fbpx
Browsing Category

ବିଦେଶ

ବିଦେଶରେ ପଢ଼ାଇବାକୁ ମନା କରିବାରୁ ପିତାମାତାଙ୍କ ବିରୁଦ୍ଧରେ ଥାନାରେ କେସ କଲେ ଝିଅ: ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଭଲ ସ୍କୁଲ ଏବଂ କଲେଜରେ ପାଠ ପଢ଼ାଇବାକୁ ଚାହିଁଥାନ୍ତି । ତେବେ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥାଏ ସେମାନେ ନିଜ ପିଲାମାନଙ୍କୁ ବିଦେଶକୁ ପାଠ…

ରୁଷ ୟୁକ୍ରେନ ଉପରେ କଲା ବର୍ଷର ସବୁଠାରୁ ବଡ ଆକ୍ରମଣ; ଏକ ସଙ୍ଗେ କଲା ୧୧୦ କ୍ଷେପଣାସ୍ତ୍ର ମାଡ, ବହୁ ସଂଖ୍ୟାରେ ଲୋକ ମୃତାହତ

ନୂଆଦିଲ୍ଲୀ: ବର୍ଷ ୨୦୨୩ ଧରାପୃଷ୍ଠରୁ ବିଦାୟ ନେବା ପୂର୍ବରୁ ରୁଷ ୟୁକ୍ରେନ ଉପରେ ଏହି ବର୍ଷର ସବୁଠାରୁ ବଡ ଓ ଭୟଙ୍କର ଆକ୍ରମଣ କରିଛି । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା କି ଏଥିରେ ବହୁ ବିଲଡିଂ ତାସ୍ ପତ୍ତା ପରି…

୨୦୨୪ରେ ବିଶ୍ୱ ଦେଖିପାରେ ନୂଆ ଯୁଦ୍ଧ, ଏହି ୫ଟି ଦେଶର ନାଁ ରହିଛି ଆଗରେ

ନୂଆଦିଲ୍ଲୀ: ୨୦୨୩ ବିଶ୍ୱ ସ୍ତରରେ ଏକ ଅଶାନ୍ତ ବର୍ଷ ଥିଲା । ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ଯେଉଁଥିରେ ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କ ସହିତ ଶହ ଶହ ଇସ୍ରାଏଲ ନାଗରିକ ବି ମୃତ୍ୟୁ…

ମରିଯିବାର ୪୦ ମିନିଟ ପରେ ଜୀବିତ ହୋଇ ଉଠିଲେ ଏହି ମହିଳା, ସେୟାର କଲେ ମୃତ୍ୟ ପରର ଅନୁଭୂତି

ନୂଆଦିଲ୍ଲୀ: ଦୁନିଆରେ ଥରେ ମଣିଷ ମରିଯିବା ପରେ ପୁନଶ୍ଚ ଫେରିପାରେନି। କିନ୍ତୁ କିଛି କିଛି ସ୍ଥାନରେ ଶୁଣିବାକୁ ମିଳିଛି ଯେ ବ୍ୟକ୍ତି ମରିଯିବା ପରେ ପୁନଶ୍ଚ ବଞ୍ଚିଛନ୍ତି। ଏଭଳି ଘଟଣା କ୍ଵଚିତ ଦେଖିବାକୁ ମିଳିଥାଏ ।…

ନୂଆ ବର୍ଷ ପାଳନ ଉପରେ ରୋକ୍ ଲଗାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍ସାହିତ । କିନ୍ତୁ ପାକିସ୍ତାନରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି…

କତାରରେ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିଯାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ କିପରି ଫେରିବେ ଭାରତ ?

ନୂଆଦିଲ୍ଲୀ: କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛି କତାର। ଏହି ପ୍ରସଙ୍ଗରେ ଭାରତ ସରକାର କହିଛନ୍ତି ଯେ ଆମେ ସବୁବେଳେ ସେହି ୮ ଜଣ…

ଏବେ ଗୃହପାଳିତ ପଶୁମାନଙ୍କର ହେଉଛି ପ୍ଲାଷ୍ଟିକ ସର୍ଜରୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚୀନ ସର୍ବଦା ନିଜ ଅଜବ ଗଜବ ଖାଦ୍ୟ-ପାନୀୟ ପରି ବହୁ ଜିନିଷ ପାଇଁ ଦୁନିଆରେ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ଏହାର…

ଜାପାନର ବୈଜ୍ଞାନିକଙ୍କ ରିପୋର୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା: କରୋନା ଭାଇରସ ପ୍ରଭାବରେ ବିଶ୍ୱରେ ‘ହାର୍ଟ ଫେଲ୍’ ମାମଲା ଦ୍ରୁତ ଭାବେ ବଢ଼ିପାରେ

ନୂଆଦିଲ୍ଲୀ: ଗତ ୨୦୨୦ ମସିହାରେ କରୋନାର ଆଗମନ ପରେ ସାରା ବିଶ୍ୱର ସ୍ଥିତି ବହୁ ମାତ୍ରାରେ ବଦଳି ଯାଇଛି । କ୍ରମାଗତ ଭାବେ କୋଭିଡ-୧୯ର ଗୋଟିଏ ପରେ ଗୋଟିଏ ଘାତକ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଚଳିତ ମାସରେ ପୁଣି ଥରେ…

(Video) ମ୍ୟାଚ୍ ମଝିରେ ଇଏ କି ପ୍ରେମ, କ୍ୟାମେରା ମ୍ୟାନ୍ କଏଦ କଲେ ଏପରି ଦୃଶ୍ୟ, ସମସ୍ତେ ଦେଖି ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ସାଧାରଣତଃ ଏକ ମ୍ୟାଚ୍ ସମୟରେ, କ୍ୟାମେରାମ୍ୟାନଙ୍କ ଧ୍ୟାନ ପଡ଼ିଆରେ ଉପସ୍ଥିତ ଖେଳାଳିଙ୍କ ଉପରେ ରହିଥାଏ। ବେଳେବେଳେ କ୍ୟାମେରା ମ୍ୟାନ୍ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କ ଆଡକୁ ମଧ୍ୟ ନିଜ କ୍ୟାମେରା…

କାମ କଲା ମୋଦୀଙ୍କ କୂଟନୀତି, ଭାରତ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପୁଟିନ୍‌

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ସଂପର୍କ ଏବେ ଚର୍ଚ୍ଚାରେ ରହିଛି । ଏହା ଏଇଥିପାଇଁ କି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ୫ ଦିନିଆ ରୁଷ ଗସ୍ତରେ ଅଛନ୍ତି । ଏହି କ୍ରମରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏପରି…