fbpx
BJD SKY
BJD SKY
Browsing Category

ବିଦେଶ

(Video) ଦ୍ୱନ୍ଦ୍ୱ ବଢ଼ାଇଲା ନୂଆ ଟେକ୍ନୋଲୋଜି: କର୍ମଚାରୀ ଯେତେ ଥର ଶିଟରୁ ଉଠିବେ, ଦରମାରୁ କଟିଯିବ ସେତିକି ଅର୍ଥ?

ନୂଆଦିଲ୍ଲୀ: ସାଧାରଣ ଭାବେ କିପରି ନିଜର ବେତନ ବଢ଼ିବ ସେନେଇ ସମସ୍ତ କର୍ମଚାରୀମାନେ ସର୍ବଦା ଚିନ୍ତିତ ରହିଥାନ୍ତି । ଠିକ୍ ସେହିପରି ବିଭିନ୍ନ ସଂସ୍ଥାର ମାଲିକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।…

ରାହୁଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ପାକିସ୍ତାନୀ ନେତା, କହିଲେ ରାହୁଲ ହିଁ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ

ନୂଆଦିଲ୍ଲୀ:ପାକିସ୍ତାନରେ ଇମରାନ୍ ଖାନ୍ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଚୌଧରୀ ଫବାଦ ହୁସେନ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି । ସେ ରାହୁଲଙ୍କ ତୁଳନା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହେଲେ ୩ସନ୍ଦିଗ୍ଧ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଶୁକ୍ରବାର ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି କାନାଡା ପୋଲିସ। ଗିରଫ ୩ ସନ୍ଦିଗ୍ଧଙ୍କୁ ଭାରତୀୟ ନାଗରିକ ବୋଲି କହିଛି କାନାଡା। ସେମାନେ ହେଲେ କରଣ…

(Video) ସୂର୍ଯ୍ୟ ପୃଷ୍ଠର ଅଦ୍ଭୂତ ଦୃଶ୍ୟ! ୧୦ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭୀଷଣ ଧମାକା, ESA ଜାରି କଲା ଭିଡିଓ

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓ ଜାରି କରିଛି । ଉକ୍ତ ଭିଡିଓରୁ ଆମର ତାରାମାନଙ୍କର ଗତିବିଧି ଓ ସରଞ୍ଚନା ବିଷୟରେ ଅନେକ ଗୁଢ଼…

ନେପାଳରେ ଛପାଯିବ ନୂଆ ୧୦୦ ଟଙ୍କିଆ ନୋଟ୍; ମାନଚିତ୍ରରେ ସାମିଲ କରିବ ଲିପୁଲେଖ, ଲିମ୍ପିଆଧୁରା ଓ କଳାପାଣି

କାଠମାଣ୍ଡୁ: ଶୁକ୍ରବାର କ୍ୟାବିନେଟ୍ ବୈଠକରେ ୧୦୦ ଟଙ୍କିଆ ନୋଟ୍ ରେ ନେପାଳର ଏକ ନୂଆ ରାଜନୈତିକ ମାନଚିତ୍ର ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ନେପାଳ ଶୁକ୍ରବାର ଭାରତର ପ୍ରସିଦ୍ଧ ଅଞ୍ଚଳ ଲିପୁଲେଖ, ଲିମ୍ପିଆଧୁରା…

ବ୍ରାଜିଲରେ ଭୟଙ୍କର ବିପର୍ଯ୍ୟୟ; ପ୍ରବଳ ବର୍ଷା ଯୋଗୁଁ ୩୭ମୃତ, ୭୪ନିଖୋଜ…ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ବେଳେ ୭୪ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ ଏହାକୁ ଇତିହାସର…

ପର୍ତ୍ତୁଗୀଜ୍ ଫ୍ଲାଗ୍ ଥିବା କାର୍ଗୋ ଜାହାଜର କ୍ରୁମାନଙ୍କୁ ମୁକ୍ତ କଲା ଇରାନ: ୧୬ ଜଣ ଭାରତୀୟ ମଧ୍ୟ ହେଲେ ମୁକ୍ତ

ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫ୍ଲାଗ୍ ଥିବା କାର୍ଗୋ ଜାହାଜ ଏମଏସସି ଏରିଜର ସମସ୍ତ କ୍ରୁମାନଙ୍କୁୁ ମୁକ୍ତ କରିଛି ଇରାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନ ଶୁକ୍ରବାର ଦିନ…

ପାକିସ୍ତାନରେ ସିନ୍ଧୁ ନଦୀରେ ଖସି ପଡ଼ିଥିଲା ବସ୍; ୨୦ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ପାହାଡ଼ିଆ ଟ୍ରାକ୍ ରୁ ଖସି ଗଭୀର ଖାଲକୁ ଖସି ପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…

ହୃଦୟ ବିଦାରକ…ପରଲୋକରେ ୨୦ ବର୍ଷୀୟ ପ୍ରତିଭାଶାଳୀ କ୍ରିକେଟର: ମେ ୧ ତାରିଖରେ ନେଇଥିଲେ ୩ଟି ୱିକେଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ୨୦ ବର୍ଷୀୟ ଯୁବ କ୍ରିକେଟରଙ୍କର ପରଲୋକ ଘଟିଛି । ଯେଉଁ ବୟସରେ ଜଣେ…

ଆଲମିରା ଭାବି ଯାହାକୁ ଖୋଲିଥିଲେ ତାହା ଥିଲା ଏକ ଭୟାନକ କାଳକୋଠରୀ, ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ସହ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ବହୁ ସମୟରେ ବର୍ଷ ବର୍ଷ ତଳର ପୁରୁଣା କୋଠା ବା ଘରୁ ଏପରି ଜିନିଷ ମିଳିଥାଏ ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । ବହୁ ସମୟରେ ଏହା କୌଣସି ଐତିହାସିକ ଜିନିଷ ହୋଇଥାଏ ତ ଆଉ ଅନେକ ସମୟରେ ଏହା କିଛି ଭୟାନକ…