fbpx
Browsing Category

ବିଦେଶ

ସେନା ଏକାଡେମୀ ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ: ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ସିରିଆରୁ ଆସିଛି ଏକ ବଡ଼ ଖବର । ହୋମ୍ସ ସହର ସ୍ଥିତ ଏକ ସୈନ୍ୟ ଏକାଡେମୀ ଉପରେ ଏକ ବଡ଼ଧରଣର ଡ୍ରୋନ ଆକ୍ରମଣ ହୋଇଛି । ଏକ ସ୍ନାତକ ସମାରୋହ ଚାଲିଥିବା ସମୟରେ ଉକ୍ତ ଡ୍ରୋନ ଆକ୍ରମଣ ହୋଇଥିଲା । ଉକ୍ତ ଆକ୍ରମଣରେ…

ୟୁକ୍ରେନର ଖାର୍କିଭରେ ଏୟାରଷ୍ଟ୍ରାଇକ କଲା ରୁଷ ସେନା, ଛଅ ବର୍ଷର ଶିଶୁ ସମେତ ୫୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁରୁବାର ଦିନ ୟୁକ୍ରେନର ଖାର୍କିଭ ଅଞ୍ଚଳରେ ରୁଷର ସୈନ୍ୟମାନେ ଆକ୍ରମଣ କରିଛନ୍ତି। ଏଥିରେ ୬ ବର୍ଷର ଶିଶୁ ସମେତ ଏକାବନ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କି ଏବଂ…

ଇମ୍ରାନଙ୍କ ଜୀବନ ପ୍ରତି ବିପଦ ରହିଛି, ସୂଚନା ଦେଲେ ଇମ୍ରାନଙ୍କ ଓକିଲ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହାଇକୋର୍ଟରୁ ଜାମିନ ମିଳିବା ପରେ ବି ତାଙ୍କୁ ଆଶ୍ବସ୍ତି ମିଳି ନାହିଁ । କାରଣ ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେଇଥିଲା ।…

(Big News) ୟୁକ୍ରେନ ଉପରେ ରୁଷିଆର ଡ୍ରୋନ ୱାର : ୬ ବର୍ଷର ଶିଶୁ ସମେତ ୪୯ ମୃତ

ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ୬ ବର୍ଷର ଶିଶୁ…

ୟୁକ୍ରେନ ଉପରେ ପୁଣି ରୁଷର ଡ୍ରୋନ୍‌ ଆକ୍ରମଣ, ଜାଣନ୍ତୁ ଏବେ ୟୁକ୍ରେନ ଅବସ୍ଥା କିପରି ଅଛି…

ଓଡିଶା ଭାସ୍କର: ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ରୁଷ । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଉଭୟ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିପାରେ ।…

ବିନା ଭିସାରେ ବୁଲନ୍ତୁ ବିଦେଶ: କେବଳ ପାସପୋର୍ଟର ରହିଛି ଆବଶ୍ୟକତା

ଓଡିଶା ଭାସ୍କର: ବିନା ଭିସାରେ ବୁଲନ୍ତୁ ବିଦଶେ, କେବଳ ପାସପୋର୍ଟର ଅଛି ଆବଶ୍ୟକତା । ଏପରି ୫୦ରୁ ଅଧିକ ଦେଶ ରହିଛି ଯେଉଁଠି ଭିସାର ଆବଶ୍ୟକ ପଡିନଥାଏ । କେବଳ ଭାରତୀୟ ପାସପୋର୍ଟ ଥିଲେ ଯାଇ ପାରିବେ ଅନେକ ଦେଶ । ଏହି…

କାନାଡାକୁ ନେଇ ଭାରତ ଓ ଆମେରିକା ସଂପର୍କ ବି ବିଗିଡିଯାଇପାରେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ବାଇଡେନ୍‌ଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ରାଜନୈତିକ ସମ୍ବନ୍ଧ ଏବେ ବହୁତ ଖରାପ ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଖବର ଆସିଛି କି ଖୁବ୍ ଶୀଘ୍ର ଭାରତ ଓ ଆମେରିକା ସମ୍ବନ୍ଧରେ ବି ଫାଟ ସୃଷ୍ଟି ହେବାକୁ ଯାଉଛି । ଏହି…

(Video)ସମୁଦ୍ର ପାଣିରେ ‘ପନିର-ବ୍ରେଡ୍’ ବୁଡ଼ାଇ ଏଭଳି ଖାଇଲେ ଯୁବତୀ: ଭିଡିଓ ଦେଖି ବାନ୍ତି କରୁଛନ୍ତି ଦର୍ଶକ

ଓଡ଼ିଶା ଭାସ୍କର: ଖାଦ୍ୟରେ ସ୍ଵାଦର ପରିବର୍ତ୍ତନ ପାଇଁ ବା ସ୍ଵାଦ ବଢ଼ାଇବା ପାଇଁ ଆମେ ବେଳେ ବେଳେ ସେଥିରେ ଲୁଣ କିମ୍ବା ଅତ୍ୟାବଶ୍ୟକ ଜିନିଷ ମିଶାନ୍ତି, ଯାହା ଦ୍ୱାରା ଖାଦ୍ୟର ସ୍ୱାଦ ଆହୁରି ବଢିଥାଏ । ଅଧିକାଂଶ ସମୟରେ…

ଲଗାତାର ପୃଥିବୀ ଆଡକୁ ମାଡ଼ିଆସୁଛି ବିପଦ: ଏହି ବର୍ଷ ହୋଇପାରେ ଭୀଷଣ ଧକ୍କା, ନାସାର କରିଛି ଆକଳନ

ନୂଆଦିଲ୍ଲୀ: ବଡ଼ ବ୍ରହ୍ମାଣ୍ଡରେ ଆମର ସୌରମଣ୍ଡଳ ବ୍ୟତୀତ ହଜାର ହଜାର ସୌରମଣ୍ଡଳ ରହିଛି । ସୌର ମଣ୍ଡଳରେ ଲକ୍ଷାଧିକ ଆଷ୍ଟେରଏଡ଼ ପବନରେ ବୁଲୁଛନ୍ତି । ଏହି ଆଷ୍ଟେରଏଡ଼ ମଧ୍ୟରୁ ଗୋଟିଏ ପୃଥିବୀ ପାଇଁ ବିପଦ ପାଲଟିଛି ।…

ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପର ଝଟକା: ସୁନାମୀର ଚେତାବନୀ ଦେଲେ ମୌସୁମୀ ବିଭାଗ

ନୂଆଦିଲ୍ଲୀ: ଜାପାନରେ ପ୍ରବଳ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ୬.୬ ବୋଲି ସୂଚନା ମିଳିଛି। ଏହା ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମି ସମ୍ପର୍କରେ ଚେତାବନୀ ଦେଇଛି। ୫ ଅକ୍ଟୋବର…