CHARIDHAM
Browsing Category

ବିଦେଶ

IND vs ENG: ‘ଭାରତର ଫିଲ୍ଡିଂ ଦୁର୍ବଳ…’ ଟିମ୍ ଇଣ୍ଡିଆର ଦୁର୍ବଳତା ବଖାଣିଲେ ଇଂଲଣ୍ଡର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ)ରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡଠାରୁ ୨୮ ରନ୍ ରେ ପରାସ୍ତ ହୋଇଥିଲା। ଏହା ସହ ଆୟୋଜକ ଦଳ ୫ ମ୍ୟାଚ୍…

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ…

ଦିବ୍ୟାଙ୍ଗଙ୍କ ଲାଗି ବଡ ଖୁସି ଖବର, ମସ୍କଙ୍କ କମ୍ପାନୀ ପ୍ରସ୍ତୁତ ଚିପ୍ ଦେଇପାରିବ ସ୍ୱଭାବିକ ଜୀବନ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ ବଡ ସଫଳତା ହାସଲ କରିଛି । ମଣିଷର ମସ୍ତିଷ୍କରେ ଏଲନ ମସ୍କ ସଫଳତାପୂର୍ବକ ଚିପ୍ ସଂଯୋଗ କରିଛନ୍ତି । ଏହାର ଫାଇଦା ମଧ୍ୟ ମିଳିବାର ଦେଖାଯାଇଛି । ବିଶେଷକରି ଦିବ୍ୟାଙ୍ଗଙ୍କୁ ଏହାର…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ୧୦ ବର୍ଷ ଜେଲ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଝଟକା । ଇମରାନ ଖାନ ଏବଂ ତାଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶିଙ୍କୁ Cipher caseରେ ୧୦ ବର୍ଷର ଜେଲ ଦଣ୍ଡାଦେଶ…

ମହାଭିଯୋଗ ପ୍ରସ୍ତାବର ସାମ୍ନା କରିପାରନ୍ତି ମୁଇଜ୍ଜୁ, ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ବିରୋଧିଙ୍କ ପ୍ରସ୍ତୁତି ଆରମ୍ଭ

ମାଲେ: ଭାରତ ବିରୋଧି ଅପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ମୁଇଜ୍ଜୁଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ତାଙ୍କ ବିରୋଧରେ…

ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରେ ମଣିଷର DNA: ତଳେ ପଡ଼ିଥିବା କେଶ, ଚର୍ମ, ଛେପରୁ ଅନେକ ଡାଟା ମିଳିପାରିବ, ବ୍ଲାକ୍ ମାର୍କେଟରେ ବିକ୍ରି…

ନୂଆଦିଲ୍ଲୀ: ଡିଅକ୍ସି ରିବୋନ୍ୟୁକ୍ଲିକ ଏସିଡ (ଡିଏନଏ) ହେଉଛି ମଣିଷର ଶରୀରର ସେଲ ଭିତରେ ଥିବା ଏକ ଅଣୁ ଯାହାକି ଆମର ଜେନେଟିକ ସୂଚନା ଧାରଣ କରିଥାଏ । ଏଥିସହିତ ଏହା ଆମର ବିକାଶ ଓ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିଥାଏ ।…

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ 'ଏମ୍ଡିପି' ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର…

ସୁଡ଼ାନ-ଦକ୍ଷିଣ ସୁଡ଼ାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫୨ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ସୁଡ଼ାନ ଓ ଦକ୍ଷିଣ ସୁଡ଼ାନ ସୀମାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷରେ ଦୁଇ ଜଣ ସୁପକ୍ଷାକର୍ମୀଙ୍କ ସମେତ ୫୨ ଜଣ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛି ଜାତିସଂଘ । ଏହି ସଂଘର୍ଷରେ…

ଆମେରିକୀୟ ସେନାକୁ ଟାର୍ଗେଟ, ୩ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏଥିପାଇଁ ଇରାନକୁ ଦାୟି…

IRCTC ଲଞ୍ଚ କଲା ୫ ଦିନିଆ ଦୁବାଇ ଟୁର୍ ପ୍ୟାକେଜ୍, ଜାଣନ୍ତୁ ଖର୍ଚ୍ଚ ଏବଂ ବୁକିଂ ଡିଟେଲ୍ସ

ଓଡ଼ିଶା ଭାସ୍କର: ନୂଆବର୍ଷ ପାଇଁ ପର୍ଯ୍ୟଟନ ସ୍ଥଳୀ ବେଶ ଚଳଚଞ୍ଚଳ ରହିଥାଏ । ପିକନିକ୍, ହନିମୁନ୍, ଫ୍ୟାମିଲି ଟୁର୍ ଇତ୍ୟାଦି ପାଇଁ ଲୋକମାନେ ମାସକ ପୂର୍ବରୁ ଟ୍ରେନ୍ କିମ୍ବା ଫ୍ଲାଇଟ୍ ଟିକେଟ ବୁକିଂ କରିଥାନ୍ତି ।…