fbpx
Browsing Category

ବିଦେଶ

ବିଶ୍ୱକୁ ଗ୍ରାସିବାକୁ ଯାଉଛି କରୋନା ଠାରୁ ୭ ଗୁଣ ଭୟଙ୍କର ମହାମାରୀ, ନେଇପାରେ ୫ କୋଟିରୁ ଅଧିକ ଲୋକଙ୍କ ଜୀବନ

ଲଣ୍ଡନ: କରୋନା ଭାଇରସ୍ ମହାମାରୀରୁ ବିଶ୍ୱ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରି ନ ଥିବା ବେଳେ ଏବେ ବିଶେଷଜ୍ଞମାନେ ନୂଆ ଭାଇରସ୍ ବିଷୟରେ ବିଶ୍ୱକୁ ସତର୍କ କରାଇ ଦେଲେଣି । କୁହାଯାଇଛି ଆଗାମୀ ମହାମାରୀ ବିଶ୍ୱରେ ଅତି…

ବଡ଼ ବଡ଼ ପାଦ ଚିହ୍ନ, ବିକଟାଳ ଶବ୍ଦ: ୨୦ ହଜାର ଲୋକ ଆସିଥିଲେ କିନ୍ତୁ ଏଠାରୁୁ କେହି ଫେରି ନାହାନ୍ତି…

ନୂଆଦିଲ୍ଲୀ: ବିଶ୍ୱରେ ଏମିତି ଅନେକ ଜିନିଷ ରହିଛି, ଯାହାର ରହସ୍ୟ ଜାଣିବା ସମ୍ଭବ ହୋଇ ପାରନାହିଁ । ଏମିତି ବି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟ ଖୋଜିବା ତ ଦୂରର କଥା, ସେଠାକୁ ଯିବା ପାଇଁ ବି ଭୟ ଲାଗେ । ଏଭଳି ଏକ…

କ୍ଷୀର ଦେଇ ୩ଟି ବାଘ ଛୁଆଙ୍କୁ ନୂଆ ଜୀବନ ଦେଲା ମାଆ କୁକୁର, ଏହା ଦେଖି କାନ୍ଦି ପକାଇଲେ ପ୍ରାଣୀ ଉଦ୍ୟାନ ରକ୍ଷକ

ଓଡ଼ିଶା ଭାସ୍କର: ଏକ ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ । ଜନ୍ମ ନ ଦେଇ ମଧ୍ୟ…

Death Train Lineର ଲୋମହର୍ଷଣକାରୀ କାହାଣୀ, ଏକାଥରରେ ଲକ୍ଷେରୁ ଅଧିକ ଲୋକ ହରାଇଥିଲେ ପ୍ରାଣ

ନୂଆଦିଲ୍ଲୀ: ଆମ ଦେଶରେ ରେଳ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯେଉଁ ଦେଶର ରେଳ ନେଟୱାର୍କ ଯେତେ ବଡ଼ ହୋଇଥାଏ, ସେ ଦେଶର ପ୍ରଗତି ସେତେ ସହଜ ହୋଇଥାଏ । ଦେଖିବାକୁ ଗଲେ ରେଳ ନେଟୱର୍କ ତିଆରି କରିବା…

ଯାତ୍ରୀଙ୍କୁ ଛାଡି ଉଡିଗଲା ବିମାନ, ରାତିସାରା ବିମାନ ବନ୍ଦରରେ ବସି ରହିଲେ ଯାତ୍ରୀ

କୋଚି : କୋଚି ବିମାନ ବନ୍ଦରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସାଉଦୀଆରବର ଏକ ବିମାନ ୧୦୦ରୁ ଅଧିକ ଯାତ୍ରୀଙ୍କୁ କୋଚି ବିମାନ ବନ୍ଦରରେ ଛାଡି ଚାଲି ଯାଇଛି । ଯାହା…

ରେଳ ଧାରଣାରୁ ପଛକୁ ଘୁଞ୍ଚିଲାନି ଛୁଆ କୁକୁର, ନାକେଦମ ପୋଲିସ ଅଧିକାରୀ

ଓଡ଼ିଶା ଭାସ୍କର: ରେଳ ଷ୍ଟେସନର ବ୍ୟସ୍ତତା ଭିତରେ ସମସ୍ତଙ୍କ ନଜର ପଡ଼ିଲା ରେଳ ଧାରଣା ଉପରେ ଦୃଢ଼ ଦମ୍ଭରେ ଠିଆ ହୋଇଥିବା ଏକ ଛୁଆ କୁକୁର ଉପରେ । ଦେହରେ ଧୂଳି-ମାଟି ଲାଗି ପୁରା ଅପରିଷ୍କାର ଦେଖାଯାଉ ଥିଲା । ତେବେ ତାର…

ମୁସଲମାନଙ୍କ ବିରୋଧରେ ଘୃଣା ପ୍ରସାର କରି ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ବୋକା ବନାଯାଉଛି: ମୌଲାନା ମଦନି

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ମୌଲାନା ମହମ୍ମଦ ମଦନି ରବିବାର ଦେଶର ମୁସଲମାନଙ୍କ ଅବସ୍ଥାକୁ ନେଇ କହିଛନ୍ତି ଯେ ସମଗ୍ର ବିଶ୍ୱର ମୁସଲମାନମାନେ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଉପସାଗରୀୟ ଦେଶ ଆମ ଭୂମିକା ଉପରେ…

(video)ସାମ୍ନାକୁ ଆସିଲା ପୃଥିବୀରେ ଦିନ ଓ ରାତିର ମିଳନର ଫଟୋ, ୟୁରୋପୀୟ ସ୍ପେସ୍ ଏଜେନ୍ସୀ ମହାକାଶରୁ ଜାରି କଲା ଭିଡିଓ

ନୂଆଦିଲ୍ଲୀ: ଯେତେବେଳେ ରାତି ଓ ଦିନର ମିଳନ ହୋଇଥାଏ ଏବଂ ଶୀତର ଆଗମନ ହୋଇଥାଏ ସେତେବେଳେ ଆମ ପୃଥିବୀ କେମିତି ଦେଖାଯାଇଥାଏ । ଏହି ଉତ୍ସୁକତା ନିଶ୍ଚୟ ସମସ୍ତଙ୍କ ମନ ମଧ୍ୟରେ ଭରି ରହିଥିବ । ତେବେ ୟୁରୋପୀୟ ସ୍ପେସ୍…

କାଙ୍ଗାଳ ପାକିସ୍ତାନକୁ ଝଟ୍‌କା; ୯କୋଟି ଗରିବ ଲୋକଙ୍କ ପାଇଁ ଆସିଲା ଖରାପ ଖବର, କ’ଣ କହିଲା ବିଶ୍ୱବ୍ୟାଙ୍କ ଜାଣିନିଅନ୍ତୁ

ନୂଆଦିଲ୍ଲୀ:ପାକିସ୍ତାନ ଏବେ ସବୁଠାରୁ ଭୟାନକ ଆର୍ଥିକ ସଂକଟ ଦେଇ ଗତି କରୁଛି ଯାହା ଦେଶ ସୃଷ୍ଟି ହେବା ପରଠାରୁ ଦେଶ କେବେ ବି ଦେଖି ନ ଥିଲା । ଦେଶରେ ଗରିବଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ବିଶ୍ୱ ବ୍ୟାଙ୍କ…

୧୫୦ ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଜୀବନ ଜୀଇଁ ପାରିବ ମଣିଷ, ବୈଜ୍ଞାନିକ କହିଲେ ଏହା କେମିତି ସମ୍ଭବ

ନୂଆଦିଲ୍ଲୀ: ଉନବିଂଶ ଶତାବ୍ଦୀ ପର ଠାରୁ ବିଜ୍ଞାନ ଜଗତରେ ବହୁ ମହାନ୍ ଉପଲବ୍ଧି ହାସଲ ହେବା ସହ ମାନବ ଆୟୁରେ ମଧ୍ୟ ବୃଦ୍ଧି ଘଟିଛି । ଆଧୁନିକ ଚିକିତ୍ସା ସେବା ଓ ବିଭିନ୍ନ ଟୀକାର ବିକାଶ ମାନବ ସମାଜକୁ ବିଭିନ୍ନ ରୋଗରୁ…