fbpx
Browsing Category

ବିଦେଶ

ତାଇୱାନରେ ୮୦ ରୁ ଅଧିକ ଥର ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ସୋମବାର ଅପରାହ୍ନ ୫ ଟାରୁ ୧୨ଟା ମଧ୍ୟରେ ତାଇୱାନର ପୂର୍ବ ଉପକୂଳରେ ୮୦ ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି। ଏଥିମଧ୍ୟରୁ ସର୍ବାଧିକ ତୀବ୍ରତା ୬.୩ ଏବଂ ୬ ରେ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁଯାୟୀ, ରାତି…

ଇସ୍ରାଏଲ ଆକ୍ରମଣରେ ଚାଲିଗଲେ ୮ମାସର ଗର୍ଭବତୀ , ମୃତ୍ୟୁ ପରେ ସୁରକ୍ଷିତ ଜନ୍ମନେଲା ଶିଶୁ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ ପୁଣି ଏହାର ଆକ୍ରମଣକୁ ଜୋରଦାର କରିଦେଇଛି । ରବିବାର ଏହି ଆକ୍ରମଣରେ ଗୋଟିଏ ରାତିରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଜଣଙ୍କ ଜନ୍ମ ହୋଇଛି । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା…

(Video) ଶ୍ରୀଲଙ୍କାରେ ବଡ଼ ଦୁର୍ଘଟଣା: କାର ରେସିଂ ଇଭେଣ୍ଟ ସମୟରେ ଟ୍ରାକରୁ ଖସିଲା କାର୍: ୭ ମୃତ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏକ କାର୍ ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଏଠାରେ ସେଣ୍ଟ୍ରାଲ୍ ହିଲ୍ସରେ କାର୍ ରେସ୍ ସମୟରେ ଏକ କାର୍ ଟ୍ରାକରୁ ଖସିଥିଲା । ଏହି କାରଣରୁ ଅତି କମରେ ୭ ଜଣଙ୍କର ମୃତ୍ୟୁ…

ମାଲଦ୍ୱୀପ ସଂସଦୀୟ ନିର୍ବାଚନ: ବହୁମତ ହାସଲ କଲା ଭାରତ ବିରୋଧୀ ମୁଇଜୁଙ୍କ ପାର୍ଟୀ

ରବିବାର ମାଲଦ୍ୱୀପରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନେତୃତ୍ୱରେ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ୬୦ ରୁ ଅଧିକ ଆସନ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି । ମିଡିଆ ରିପୋର୍ଟରେ ଏହି ସୂଚନା…

(Video) ଖେଳରେ ଖେଳରେ ଅଘଟଣ: ମାର୍ଗଲା ରେସିଂ କାର୍, ୭ ମୃତ-୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଦୁଃଖଦପୂର୍ଣ୍ଣ ଘଟଣା ସମ୍ପର୍କରେ ଖବର ମିଳିଛି । କାର୍ ରେସିଂହ ଗେମ୍ ପାଲଟିଛି ମୃତ୍ୟୁର ସୌଦାଗର । ରେସିଂ କାର୍ ମାଡ଼ିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରୀଲଙ୍କାର କଲମ୍ବୋରେ…

ଶ୍ରୀଲଙ୍କା: ରେସିଂ ସମୟରେ ବଡ଼ ଦୁର୍ଘଟଣା, ୭ ଜଣଙ୍କ ମୃତ୍ୟୁ ଓ ୨୩ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ଆସିଛି ଏକ ବଡ଼ ଖବର । ଏକ ରେସିଂ ଇଭେଣ୍ଟରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨୩ ଜଣ ଆହତ ହୋଇଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ସ୍ଥାନୀୟ…

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆଶଙ୍କାରେ ଭାରତ, ଇରାନର ଏହି ଗୋଟିଏ ପଦକ୍ଷେପ ସୃଷ୍ଟି କରିପାରେ ବଡ ସମସ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଶାନ୍ତ ହେବାର ନାଁ ଧରୁନାହିଁ । କେବଳ ମଧ୍ୟପ୍ରାଚ୍ୟ ନୁହେଁ ପୁରା ବିଶ୍ୱର ଦୃଷ୍ଟି ଏବେ ଏହି ଦୁଇ ଶକ୍ତିଶାଳୀ ଦେଶ ଉପରେ ରହିଛି । ବିଶ୍ୱ ସାମ୍ନାରେ ଏକ…

TikTokକୁ ଲାଗିବ ଆଉ ଏକ ଝଟକା! ବ୍ୟାନ୍ କରିବାକୁ ସଂସଦରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘ଟିକଟକ’ ଆପକୁ ଲାଗିବାକୁ ଯାଉଛି ଆଉ ଏକ ଶକ୍ତ ଝଟକା । ଖୁବଶୀଘ୍ର ଆଉ ଏକ ଦେଶ ଏହି ଆପ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ବଡ଼ ନିଷ୍ପତ୍ତି ନେଇପାରେ…

ଇସ୍ରାଏଲ ବିରୁଦ୍ଧରେ ଆମେରିକା ନେବ ବଡ କାର୍ଯ୍ୟାନୁଷ୍ଠାନ , ରାଗରେ ଜଳୁଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ

ତେଲଆଭିଭ୍‌: ଇସ୍ରାଏଲ୍ ସେନା ପାଲେଷ୍ଟାଇନ୍ ୱେଷ୍ଟବ୍ୟାଙ୍କରେ ମାନବାଧିକାର ଉଲଙ୍ଘନ କରିଥିବା ନେଇ ଗମ୍ଭୀର ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ଏପରି ଖବର ଆସିଛି କି ଆମେରିକା ସେଠାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍…

ଶରଣାର୍ଥୀ କ୍ୟାମ୍ପ ଉପରେ ଲଗାତାର ଆକ୍ରମଣ: ୧୪ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଇସ୍ରାଏଲକୁ ନେଇ ଚିନ୍ତିତ ରହିଛି । ଗୋଟିଏ ପଟେ ହମାସ ସହ ଯୁଦ୍ଧ ଲାଗି ରହିଥିବା ବେଳେ ଇରାନ ବିପକ୍ଷରେ ମଧ୍ୟ ତିକ୍ତତା ଆରମ୍ଭ ହୋଇଛି । ଏହାମଧ୍ୟରେ ଆଜି ହମାସର ଶରଣାର୍ଥୀ କ୍ୟାମ୍ପରେ…