Browsing Category
ବିଦେଶ
ଡଷ୍ଟବିନରେ ଗଡ଼ିଲା ସ୍ୱାମୀ-ସ୍ତ୍ରୀ କଳି… ସ୍ୱାମୀଙ୍କ କାରନାମା ଦେଖି ଚାରିଆଡ଼େ ଚର୍ଚ୍ଚା
ମସ୍କୋ: ରୁଷିଆ ରାଜଧାନୀ ମସ୍କୋରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ କଳି ଏବେ ପଦାରେ ନ ପଡ଼ି ଗଡ଼ୁଛି ଡଷ୍ଟବିନରେ ।
ବୈବାହିକ ଜୀବନରେ କଳି-ଗୋଳ ଏକ ସାଧାରଣ କଥା ହୋଇଥିବାବେଳେ ମସ୍କୋରେ…
Earthquake: ନେପାଳରେ 6.1 ତୀବ୍ରତାରେ ଥରିଲା ମାଟି, ଘରୁ ବାହାରି ଆସିଲେ ଲୋକେ
ନୂଆଦିଲ୍ଲୀ: ନେପାଳରେ ଭୂକମ୍ପରେ ଥରିଲା ମାଟି । ଶୁକ୍ରବାର ସକାଳେ ନେପାଳରେ 6.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଦୁଇଥର ଭୂମିକମ୍ପ ଝଟକା…
ଚୀନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ଏହି ତାରିଖରୁ ଲାଗୁ ହେବ ଟାରିଫ୍
ୱାଶିଂଟନ,୨୭ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନକୁ ଖୋଲା ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ମାର୍ଚ୍ଚ ୪ରୁ ମେକ୍ସିକୋ ଏବଂ କାନାଡା ଉପରେ ଶୁଳ୍କ ଯୋଜନା କାର୍ଯ୍ୟକାରୀ ହେବ। ଏହି ଦେଶରୁ…
ପଡ଼ିଆ ମଝିିରେ କ୍ରିକେଟରଙ୍କ କାଲର ଧରିଲେ ପାକିସ୍ତାନୀ ଦର୍ଶକ, ପଦାରେ ପଡ଼ିଲା ପାକିସ୍ତାନର କଳାକାରନାମା
କରାଚୀ: ପାକିସ୍ତାନରେ ହେଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଜଣେ ଦର୍ଶକ ପଡ଼ିଆ ମଝିରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।
ଖେଳାଳିଙ୍କୁ…
ଆମେରିକା ଯିବା ଭାରତୀୟଙ୍କ ପାଇଁ ପାଲଟିବ ସ୍ୱପ୍ନ! ୪୪ କୋଟିରେ ଟ୍ରମ୍ପ ବିକିବେ ନାଗରିକତ୍ୱ
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅମଳରେ କେତେକ ଭୁଲ୍ ଆର୍ଥୀକ ନୀତି ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା । ଯାହାକୁ ନେଇ ୨୦୨୪ ନଭେମ୍ବର ନିର୍ବାଚନ ବେଳେ ରିପବ୍ଲିକ୍ ଟ୍ରମ୍ପ…
Breaking: ଚନ୍ଦ୍ର ପୃଷ୍ଠରେ ବୁଲିବ ନାସା ସାଟେଲାଇଟ୍, ୨ ବର୍ଷ ପର୍ଯ୍ୟନ୍ତ କରିବ ତଦାରଖ
ୱାଶିଂଟନ୍: ମହାକାଶକୁ ନୂଆ ସାଟେଲାଇଟ୍ ପଠାଇଲା ନାସା । ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ କରିବ ନାସା ଉପଗ୍ରହ ।
ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ଏହାର ପରୀକ୍ଷଣ କରାସରିଛି । ଯାହାର ନାଁ ରହିଛି…
Plane Crash: ବଡ଼ ଧରଣର ସେନା ବିମାନ ଦୁର୍ଘଟଣା, 46ରୁ ଅଧିକ ମୃତ
ନୂଆଦିଲ୍ଲୀ: ସୁଦାନର ଏକ ସେନା ବିମାନ ଦୁର୍ଘଟଣା ହୋଇଛି । ଓମଡୁରମାନ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ 46 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ବୁଧବାର ଦିନ ଏକ ସଂକ୍ଷିପ୍ତ…
ରିସର୍ଚ୍ଚରଙ୍କ ବଡ଼ ଦାବି; ରକ୍ତ ପରୀକ୍ଷାରୁ ଜଣାପଡିଯିବ କେମିତି ମରିବେ ଆପଣ
ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଖୁଲାସା ହୋଇଛି ଯେ, ଏକ ସାଧାରଣ ରକ୍ତ ପରୀକ୍ଷା ଦ୍ୱାରା ଯେକୌଣସି ବ୍ୟକ୍ତିର ଭୟଙ୍କର ରୋଗ ବିଷୟରେ ଜାଣିହେବ। ଯେମିତିକି କ୍ୟାନ୍ସର ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ରୋଗ। ଏଥିରୁ ଏହା…
ରୁଷୀୟ ଗୁପ୍ତଚର ଥିଲେ ଡୋନାଲ୍ଡ ଟ୍ରମ୍ପ! ହଇଚଇ ସୃଷ୍ଟି କଲା ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ଦାବି
ନୂଆଦିଲ୍ଲୀ: ଜଣେ ପୂର୍ବତନ ରୁଷୀୟ ଗୋଇନ୍ଦା ଅଧିକାରୀ ଦାବି କରିଛନ୍ତି ଯେ ୧୯୮୭ ମସିହାରେ ସୋଭିଏତ୍ ୟୁନିଅନ୍ ଦ୍ୱାରା ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁପ୍ତଚର କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
୬.୧ ତୀବ୍ରତାରେ ଥରିଲା ମାଟି.. ଦୋହଲିଲା ଘର, ଛାନିଆ ହୋଇ ବାହାରକୁ ଦୌଡିଲେ ଲୋକେ
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଚର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଛି । ଆଜି ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ସୁଲାଓ୍ବେସିରେ…