Browsing Category

ବିଦେଶ

ଆମେରିକୀୟ ରିସର୍ଚ୍ଚରୁ ବଡ଼ ଖୁଲାସା: ଆଗକୁ ଭାରତରେ ଭୂତଳ ଜଳର ଅଭାବ ୩ ଗୁଣ ବୃଦ୍ଧି ପାଇବ, ଆଶଙ୍କା ଘେରରେ ୪୫ କୋଟି ଲୋକଙ୍କ ଜୀବିକା

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁରେ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଗୋଟିଏ ପଟେ ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ତା’ ଆଗରେ ଅନେକ ଭୟଙ୍କର ବିପଦ ସୃଷ୍ଟି ହେଉଛି । ତେବେ ଏହା…

ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ଜିତିଲେ ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ, ମିଳିଲା ୭୦% ଭୋଟ୍

ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ବିଜୟୀ ହୋଇଛନ୍ତି। ରଏଟର୍ସ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର (ସେପ୍ଟେମ୍ବର ୧) ଘୋଷଣା କରିଛି ଯେ…

ଏୟାର ଇଣ୍ଡିଆ-ଭିସ୍ତାରା ମିଶ୍ରଣ: CCI ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ ଏୟାର ଇଣ୍ଡିଆ- ଭିସ୍ତାରାର ମିଶ୍ରଣକୁ ଅନୁମୋଦନ ମିଳିଛି । ସିଙ୍ଗାପୁର ଏୟାରଲାଇନ୍ସ ଓ ଟାଟା ସନ୍ସର ମିଳିତ ମାଲିକାନାରେ ଥିବା ଭିସ୍ତାରା ସହ ଏୟାର ଇଣ୍ଡିଆର ମିଶ୍ରଣ ହେବ ।…

କ୍ରିକେଟ ଇତିହାସରେ ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କ ଏଣ୍ଟ୍ରୀ, ମହିଳା ଟିମ୍ ରେ ଦେଖାଇବେ ଜଲୱା

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଏଣିକି କ୍ରିକେଟରେ ସାମିଲ ହେବେ ଟ୍ରାନ୍ସଜେଣ୍ଡର । କାନାଡା ପ୍ରଥମେ ଏପରି ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଡାନିଏଲ୍ ମ୍ୟାକଗାହେ ହେଉଛନ୍ତି…

୩୦୦ ଟଙ୍କା ପାର୍ କଲା ପେଟ୍ରୋଲ-ଡିଜେଲ ଦର: ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ

ନୂଆଦିଲ୍ଲୀ: ସାରା ଦେଶର ଗ୍ରାହକଙ୍କୁ ଏବେ ଘାରିଛି ମହଙ୍ଗା ମାଡ଼ର ଚିନ୍ତା । ବିଭିନ୍ନ ଜିନିଷ ଉପରେ ଦରଦାମ୍ ବୃଦ୍ଧି ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାମଧ୍ୟରେ ପୁଣିଥରେ…

ମଦ ନ ପିଇଲେ ହେବେନି ବଳାତ୍କାରର ଶିକାର, ବଳାତ୍କାରୀଙ୍କୁ ଶୃଗାଳ କହିବା ସହ ମହିଳାଙ୍କୁ ଏପରି କିଛି ପରାମର୍ଶ ଦେଲେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ:ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀଙ୍କ ସାଥୀ ତଥା ପାର୍ଟନର ଦେଶରେ ବଳାତ୍କାର ମାମଲା ହ୍ରାସ ଲାଗି ମହିଳାଙ୍କୁ ଅଜବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମହିଳାମାନେ ଅଧିକ ମଦ ନ ପିଇ ନିଜକୁ…

(Video) ପାଞ୍ଚ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୭୩ ଜଣଙ୍କ ମୃତ୍ୟୁ, ୫୨ ଆହତ

ନୂଆଦିଲ୍ଲୀ: କଥାରେ ଅଛି ନିଆଁ ଲାଗିବା ଠାରୁ ବଡ଼ ବିପଦ ନାହିଁ । ଅନେକ ସମୟରେ ନିଆଁ ଏତେ ତୀବ୍ର ରୂପ ଧାରଣ କରେ ଯେ ତାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥାଏ । ଫଳରେ ବିଳମ୍ବରେ ନିଆଁକୁ ଆୟତ୍ତ କରିବା ବେଳକୁ…

ପୁଟିନଙ୍କ ପରେ ବଡ଼ ନିଷ୍ପତି ନେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନଆସି ପାରନ୍ତି ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତର ନେତୃତ୍ୱରେ ହେବାକୁ ଥିବା ଜି-୨୦ ନେତା ମାନଙ୍କ ସମ୍ମିଳନୀରେ ଯୋଗ ନଦେଇ ପାରନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ଏନେଇ ବିଶ୍ୱସ୍ତ ସୁତ୍ରରୁ ରିପୋର୍ଟ ମିଳିଛି । ଚୀନ୍‌ରେ…

ଦୁନିଆର ସବୁଠୁ ଦାମୀ ବଟର! ଏହାର ଗୋଟିଏ ଖଣ୍ଡ ୨୭ ଲକ୍ଷରେ ହେଲା ବିକ୍ରି!

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ ବଟର ସ୍ପେନରେ ବିକ୍ରି ହୁଏ। ଏହାକୁ ତିଆରି କରିବାର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବଟରର ଏକ ଖଣ୍ଡ ୨୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।…

୫,୦୦୦ ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୋଇଥିବାର ଦେଖିଛନ୍ତି ଡାକ୍ତର, ବହୁ ସତ ଘଟଣାର ବିଶ୍ଳେଷଣ ପରେ ଦାବୀ କଲେ ସ୍ୱର୍ଗ ଓ ନର୍କ ରହିଛି

ନୂଆଦିଲ୍ଲୀ: ଆପଣ ପ୍ରାୟ ସମୟରେ ଶୁଣିଥିବେ ବିଜ୍ଞାନକୁ ବିଶ୍ୱାସ କରୁଥିବା ଲୋକେ ଈଶ୍ୱର, ଜନ୍ମମୃତ୍ୟୁ, ସ୍ୱର୍ଗ ନର୍କ ପରି ଦର୍ଶନଶାସ୍ତ୍ରରେ ବିଶ୍ୱାସ କରି ନ ଥାନ୍ତି । କିନ୍ତୁ ଏବେ ଜଣେ ଡାକ୍ତର ଏହିସବୁ କଥାକୁ ସତ୍ୟ…