fbpx
Browsing Category

ବିଦେଶ

ପୁଣି ଘଟିଲା ଅଦ୍ଭୂତ ଘଟଣା: କାନ ବାଟେ ପଶି ମସ୍ତିଷ୍କକୁ ଖାଇଦେଲା ଆମିବା, ଦୁଇ ବର୍ଷର ଶିଶୁର ଅକାଳ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରେନ ଇଟିଂ ଆମିବା ବା ‘ମସ୍ତିଷ୍କ ଖିଆ ଆମିବା’କୁ ନେଇ ପୁଣି ଥରେ ଆସିଛି ଏକ ବଡ଼ ଖବର । ଆମିବା କାରଣରୁ ଗୋଟିଏ ଦୁଇ ବର୍ଷର ଶିଶୁର ଅକାଳରେ ମୃତ୍ୟୁ ମୃତ୍ୟୁ ଘଟିଛି । ଶିଶୁର କାନରେ ଗୋଟିଏ ଆମିବା ପୋକ…

(Video) ଆସୁଛି ପ୍ରଳୟ! ଗରମ ହେଉଛି ପୃଥିବୀ, ସେପଟେ ୨୮୨ ଫୁଟ ତଳକୁ ଦବିଲାଣି ବଟାଗାଇକା ଆଗ୍ନେୟଗିରି

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଦିନକୁ ଦିନ ଖୁବ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସାରା ପୃଥିବୀ ଏବେ ଉତ୍ତପ୍ତ ଅବସ୍ଥାରେ ରହୁଛଇ । ଏହାର ଏକ ପ୍ରମାଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପୃଥିବୀ…

Video: ଆମେରିକାରେ ଚାଉଳ କିଣିବା ପାଇଁ ଛୁଟି ନେଇ ଗ୍ରୋସୋରି ଦୋକାନ ଆଗରେ ଲାଇନ୍ ଲଗାଇଲେ ଲୋକେ

ନୂଆଦିଲ୍ଲୀ: ଭାରତ ସରକାର ଅଣ ବାସୁମତି ଚାଉଳ ରପ୍ତାନୀ ଉପରେ ବ୍ୟାନ୍ ଲାଗଇବା ପରେ ବିଶ୍ୱର ଅନେକ ଦେଶର ଚାଉଳ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ସଦ୍ୟ ଉଦାହରଣ ଏବେ ବିଶ୍ୱଶକ୍ତି ଆମେରିକାରୁ ଆସିଛି । ଯେଉଁଠାରେ…

ରାତିରେ ଉଠାଇ ପାରିବେନି ଏଫିଲ ଟାୱାରର ଫଟୋ, ସରକାରଙ୍କ ଠାରୁ ନେବାକୁ ପଡିବ ଅନୁମତି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ୟାରିସରେ ଥିବା ଏଫିଲ ଟାୱାର ସାରା ଦୁନିଆରେ ସୁପରିଚିତ । ଦୁନିଆର ଭିନ୍ନ ଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏହି ଟାୱାରକୁ ଦେଖିବାକୁ ଫ୍ରାନ୍ସ ଆସିଥାନ୍ତି । ଏହାର ନିର୍ମାଣ ୧୮୮୯ ରେ ଫ୍ରାନ୍ସରେ ଆୟୋଜିତ ଏକ…

ଆମେରିକାରେ ପ୍ରଥମଥର ପାଇଁ ଜଣେ ମହିଳା ନେଲେ ନୌସେନାର ନେତୃତ୍ୱ, ରାଷ୍ଟ୍ରପତି ଜୋ ବାଇଡେନ ଲିସା ଫ୍ରେଞ୍ଚେଟୀଙ୍କୁ ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆମେରିକା ଇତିହାସରେ ପ୍ରଥମଥର ଜଣେ ମହିଳା ବରିଷ୍ଠ ନେଭି ଅଧିକାରୀ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ପଦ ପାଇଁ ଏଡମିରଲ ଲିସା ଫ୍ରେଞ୍ଚେଟୀଙ୍କୁ ଚୟନ କରିଛନ୍ତି । ସିଏନଏନ ରିପୋର୍ଟ…

ବିଶ୍ୱର ଗୋଟିଏ ଦେଶର ଅବସ୍ଥା ଅସମ୍ଭାଳ! ବ୍ୟାଙ୍କରୁ ଜମା ଟଙ୍କା କାଢ଼ିବା ମନା, ଲୋକଙ୍କ ପାଖରେ ଖାଇବା ଓ ପିଇବାକୁ ନାହିଁ ଅର୍ଥ

ନୂଆଦିଲ୍ଲୀ: ମଧ୍ୟ-ପୂର୍ବ ଦେଶ ଲେବାନନ ବିଶ୍ୱର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ରିୟାଦ ସଲାମେହ ୩୦ ବର୍ଷ ପରେ ନିଜର ପଦ ଛାଡ଼ିବାକୁ ଯାଉଛନ୍ତି । ଯେ କୌଣସି…

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ ମାମଲାରେ…

ସରକାରଙ୍କ ବଡ଼ ଘୋଷଣା: ଏହି ଚାଉଳ ରପ୍ତାନୀ ଉପରେ ବ୍ୟାନ ଆଦେଶ ଜାରି

ନୂଆଦିଲ୍ଲୀ: ବର୍ତ୍ତମାନ ଚାଉଳ ରପ୍ତାନୀକୁ ନେଇ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଅଣ-ବାସୁମତୀ ଚାଉଳର ରପ୍ତାନୀ ଉପରେ ସରକାର ବ୍ୟାନ ଆଦେଶ ଜାରି କରିଛନ୍ତି । ବିଦେଶ ବ୍ୟାପାର…

ପ୍ରେମ ପାଖରେ ମୂଲ୍ୟହୀନ ପଦ , ପଦବୀ , କ୍ଷମତା ; ଆମେରିକାରେ ରହୁଥିବା ପ୍ରେମିକା ସହ ନିଖୋଜ ଚୀନ୍ ବିଦେଶ ମନ୍ତ୍ରୀ ,ରାଗରେ ଗରଗର ହେଉଛନ୍ତି…

ନୂଆଦିଲ୍ଲୀ:ପ୍ରେମ ସମସ୍ତଙ୍କ ପାଇଁ ସମାନ । ସିଏ ଧନୀ ହେଉ କି ଗରିବ । ଚୀନ୍ ର ବିଦେଶ ମନ୍ତ୍ରୀ ଏଥିରୁ ବାଦ ପଡିବେ କିପରି । ଏବେ ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଆମେରିକାର ଜଣେ ଟିଭି ଆଙ୍କରଙ୍କ ପ୍ରେମରେ ପଡି…

ଉଡୁଥିବା ବିଶାଳ ଅସରପା: ମରିଯିବା ଭୟରେ ଚୀନର ଏହି ଯୁବତୀ ଛାଡିଲେ ଏକ ଲକ୍ଷ ଟଙ୍କାର ଚାକିରି

ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀ ଅସରପା ଭୟରେ ଏକ ଲକ୍ଷ ଟଙ୍କାର ଚାକିରି ଛାଡିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଯୁବତୀ କିଛି ସମୟ ପାଇଁ କାମ ନ କରି ଘରେ ବସିଛନ୍ତି । ସୋସିଆଲ ମିଡିଆରେ ଏହି ଯୁବତୀ ଦାବି…