରବେଶ କରି…

ଖୁବ ଶୀଘ୍ର Xmail ଲଞ୍ଚ୍ କରିବେ ଏଲନ୍ ମସ୍କ, Gmailକୁ ଦେବ ଟକ୍କର

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଏକ ନୂଆ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ChatGPTର ଭର୍ସନ ଜାରି କରିବା ପରେ ‘ଏକ୍ସ ମେଲ୍‌’ ଲଞ୍ଚ୍ କରିବା ନେଇ ସୂଚନା ଦେଇଛନ୍ତି…

ଅମ୍ବାନୀଙ୍କ ପୁଅ Pre-wedding ଉତ୍ସବ, ଯୋଗ ଦେବେ ବିଲ୍ ଗେଟ୍ସ ଏବଂ ମାର୍କ ଜୁକରବର୍ଗ!

ଓଡ଼ିଶା ଭାସ୍କର: ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି। ଏଣୁ ଏହାକୁ ନେଇ ରାଜକୀୟ ଢଙ୍ଗରେ ଏକ ପ୍ରି-ୱେଡିଂ ଉତ୍ସବ ଆୟୋଜନ…

ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କଲା ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’

ୱାଶିଂଟନ: ପୁଣିଥରେ ଚନ୍ଦ୍ରପୃଷ୍ଠରେ ପାଦ ରଖିଲା ଆମେରିକା । କାରଣ ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଦୀର୍ଘ ପ୍ରାୟ ୫୦ ବର୍ଷ ପରେ ରୋବୋଟିକ…

ଖବର ପ୍ରକାଶ କରିବା ବନ୍ଦ କରିଲା ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଭାଇସ୍ ମିଡିଆ’; ଶତାଧିକ ସାମ୍ୱାଦିକଙ୍କୁ ଛଟେଇ

ନୂଆଦିଲ୍ଲୀ: ଶତାଧିକ ଲୋକଙ୍କୁ ଛଟେଇ କରିବାକୁ ଯାଉଛି ଭାଇସ୍ ମିଡିଆ । ଏପରିକି ତାର ୱେବସାଇଟ Vice.comରେ ଖବର ପ୍ରକାଶ କରିବା ବନ୍ଦ କରିଦେଇଛି । କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରୁସ୍ ଡିକ୍ସନ୍ ଏକ ମେମୋ…