Browsing Category

ବିଦେଶ

ବିମାନ ବନ୍ଦରରେ ଭୟର ବାତାବରଣ, ଯିଏ ଯୁଆଡେ ପାରିଲେ ଧାଇଁଲେ, ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳକୁ କରାଗଲା ଖାଲି

ଲଣ୍ଡନ- ଲଣ୍ଡନର ଗେଟଭିକ ଏୟାରପୋର୍ଟରେ ଆଜି ଦେଖିବାକୁ ମିଳିଛି ଧାଁ ଦୌଡ । ସୁରକ୍ଷା କାରଣରୁ ବିମାନ ବନ୍ଦରର ଏକ ବଡ ଅଞ୍ଚଳକୁ ଖାଲି କରିଦେଇଛି ସୁରକ୍ଷା ବଳ । ସ୍ଥାନୀୟ ସମୟ ମୁତାବକ, ଅପରାହ୍ନ ଦୁଇଟା ଯାଏଁ ବିମାନ…

ନୂଆ Study: ଅନ୍ତରୀକ୍ଷରେ ଏଲିଅଲ ଚଳାଉଛନ୍ତି ଗ୍ରହ, ନକ୍ଷେତ୍ର

ନୂଆଦିଲ୍ଲୀ- ମହାକାଶରେ ରାଜ କରୁଛନ୍ତି ଏଲିଅନ । ମହାକାଶରେ ଯେଉଁ ଗ୍ରହ, ନକ୍ଷତ୍ର ଦ୍ରୁତ ଗତି ଆତଯାତ କରନ୍ତି ସେମାନଙ୍କୁ ଇଣ୍ଟେଲିଜେଣ୍ଟ ଏଲିଅନ ସଭ୍ୟତା ପରିଚାଳିତ କରୁଛି । ଅର୍ଥାତ୍ ଏସବୁର ପାଇଲଟ ଏଲିଅନ, ଏମିତି…

ଭାରତୀୟ ବୈଜ୍ଞାନିକଙ୍କ ଐତିହାସିକ ଗବେଷଣା: କିଙ୍ଗ କୋବ୍ରା ଗୋଟିଏ ନୁହେଁ, ଏହାର ୪ଟି ଅଲଗା ଅଲଗା ପ୍ରଜାତି ରହିଛି

ନୂଆଦିଲ୍ଲୀ: କିଙ୍ଗ କ୍ରୋବ୍ରା ବା ଅହିରାଜକୁ ନେଇ ଭାରତୀୟ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ୧୩ ର୍ବର ଗବେଷଣା ପରେ ବୈଜ୍ଞାନିକମାନେ ଏନେଇ ଏକ ବଡ଼ ସଫଳତା ପାଇଛନ୍ତି । ୧୮୩୬ ମସିହାରେ ପ୍ରଥମ ଥର ପାଇଁ କିଙ୍ଗ…

ଦିନରେ ବର୍ଦି ପିନ୍ଧି ଡ୍ୟୁଟି, ରାତିରେ ଖୋଜିବୁଲେ ଶିକାର: ୪ ମହିଳାଙ୍କୁ କଲାଣି ହତ୍ୟା

ନୂଆଦିଲ୍ଲୀ: ବର୍ଦି ପଛରେ ଲୁଚି ରହିଥିଲା ସଇତାନ ଚେହେରା। ସେ ଜଣେ ରକ୍ଷକ ଭକ୍ଷକ ସାଜିଲା। ସେ ଚାରି ଜଣ ମହିଳାଙ୍କ ଜୀବନ ନେଇଥିଲା। ସେ ଏକ ଡବଲ୍ ଲାଇଫ୍ ବିତାଉଥିଲେ ଯେଉଁଥିରେ ତାଙ୍କୁ ଦିନରେ ୟୁନିଫର୍ମ ପିନ୍ଧି…

ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ପୁତିନଙ୍କ ଶଙ୍ଖନାଦ: ଆମେରିକା, ବ୍ରିଟେନ ଉପରେ ବାଲାଷ୍ଟିକ ମିଶାଇଲ ଆକ୍ରମଣ ପାଇଁ ଘୋଷଣା

ନୂଆଦିଲ୍ଲୀ- ରକ୍ତମୁଖା ହୋଇଉଠିଛି ଋଷ । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆମେରିକା ଓ ବ୍ରିଟେନ ଉପରେ ଆକ୍ରମଣ କରିବାକୁ ଦେଲେଣି ଧମକ । ୟୁକ୍ରେନ ଋଷ ଉପରେ ଆକ୍ରମଣ କରିବାକୁ ଆମେରିକା ଓ ବ୍ରିଟେନର ମିସାଇଲ ବ୍ୟବହାର…

ବିରାଟ ହେବା ସହ ଭୟଙ୍କର ମନଷ୍ଟର ତାରା, ତା ଦେହରୁ ବାହାରୁଛି ଗ୍ୟାସ…

ନୂଆଦିଲ୍ଲୀ- ବିପଦରେ ବ୍ରହ୍ମାଣ୍ଡ । ଗ୍ରାସ କରିବ ମନଷ୍ଟରର ଜୀବାଶ୍ମ । ମନଷ୍ଟର ଯେତିକି ମୃତ୍ୟୁ ଆଡକୁ ଗତି କରୁଛି ତାର ଶରୀରରୁ ସେତିକି ଅଧିକ ଜୀବାଶ୍ମ ବାହାରୁଛି । ଏହି ଜୀବାଶ୍ମ ବାଦଲ ଆକାର ନେଇ ତାରା ଚାରିପାଖରେ…

ସରକାରର ବଡ ନିଷ୍ପତ୍ତି, ଲୋକଙ୍କ ଖାତାକୁ ଯିବ ୨୧ ହଜାର ଟଙ୍କା, ନିଶୁଳ୍କ ହେବ ଏହି ସାମଗ୍ରୀ

ନୂଆଦିଲ୍ଲୀ- ଖାଲିସ୍ଥାନ ସମର୍ଥକ ଆତଙ୍କବାଦୀ ମାମଲାରେ ଭାରତକୁ ଫସେଇ ନିଜ ବିରୋଧରେ ଦେଶରେ ଚାଲିଥିବା ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବାକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରିଡୋ ଚେଷ୍ଟା କରୁଥିବା ବେଳେ…

Russia Ukraine War: ୟୁକ୍ରେନ ଉପରେ ICBM ଆକ୍ରମଣ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ପୁଣି ମିସାଇଲ ମାଡ କଲା ଋଷ । ଏକ ନୂଆ ମିସାଇଲ ମାଡ କରିଥିବା ଜଣାପଡିଛି । ତେବେ ୟୁକ୍ରେନ ଉପରେ ହାଇପର ସୋନିକ ବାଲାଷ୍ଟିକ ମିସାଇଲ ମାଡ କରିଥିବା ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମାର…

ଆଦାନୀ ଗ୍ରୁପ୍ ସହ ସମସ୍ତ ଚୁକ୍ତି ରଦ୍ଦ କଲେ କେନିଆ ସରକାର

ନୂଆଦିଲ୍ଲୀ: କେନିଆ ସରକାର ଗୁରୁବାର ଆଦାନୀ ଗ୍ରୁପ୍ ସହ ହୋଇଥିବା ସମସ୍ତ ଚୁକ୍ତିକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ଏଥିରେ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଏବଂ ବିମାନବନ୍ଦର ସମ୍ପ୍ରସାରଣ ଭଳି ବଡ଼ ପ୍ରକଳ୍ପ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଝଟକା, ନେତାନ୍ୟାହୁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ: ଇସ୍ତ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରୀ । ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ବିଚାରପତିମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ…