Browsing Category

ବିଦେଶ

ଇଟାଲୀରେ ବଡ ଦୁର୍ଘଟଣା ; ସମୁଦ୍ରରେ ଡଙ୍ଗା ବୁଡି ୩୦ ଜଣଙ୍କ ମୃତ୍ୟୁ, ୪୦ ଜଣ ଜୀବନ୍ତ ଉଦ୍ଧାର

ନୂଆଦିଲ୍ଲୀ : ଇଟାଲୀର ଦକ୍ଷିଣ ଉପକୂଳରେ ଏକ ଡଙ୍ଗା ବୁଡ଼ିଯାଇ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। କୋଷ୍ଟଗାର୍ଡ ଦ୍ୱାରା ପୁନରୁଦ୍ଧାର କାର‌୍ୟ୍ୟ ଜାରି ରହିଛି। କୁହାଯାଉଛି ଯେ ସମୁଦ୍ର ମଧ୍ୟରେ ଏକ ପଥର ସହିତ ଡଙ୍ଗା…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଆଙ୍କରଙ୍କୁ ଗୁଳିମାଡ, ମରଣ ମୁହଁରୁ ବଞ୍ଚିଗଲେ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ନ୍ୟୁଜ୍ ଆଙ୍କର୍ ମାର୍ଭିଆ ମଲିକ୍ ଙ୍କ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ତାଙ୍କ ବାସଭବନ ବାହାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଏହି ଘଟଣା…

ଆଜି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ: ୬ଥର ଚମ୍ପିଆନ ହେବ କି ଅଷ୍ଟ୍ରେଲିଆ?

ନୂଆଦିଲ୍ଲୀ: ମହିଳା ଟି -୨୦ ବିଶ୍ୱକପର ଫାଇନାଲରେ ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ, ଯାହା ଭାରତୀୟ ସମୟ ସନ୍ଧ୍ୟା ୬:୩୦ ରେ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇଛନ୍ତି।…

Balakot Airstrike Anniversary:ମାତ୍ର ୨୧ ମିନିଟରେ ‘ଅପରେସନ୍ ବନ୍ଦର’ ମାଧ୍ୟମରେ ପାକିସ୍ତାନକୁ ଚକିତ କରି ଦେଇଥିଲା ଭାରତ

ନୂଆଦିଲ୍ଲୀ: ଆଜି ହେଉଛି ଫେବୃଆରୀ ୨୬, ତେବେ ଏହା କେବଳ ସାଧାରଣ ତାରିଖ ନୁହେଁ। ଏହି ତାରିଖକୁ ଦେଶପ୍ରେମୀ ମାନେ ସବୁଦିନ ପାଇଁ ମନେ ରଖିଛନ୍ତି । ଏହିଦିନବାଲାକୋଟ ଏୟାରଷ୍ଟ୍ରାଇକ୍ ହେଇଥିଲା । ଆଉ ଆଜି ବାଲାକୋଟ…

Meta ଲଞ୍ଚ କଲା ନୂଆ AI ଭାଷା ମଡେଲ ‘LLaMA’: ଗୁଗଲ-ମାଇକ୍ରୋସଫ୍ଟକୁ ଦେବ ଟକ୍କର

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଅବିଶ୍ୱସନୀୟ ଭାବେ ଆଗକୁ ବଢ଼ିବାରେ ଲାଗିଛି । ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ‘ଚାଟଜିପିଟି’କୁ ନେଇ ବିଶ୍ୱର ବଡ଼…

ସେଣ୍ଟ୍ରାଲ ତୁର୍କୀରେ ୫.୫ ତୀବ୍ରତାର ଭୂକମ୍ପ: ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର କମ୍ପନ- ରିପୋର୍ଟ

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ତୁର୍କୀରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ବାସଗୃହ ଭୁଶୁଡ଼ି ମାଟିରେ ମିଶି ଯାଇଛି । ତେବେ…

ପୁଟିନ ଆଉ କେବଳ ଗୋଟିଏ ବର୍ଷର ଅତିଥି ! ଋଷର ପୂର୍ବତନ ରାଜନେତାଙ୍କ ଭବିଷ୍ୟବାଣୀ – ଆଗାମୀ ଜନ୍ମଦିନ ଦେଖି ପାରିବେ ନାହିଁ

ମସ୍କୋ : ଋଷର ଜଣେ ପୂର୍ବତନ ରାଜନେତା ଭବିଷ୍ୟବାଣୀ କରିଛନ୍ତି ଯେ ଋଷ ରାଷ୍ଟ୍ରପତିଙ୍କ ଅନ୍ତିମ ଦିନ ପାଖେଇ ଆସୁଛି । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର ପୂର୍ବତନ ଡେପୁଟି ଇଲିୟା ପୋନୋମେରେଭ…

ହେ ଭଗବାନ ଆମେ କୁଆଡ଼େ ଯିବୁ: ପୁଣି ଛଟେଇ, ପୁଣି ଏକ ବଡ଼ କମ୍ପାନୀରୁ ବିଦାହେବେ ୮୫୦୦ କମର୍ଚାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛଟେଇ ସିଜିନ୍ ଚାଲିଛି । ସାରା ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅନ୍ୟ କାରଣରୁ ବିଶ୍ୱର ଟପ୍ କମ୍ପାନୀମାନେ ସେମାନଙ୍କର ଷ୍ଟାଫ୍ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି ।…

(video) ଭିଡିଓ ଗେମ୍ ଛଡ଼ାଇ ନେବାରୁ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟିଲା ଛାତ୍ର; ମେଡିକାଲରେ ଶିକ୍ଷୟିତ୍ରୀ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ସମୟ ବଦଳିଛି ଏବଂ ସମୟ ସାଙ୍ଗରେ ବହୁଛ କିଛି ବଦଳିଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାଡରେ ପିଲାମାନଙ୍କ ପିଠିରୁ ଛାଲ ଉତୁରି ଯାଉଥିଲା । ଏବେ କିନ୍ତୁ ଓଲଟା । ଛାତ୍ରଛାତ୍ରୀଙ୍କ ମାଡରେ ଶିକ୍ଷକ…

ରୁଷ-ୟୁକ୍ରେନ ଯୁଦ୍ଧ: ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ସାମ୍ବାଦିକ ସମିଳନୀରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ନିଜ ମତକୁ ଦୋହରାଇଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଶାନ୍ତି…