Browsing Category

ବିଦେଶ

ଖାରକିଭ୍ ରେ ରୁଷ ବର୍ଷାଇଲା ଶହ ଶହ ବୋମା, ଶିଶୁ ସମେତ ୮ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି ।…

୬ ଘଣ୍ଟା ଯୁଦ୍ଧ ରୋକିବ ରୁଷ, ଖାରକିଭ୍ ରୁ ଭାରତୀୟ ବାହାରିବେ ସୁରକ୍ଷିତ; ମୋଦୀଙ୍କ ଅନୁରୋଧରେ ରାଜିହେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଏହା ଭିତରେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର ।…

ଉତ୍କଟ ହେବ ଶରଣାର୍ଥୀ ସମସ୍ୟା: ସପ୍ତାହରେ ଦେଶ ଛାଡିଲେଣି ୧୦ ଲକ୍ଷ ୟୁକ୍ରେନ ବାସୀ

ନୂଆଦିଲ୍ଳୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ।  ତେବେ ଯୁଦ୍ଧର ଭୟାବହତାକୁ ଦେଖି ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜଣାଯାଇଛି ।  ଜାତିସଂଘ ରିପୋର୍ଟ…

କିଏ ବିଲେଇ ତ କିଏ କୁକୁରକୁ ନେଇ ଏୟାରବେସ୍ ରେ ପହଞ୍ଚୁଛନ୍ତି ଲୋକେ, କହିଲେ- ଯୁଦ୍ଧରେ ଏମାନଙ୍କୁ କେଉଁଠି ଛାଡ଼ିବୁ…

ନୂଆଦିଲ୍ଲୀ: ୟୁକ୍ରେନରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଭାରତ ସରକାର ଯେକୌଣସି ପ୍ରକାରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ୟୁକ୍ରେନରୁ ଯେତେବେଳେ ଏକ ବିମାନ ଆସି ହିଣ୍ଡନ୍…

କିଭରେ ଭୟଙ୍କର ଆକ୍ରମଣ: ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ୩ଟି ସ୍କୁଲରେ ବିସ୍ଫୋରଣ

କିଭ: ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ କିଭର ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହ ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ବିସ୍ଫୋରଣ ହୋଇଛି…

ୟୁକ୍ରେନରେ ବିଗିଡ଼ିଲାଣି ଭାରତୀୟଙ୍କ ସ୍ଥିତି, ଟ୍ରେନରେ ଗୋଟିଏ ସିଟ୍ ପାଇଁ ୧୫ ହଜାର ଟଙ୍କାରେ ଛାତ୍ର ବିକିଲେ ଆଇପ୍ୟାଡ୍

ଖାରକିଭ୍: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାରେ ଥିବା ଭାରତୀୟ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାସ୍ କରି ଛାତ୍ରଛାତ୍ରୀ ମାନେ ଭୟରେ ଦେଶକୁ ଫେରିବା ପାଇଁ ଅନୁରୋଧ କରୁଛନ୍ତି । ଏବେ ସୁଦ୍ଧା…

୧୦ ଲକ୍ଷରେ ପହଞ୍ଚିଲା ୟୁକ୍ରେନ ଶରଣାର୍ଥୀଙ୍କ ସଂଖ୍ୟା, ସପ୍ତାହକ ମଧ୍ୟରେ ଦେଶ ଖାଲି କରିସାରିଲେଣି ନାଗରିକ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି ।…

ଯୁଦ୍ଧର ଅଷ୍ଟମ ଦିନ: ଗୁଳିମାଡ଼ ଜାରି, ମଲେଣି ୪୯୮ ରୁଷ ଯବାନ; ମାନିଲେ ପୁଟିନ ସରକାର

ନୂଆଦିଲ୍ଲୀ: ଆଜି ହେଉଛି ଯୁଦ୍ଧର ଅଷ୍ଟମ ଦିନ । ଆଜି ମଧ୍ୟ ଗୁଳିମାଡ଼ ଜାରି ରହିଛି । ରୁଷ ଏବେସୁଦ୍ଧା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ମିଳିତ ଜାତିସଂଘର ମହାସଭାରେ ୟୁକ୍ରେନରୁ ରୁଷ ସେନା ପ୍ରତ୍ୟାହାର ପ୍ରସ୍ତାବ…

ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନ୍ ଛିନଛତ୍ର କଲା ରୁଷ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଉପରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାକାର ପରିସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ରୁଷ ଲଗାଗତ ଆକ୍ରମଣ ଜାରି ରଖିଛି । ଏହା ଭିତରେ ୟୁକ୍ରେନର ଅନେକ ଘର, ସରକାରୀ ଭବନ, ପ୍ରଶାସନିକ ଭବନ…

ପୁଣି ପୁତିନ-ମୋଦି ଆଲୋଚନା: ଯୁଦ୍ଧ ଭିତରେ ଦ୍ୱିତୀୟ ଥର କଥା ହେଲେ ଦୁଇ ରାଷ୍ଟ୍ରମୁଖ୍ୟ, କାହା ଉପରେ ଥିଲା ଗୁରୁତ୍ୱ?

ନୂଆଦିଲ୍ଲୀ: ୟୁକ୍ରେନ ଋଷ ଯୁଦ୍ଧ ଭିତରେ ଦ୍ୱିତୀୟ ଥର ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନରେ ପସି ରହିଥିବା ଭାରତୀୟ ଚାତ୍ରଛାତ୍ରୀମାନଭ୍କ ସୁରକ୍ଷାକୁ…