fbpx
Browsing Category

ବିଦେଶ

(Video)ଶିକ୍ଷକ ଗାଳି କରିଲେ ବୋଲି ରାଗିଲେ ଛାତ୍ର, ଭୁଇଁରେ ଗଡେଇ ନିର୍ଧୁମ ଛେଚିଲେ ; ଭିଡ଼ିଓ ଦେଖି ଦୁଃଖ ପ୍ରକାଶ କଲେ ଲୋକ

ନୂଆଦିଲ୍ଲୀ: ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଅନେକ ଚକିତ ଭିଡିଓ ଦେଖିବାକୁ ପାଇଥାଉ। ଯାହାକୁ ଦେଖିଲେ ଉପଭୋକ୍ତାମାନଙ୍କର ହୋଶ ଉଡିଯିବ । ସ୍କୁଲ ଏବଂ କଲେଜ ଦିନରେ, ଶିକ୍ଷକଙ୍କ ଗାଳିଗୁଲଜ ଶୁଣିବା ବ୍ୟତୀତ ସାଧାରଣତଃ…

ମାଟି ଭିତରୁ ବାହାରିଲା ୪ କେଜିର ସୁନା ଖଣ୍ଡ: ପୂର୍ବରୁ ବାହାରିଥିଲା ୬୬ କେଜିର ସୁନା, ବଢ଼ିଲା ରହସ୍ୟ

ନୂଆଦିଲ୍ଲୀ: ପୃଥିବୀର ଭୂପୃଷ୍ଠ ତଳେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଗଚ୍ଛିତ ହୋଇ ରହିଛି । ଅନେକ ସମୟରେ ମାଟି ତଳୁ ସୁନା, ରୁପା ପରି କିଛି ମୂଲ୍ୟବାନ ଧାତୁ ମିଳିଥାଏ । ଏହି ଘଟଣା ଖୁବ୍ ବିରଳ ହୋଇଥିବା ବେଳେ…

ଚୀନ ହାରିଲା ଭାରତ ଜିତିଲା: ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗ ସଦସ୍ୟ ହେଲା ଭାରତ

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଭାରତର ଲୋକପ୍ରିୟତା ଓ ପ୍ରଭାବ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ, କୋଭିଡ୍ ଭ୍ୟାକ୍ସିନେସନ, ଶାନ୍ତି ସ୍ଥାପନ, ୟୁକ୍ରେନ-ଋଷ ଯୁଦ୍ଧ ଭଳି…

ଆକାଶରେ ଦୃଶ୍ୟମାନ ହେଲା ଏକ ବିରାଟକାୟ ଲାଲ ରଙ୍ଗର ବୃତ୍ତ: ୩୬୦ କିମି ବ୍ୟାସ, ହଠାତ୍ ଗାଏବ ହୋଇଗଲା କାହିଁକି

ନୂଆଦିଲ୍ଲୀ: ଅନେକ ସମୟରେ ଆକାଶରେ କିଛି ଚମକୁଥିବା ଦୃଶ୍ୟ, ଲାଇଟ୍ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏଭଳି ଏକ ଦୃଶ୍ୟକୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି । ରାତିର ଅନ୍ଧକାରରେ ଅଚାନକ ଆକାଶରେ ଏକ ବିରାଟକାୟ ଲାଲ…

OXFORD ଗବେଷକ ବିକଶିତ କଲେ ନୂଆ ଡିଭାଇସ୍: ହାର୍ଟ ଆଟାକ ରୋଗୀ ପାଇବେ ଆଗୁଆ ସୂଚନା, ୫ ମିନିଟରେ ମିଳିବ ୯୦ ପ୍ରତିଶତ ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ଭୟଙ୍କର ବୀମାରୀ । ପ୍ରତିବର୍ଷ ଭାରତରେ ୨୮ ପ୍ରତିଶତ ମୃତ୍ୟୁ ହାର୍ଟ ଆଟାକ କାରଣରୁ ହେଉଥିବା ନେଇ କେନ୍ଦ୍ର ସରକାର ଗତମାସରେ ରାଜ୍ୟ ସଭାରେ ରିପୋର୍ଟ ଦେଇଥିଲେ । ତେବେ…

ପୁରୁଷ ନା ମହିଳା: କାହାର ବ୍ରେନ ଅଧିକ ସୁସ୍ଥ ଓ ଶକ୍ତିଶାଳୀ, ରିସର୍ଚ୍ଚ ଖୋଲିଦେଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣିଥାନ୍ତି । ତେବେ ଏହା ମଧ୍ୟରେ ମଣିଷର ମସ୍ତିଷ୍କକୁ ନେଇ ଏକ ବଡ଼ ତଥ୍ୟ ରିସର୍ଚ୍ଚରୁ ଜଣାପଡ଼ିଛି ।…

ଇତିହାସରେ ପ୍ରଥମ : ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ରେ ପ୍ରଥମ ଥର ପାଇଁ କମାଣ୍ଡ୍ ଦେଲେ ମହିଳା ଅମ୍ପାୟାର

ନୂଆଦିଲ୍ଲୀ : ଯଦିଓ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ରେ ମହିଳା ଅମ୍ପାୟାରଙ୍କୁ ଅନେକ ଥର ଦେଖିବାକୁ ମିଳିଥିଲା, କିନ୍ତୁ ପୁରୁଷ କ୍ରିକେଟ୍ ରେ ଏହା ପ୍ରଥମ ଥର ଥିଲା ଯେ ଆଇସିସିର ଦୁଇ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର…

ଗିରଫ ହେବାପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମିଳିଲା ଜାମିନ, କୋର୍ଟ ଲଗାଇଲେ ୧.୨୨ ଲକ୍ଷ ଡଲାରର ଜରିମାନା

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁକ୍ତ କରାଯାଇଛି। ଅଶ୍ଳୀଳ ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡିତ ଏକ ଅପରାଧିକ ମାମଲା ପାଇଁ ସେ ମଙ୍ଗଳବାର ମ୍ୟାନହଟନ କୋର୍ଟରେ ପହଞ୍ଚିବା ପରେ…

ବଡ଼ ଖବର: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗିରଫ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରୁ ଆସିଛି ଏକ ବଡ଼ ଖବର । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଏକ ଅପରାଧିକ ମାମଲାରେ ଟ୍ରମ୍ପକୁ ଗିରଫ କରାଯାଇଥିବା…

ଫଟୋ କହିଲା ରକ୍ତର କାହାଣୀ: ଭାଇ-ଭଉଣୀ ପରସ୍ପରକୁ କଲେ ବିବାହ, ପାଲଟିଗଲେ ସ୍ୱାମୀ-ସ୍ତ୍ରୀ, ନିରବ ରହିଥିଲା ସମୟ ଆଉ ପରିସ୍ଥିତି

ନୂଆଦିଲ୍ଲୀ: ବିବାହକୁ ନେଇ ବିଭିନ୍ନ ଦେଶରେ, ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରା ଓ ନିୟମ ରହିଛି । ତେବେ ଅନେକ ସମୟରେ ବିବାହକୁ ନେଇ କିଛି ଅଜବ ଧରଣର ଘଟଣା ଆମ ସମାଜରେ ଦେଖିବାକୁ ମିଳିଥାଏ । ଏପରି ଘଟଣାକୁ…