
Browsing Category
ବିଦେଶ
ପାକିସ୍ତାନରେ ୧୪ ଅଗଷ୍ଟରେ କାହିଁକି ସ୍ୱାଧୀନତା ଦିବସ ପାଳନ କରାଯାଏ, ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ଇତିହାସ…
ଇସଲାମାବାଦ: ପାକିସ୍ତାନରେ ପ୍ରତିବର୍ଷ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ବହୁ ଆଡମ୍ବରର ସହ ପାଳନ କରାଯାଏ। ଏହି ଦିନଟି ପାକିସ୍ତାନ ପାଇଁ ଐତିହାସିକ ମହତ୍ତ୍ବ ରଖେ। ପାକିସ୍ତାନ ବିଶ୍ୱାସ କରେ ଯେ ସେ ୧୪ ଅଗଷ୍ଟ ୧୯୪୭ରେ…
ଲୁଣ ବଦଳରେ କ’ଣ ଖାଇବି? ChatGPT ବ୍ୟକ୍ତିଙ୍କୁ କହିଲା ବିକଳ୍ପ, ୩ ମାସରେ ପହଞ୍ଚିଗଲେ ମେଣ୍ଟାଲ ହସ୍ପିଟାଲ
ନୂଆଦିଲ୍ଲୀ: ଆଜିକାଲି ସବୁଠି ଆଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ବ୍ୟବହାର ହେଉଛି। ଏଆଇ ଯେକୌଣସି ପ୍ରଶ୍ନର ଉତ୍ତର କିଛି ସେକେଣ୍ଡରେ ଦେଇଥାଏ।
ଅନେକ ଲୋକ ଖାଦ୍ୟ ସାମଗ୍ରୀ ପାଇଁ ଏଆଇର ସାହାଯ୍ୟ ନେଉଛନ୍ତି।…
ହୃଦଘାତ ନୁହେଁ କି ଦୁର୍ଘଟଣା ନୁହେଁ, ଏହି କାରଣରୁ ଚାଲିଗଲା ୨୯ ବର୍ଷୀୟ ଖେଳାଳିଙ୍କ ଜୀବନ
ନୂଆଦିଲ୍ଲୀ: ଚୀନର ଚେଙ୍ଗଡୁରେ ଆୟୋଜିତ ବିଶ୍ୱ କ୍ରୀଡାରେ ଅଂଶଗ୍ରହଣ କରୁଥିବା ଜଣେ ଇଟାଲୀୟ ଆଥଲେଟ୍ଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଦୂର ଦୂରାନ୍ତର ଧାବକ ମାଟିଆ ଡିବାର୍ଟୋଲିସ୍ଙ୍କ ମୃତ୍ୟୁ…
ଛି ଛି… ଫ୍ଲାଇଟ୍କୁ ଭାବିଲେ ବେଡ୍ ରୁମ୍, ପିଲାଙ୍କ ସାମ୍ନାରେ ଦମ୍ପତି କରୁଥିଲେ ଏମିତି, ପହଞ୍ଚିଗଲେ ଏୟାରହଷ୍ଟେସ୍, ତାପରେ…
ନୂଆଦିଲ୍ଲୀ: ବିମାନ ଯାତ୍ରାକୁ ନିରାପଦ ଏବଂ ଆରାମଦାୟକ କରିବା ପାଇଁ ଅନେକ ନିୟମ ତିଆରି କରାଯାଇଛି। ହେଲେ କିଛି ଯାତ୍ରୀ ସବୁ ଜାଣି ବି ଏହି ନିୟମକୁ ଭାଙ୍ଗନ୍ତି।
ଫ୍ଲାଇଟରେ ଏପରି ବ୍ୟବହାର କରନ୍ତି ଅନ୍ୟମାନେ ମଧ୍ୟ…
ଟ୍ରମ୍ପଙ୍କ ଡବଲ ଗେମ୍! ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ରୁଷକୁ ପରିଣାମ ଭୋଗିବାକୁ ପଡିବ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ 15 ରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି । ଏହି ସାକ୍ଷାତ ୟୁକ୍ରେନ ଯୁଦ୍ଧ ଉପରେ କେନ୍ଦ୍ରିତ ହୋଇପାରେ । ତେବେ…
ଶରୀରକୁ ଦୁଇ ଖଣ୍ଡ; ସ୍ତନକାଟି ଅନ୍ତନଳୀ ବାହାର କରାଯାଇଥିଲା, ତଥାପି 78 ବର୍ଷ ଧରି ସହସ୍ୟରେ ଅଭିନେତ୍ରୀଙ୍କ ମର୍ଡର
ନୂଆଦିଲ୍ଲୀ: 15 ଜାନୁଆରୀ 1947 ସକାଳ ପ୍ରାୟ 10 ଟା । ଲସ୍ ଆଞ୍ଜେଲସରେ ରହୁଥିବା ଜଣେ ସାଧାରଣ ଗୃହିଣୀ ବେଟି ବେରସିଙ୍ଗର ତାଙ୍କ ଝିଅ ସହିତ ଏମିତି ରାସ୍ତାରେ ବୁଲୁଥିଲେ। ନର୍ଥଟନ୍ ଆଭେନ୍ୟୁ ନିକଟ ଦେଇ ଯାଉଥିବା ସମୟରେ,…
ମୋବାଇଲ୍ ପାଇ ପ୍ରେମିକ ହାତରେ ଝିଅକୁ ଟେକି ଦେଲା ବାପା, ସାମ୍ନାକୁ ଆସିଲା ୟୁନିକ୍ ଲଭଷ୍ଟୋରୀର କାହାଣୀ
ପାକିସ୍ତାନ: ପାକିସ୍ତାନରୁ ଏକ ଆକର୍ଷଣୀୟ ଏବଂ ଅନନ୍ୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଜଣେ ପୁଅ କେବଲ ଗୋଟିଏ ସ୍ମାର୍ଟ ଫୋନ୍ ଦେଇ ଝିଅର ବାପାଙ୍କୁ ତାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାକୁ ଶ୍ୱଶୁର ବି ଗ୍ରହଣ…
(video) କ୍ଲାସରେ ଉଡ଼ିଲା ବିଧା, ଗୋଇଠା, ଚାପୁଡ଼ା, ଶିକ୍ଷୟିତ୍ରୀଙ୍କ ହେଲା ଅବସ୍ଥା ଘାଇଲା, ରୁଦ୍ର ରୂପ ଦେଖାଇଲେ ଛାତ୍ର
ନୂଆଦିଲ୍ଲୀ: ସାଧାରଣତଃ ଆମେ ଦେଖୁ କି ଶିକ୍ଷକ କି ଶିକ୍ଷୟିତ୍ରୀ ପିଲାଙ୍କୁ କ୍ଲାସରେ ପାଠ ପାଇଁ ମାଡ଼ ମାରନ୍ତି ହେଲେ ଏଠି ତ ପୁରାପୁରି ଭିନ୍ନ। ୨ ମାର୍କ ପାଇଁ ଗଣିତ ଗୁରୁମାଙ୍କୁ ଚାପୁଡ଼ା, ଗୋଇଠା, ବିଧା। ସେ ପୁଣି ଜଣେ…
ଏଲନ ମସ୍କ ସବୁଠୁ ଧନୀ, ଟପ୍ ୨୦ରେ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ
ମୁମ୍ବାଇ: କିଛିଦିନ ଧରି ଷ୍ଟକ ମାର୍କେଟରେ ଶୋଚନୀୟ ସ୍ଥିତ ପରେ ସୋମବାର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଗୌତମ ଆଦାନୀଙ୍କ ସମ୍ପତ୍ତିରେ ପୁଣିଥରେ ବୃଦ୍ଧି ହୋଇଛି । ଆଦାନୀଙ୍କ ସମ୍ପତ୍ତିରେ ୫.୭୪ ବିଲିୟନ…
ବାବର ଆଜମଙ୍କ କମବ୍ୟାକ୍ ମାରିଲା ଫେଲ୍, ପାକିସ୍ତାନକୁ ୯୨ରେ ଅଲଆଉଟ୍ କରି ଇତିହାସ ରଚିଲା ୱେଷ୍ଟଇଣ୍ଡିଜ
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଦିନିକିଆରେ ପରାଜୟର ଶିକାର ହେବାକୁ ପଡ଼ିଛି। ଏହି ହାରିବାରେ ପାକିସ୍ତାନ ତିନିଟିକିଆ ମ୍ୟାଚର ଦିନିକିଆ ସିରିଜ ୧-୨ରେ ହାରିଛି।
ସେହିପରି…