Browsing Category

ବିଦେଶ

ପୂରା ବ୍ୟାକଂକକୁ ଦିଶୁଛି ନିର୍ମାଣ ହୋଇଥିବା ୨୩୦ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମନ୍ଦିର

ବ୍ୟାକଂକ: ଥାଇ ମନ୍ଦିର ତିଆରି କରିଛି ୨୦ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି । ଯାହାର ଉଚ୍ଚତା ୨୩୦ ଫୁଟ ହୋଇଥିବା ଜଣାପଡିଛି । ଯାହାକି ସମଗ୍ର ବ୍ୟାକଂକକୁ ଦୃଶ୍ୟମାନ ହେଉଛି ।…

ସବୁଠୁ ଖୁସିର ଦେଶକୁ ଘାରିଛି ଏକ ଚିନ୍ତା; କଣ ଜାଣନ୍ତୁ…

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଖୁସିର ଦେଶ ଫିନଲ୍ୟାଣ୍ଡ । ଏହାର ସର୍ବୋତ୍ତମ ଜୀବନଶୈଳୀ, ସୁବିଧା ଓ ପ୍ରଣାଳୀ ପାଇଁ ବେଶ ଜଣାଶୁଣା । କୁହାଯାଏ ଯେ ଏହି ଦେଶରେ କେହି ନାହାନ୍ତି ଏମିତି ଯିଏ କି ଖୁସି ନାହାନ୍ତି ।…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଛ କହୁଛି ଉତ୍ତର କୋରିଆ! ଦେଶରେ ନାହିଁ ଗୋଟିଏ ବି କରୋନା କେସ୍

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଭୂତାଣୁ କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ…

କାଙ୍ଗାଳ ପାକିସ୍ତାନର ଶୋଚନୀୟ ଅବସ୍ଥା ! ୪୦ ପ୍ରତିଶତ ଲୋକଙ୍କ ଘରେ ଗଣ୍ଡେ ଠିକରେ ମିଳୁନି ଖାଇବା

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଭରଣପାେଷଣ ପାଇଁ ବଦନାମ ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ  ହେବାରେ ଲାଗିଛି। ବିଗୁଡୁଥିବା ଅର୍ଥବ୍ୟବସ୍ଥା ସହ ଗରିବୀ ମଧ୍ୟ ବଢିବାରେ ଲାଗିଛି। ଦେଶରେ ଖାଦ୍ୟ ଓ ରୋଜଗାର ସଙ୍କଟ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୮୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୯୫ ଲକ୍ଷ ୩୪…

ସୀମାରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି, ଡ୍ରାଗନ ସେନାକୁ ଚକ୍‌ମା ଦେବାକୁ ସୀମାରେ ମୁତୟନ ହେବ ଅଧିକ ରାଫେଲ୍‌

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ସୀମାରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି । ଚୀନ୍‌ର ଚାଲ୍‌କୁ ଚକ୍‌ମା ଦେଇ କଡ଼ା ଜବାବ୍‌ ଦେବାକୁ ଭାରତ ପକ୍ଷରୁ ଯୋରଦାର୍‌ ପ୍ରସ୍ତୁତି କରାଯାଉଛି । ଚୀନ୍‌ର ସଂଲଗ୍ନ ଭାରତର ପୂର୍ବ…

ଏମାନେ ହେଉଛନ୍ତି ବିଶ୍ୱର ଶକ୍ତିଶାଳୀ ଦମ୍ପତି, ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତ୍ୟେକ ମଣିଷ ସେମାନଙ୍କ ଜୀବନସାଥୀ ଭାବେ ଜଣେ ସର୍ବଗୁଣସମ୍ପନ୍ନଧାରୀଙ୍କୁ ବାଛିଥାନ୍ତି । ଉଭୟ ପୁରୁଷ ଓ ନାରୀ ବିବାହ ପରେ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ପରସ୍ପର ସହ ରହିଥାନ୍ତି ।…

IND Vs NZ WTC Final: ବାତିଲ ହେଲା ଚତୁର୍ଥ ଦିନର ମ୍ୟାଚ

ନୂଆଦିଲ୍ଲୀ: ସାଉଥମ୍ପଟନରେ ଖୋଳଯାଉଥିବା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ର ଫାଇନାଲ ମ୍ୟାଚ୍ ଖେଳାଯାଉଛି । ତେବେ ଆଜି ପୁଣି ବର୍ଷା ହେତୁ ଚତୁର୍ଥ ଦିନର ମ୍ୟାଚ…

ଓଡ଼ିଆ ଝିଅ-ହକିତାରକା ହେଲେ ଉପ-ଅଧିନାୟିକା, ଟୋକିଓ ଅଲିମ୍ପିକ୍ ପାଇଁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ମିଳିଛି ଗୁରୁଦାୟିତ୍ୱ । ସେ ଟୋକିଓ ଅଲିମ୍ପିକି ପାଇଁ ଦଳର ଉପ- ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ । ଫଳରେ…

ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି, ଭାରତରୁ ନୂହେଁ: କେପି ଓଲୀ

ନୂଆଦିଲ୍ଲୀ: ଗୋଟେ ପଟେ ଦୁନିଆ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି କିନ୍ତୁ ଅନ୍ୟପଟେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲୀ ଶର୍ମା ଦାବି କରିଛନ୍ତି ଯେ, ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି ଭାରତରୁ ନୁହେଁ । ଯୋଗର…