fbpx
Browsing Category

ବିଦେଶ

ଆୟତନରେ ଭାରତର ଏକ ରାଜ୍ୟ ସହ ସମାନ ଇସ୍ରାଏଲ, କିନ୍ତୁ ଯୁଦ୍ଧରେ ହାରିବା ତା’ର ଇତିହାସରେ ଲେଖାନାହିଁ

ନୂଆଦିଲ୍ଲୀ:ଇସ୍ରାଏଲ୍ -ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଏହି ଯୁଦ୍ଧରେ ୧୨୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡିଥିବା ବେଳେ ଇସ୍ରାଏଲର ବହୁ ଗାଁ ଜନଶୂନ୍ୟ ହୋଇଗଲାଣି । ଏହି ଯୁଦ୍ଧରେ…

ଚୋରର ଶେଷ ଦର୍ଶନ ଲାଗି ଶହ ଶହ ଲୋକଙ୍କ ଲମ୍ବା ଲାଇନ୍‌, ଜେଲ୍ ଅଧିକାରୀ କହିଲେ ଘଟଣା ପଛର ସତ

ନୂଆଦିଲ୍ଲୀ: ଶୀର୍ଷକଟି ପଢି ଆପଣ ଚକିତ ହୋଇଯିବେ ନିଶ୍ଚୟ । ଆପଣ ଭାବିବେ ଏକ ଚୋରକୁ ତ ସମସ୍ତେ ଘୃଣା କରନ୍ତି । ତାକୁ ପୁଣି ଶ୍ରଦ୍ଧାଞ୍ଜଳି କିଏ ଦେଲା । ଏହି ଚୋରକୁ ଜଣେ କି ଦୁଇଜଣ ନୁହଁନ୍ତି ଶହ ଶହ ଲୋକ…

ବଢ଼ିଚାଲିଛି ଦୁଃଖ ଓ ଯନ୍ତ୍ରଣା: ୪୦୦୦ରେ ପହଞ୍ଚିଲା ଆଫଗାନିସ୍ତାନ ଭୂକମ୍ପର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଗତ ୭ ତାରିଖରେ ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଦୁଃଖ ବେଳକୁ ବେଳ ବଢ଼ିବାରେ ଲାଗିଛି । ପ୍ରଥମ ଦିନରେ ଭୂକମ୍ପରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ତାରିଖ ଦିନ ମୃତ୍ୟୁ ସଂଖ୍ୟା…

୨୨୦ କୋଟି ଲୋକଙ୍କ ଉପରେ ବଡ଼ ବିପଦ, ଘାଣ୍ଟିହେବ ଭାରତ-ପାକିସ୍ତାନ: ଏହି ରୋଗର ଆଶଙ୍କା ବଢ଼ିଯିବ ବୋଲି ରିସର୍ଚ୍ଚରୁ ଭୟଙ୍କର ଖୁଲାସା

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରାକୁ ନେଇ ଏକ ରିସର୍ଚ୍ଚରେ ଭୟଙ୍କର ଖୁଲାସା ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ସେଲସିୟସ ବଢ଼ିଯାଏ, ତେବେ ଭାରତ ଏବଂ ପାକିସ୍ତାନ ସମେତ ଅନେକ ଦେଶର…

ରାଷ୍ଟ୍ର ଉଦ୍ଦେଶ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ Live ଭାଷଣ: ‘ଆମେ ବିଜୟ ପାଇଁ ପ୍ରତିଶ୍ରୁତିବଦ୍ଧ’

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ‘ହମାସ’ର ଭୟଙ୍କର ଆକ୍ରମଣ ପରେ ଏବେ ସାରା ବିଶ୍ୱରେ ଯୁଦ୍ଧର ବାତାବରଣ ଖେଳିଯାଇଛି । ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଏହି ଲଢ଼େଇକୁ ଏହା ମଧ୍ୟରେ ୭୨ ଘଣ୍ଟା…

Big Breaking: ଭୟଙ୍କର ହେଉଛି ଯୁଦ୍ଧ, ଗଲାଣି ୧୫୦୦ ଜୀବନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଭୟଙ୍କର ରୂପ ନେଉଛି ମହାଯୁଦ୍ଧ । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ…

BIG NEWS; ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ଭାସ୍କର; ଇସ୍ରାଏଲରେ ପ୍ରବେଶ କରିବା ପାଇଁ ହମାସ ଓ ଇସଲାମିକ ଜିହାଦ ଗାଜାରୁ ରକେଟ୍ ମାଡ଼ କରିବା ସହ ସଶସ୍ତ୍ର ଉଗ୍ରବାଦୀମାନେ ଇସ୍ରାଏଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ଉଗ୍ରବାଦୀମାନେ ସବୁ…

World Cup-2023 ଭିତରେ ବଡ଼ ଘୋଷଣା କଲେ ରାଶିଦ ଖାନ୍: ବିଶ୍ୱକପ ପରେ ସବୁ ଟଙ୍କା…

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ଏହା ମଧ୍ୟରେ ଦଳର ଷ୍ୟାର ଲେଗ୍ ସ୍ପିନର ତଥା ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ ସରିବା…

ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ବୟାନ: ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା

ନୂଆଦିଲ୍ଲୀ: ଭାରତକୁ ଦେବା-ଦେବୀଙ୍କ ପବିତ୍ର ଭୂମି ବୋଲି କୁହାଯାଏ । ଏଠାରେ ବିଭିନ୍ନ ଯୁଗରେ ଗଭବାନ ନିଜେ ଅବତାର ନେଉଥିବା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରତ୍ୟେକଟି ଭାରତୀୟ ହିନ୍ଦୁ ଦେବା-ଦେବୀଙ୍କୁ…

ଜାଣନ୍ତୁ କାହିଁକି ଇସ୍ରାଏଲ ଓ ହାମାସ ମଧ୍ୟରେ ହେଲା ଯୁଦ୍ଧ, ଏବେ ଉଭୟଙ୍କ କିପରି ରହିଛି ସ୍ଥିତି ?

ଓଡ଼ିଶା ଭାସ୍କର: ଇସ୍ରାଏଲରେ ପ୍ରବେଶ କରିବା ପାଇଁ ହାମାସ ଓ ଇସଲାମିକ ଜିହାଦ ଗାଜାରୁ ରକେଟ୍ ମାଡ଼ କରିବା ସହ ସଶସ୍ତ୍ର ଉଗ୍ରବାଦୀମାନେ ଇସ୍ରାଏଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ଉଗ୍ରବାଦୀମାନେ ସବୁ…