fbpx
Browsing Category

ବିଦେଶ

ଦୁନିଆରେ ଏଣ୍ଟ୍ରି ମାରିଛି ବାଦୁଡ଼ିଠାରୁ ବ୍ୟାପୁଥିବା ଆଉ ଏକ ଭାଇରସ୍: WHO ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ଧରି ସମଗ୍ର ବିଶ୍ୱରେ ନିଜର ଦବଦବା ବଜାୟ ରଖିଥିବା କରୋନା ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ବିପଜ୍ଜନକ ଭାଇରସ୍ ଦୁନିଆରେ ଏଣ୍ଟ୍ରି କରିଛିି । କୁହାଯାଉଛି ଯେ ଏହି…

ଶତ୍ରୁର ନିକଟତର ହେଉଛି ଭାରତର ବନ୍ଧୁ , ତ୍ରି-କୋଣିଆ ସମ୍ପର୍କରେ ମିଳିବ କାହାକୁ କେତେ ଲାଭ !

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ନିକଟରେ ଚୀନ୍ ଗସ୍ତରେ ଆସିଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଚୀନ୍ ଗସ୍ତରେ ସେ ହେଉଛନ୍ତି ପ୍ରଥମ ଇରାନ ରାଷ୍ଟ୍ରପତି। ରାଇସି ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ସି…

ସାଇକ୍ଲୋନ ପରେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ, ରିକ୍ଟର ସ୍କେଲରେ ୬.୧ ତୀବ୍ରତା ରେକର୍ଡ

ୱେଲିଙ୍ଗଟନ୍: ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି । ଆଗେ ସାଇକ୍ଲୋନରେ ଏବେ ଭୂକମ୍ପ । ସାଇକ୍ଲୋନରେ ପୁରା ନ୍ୟୁଜିଲ୍ୟାଣ୍ଡ ଛାରଖାର ହୋଇଯାଇଥିବା ବେଳେ ବର୍ତ୍ତମାନ ଭୂକମ୍ପର ଧରିଉଠିଛି । ନ୍ୟୁଜିଲ୍ୟାଣ୍ଡର ଲୋୟର ହାଟ…

ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହ ଭାରତର ବଡ଼ ଚୁକ୍ତି: ଏୟାର ଇଣ୍ଡିଆ କିଣିବ ୪୭୦ଟି ନୂଆ ବିମାନ

ନୂଆଦିଲ୍ଲୀ: ଭାରତର ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଡିଲ୍ କରିବାକୁ ଯାଉଛି । ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହିତ ଏହି ଡିଲ ସ୍ୱାକ୍ଷରିତ ହୋଇଛି । ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ କିଣିବାକୁ ଯାଉଛି । ଫ୍ରାନ୍ସର…

ଖୁଲାସା ! ପାକିସ୍ତାନର କାଙ୍ଗାଳ ପରିସ୍ଥିତି ପାଇଁ ଏହି ଲୋକ ଦାୟୀ

ଇସଲାମବାଦ : ଆଜିକାଲି ପାକିସ୍ତାନ କାଙ୍ଗାଳ ପରିସ୍ଥିତି ଦେଇ ଗତି କରୁଛି। ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ଦୂରର କଥା ଲୋକ ଖାଦ୍ୟ ପାନୀୟ ଭଳି ମୌଳିକ ସୁବିଧା ପାଉନାହାନ୍ତି ।…

ଗବେଷକମାନେ ବିକଶିତ କଲେ ଏକ ‘Male Pill’: ଏହି ମୌଖିକ ଗର୍ଭନିରୋଧକ ଶୁକ୍ରାଣୁକୁ ନିଜ ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ରୋକି ପାରିବ

ନୂଆଦିଲ୍ଲୀ: ଭାଲେଣ୍ଡାଇନ୍ସ ଡେ’ ଅବସରରେ ଆସନ୍ତୁ ଏକ ଅଦ୍ଭୂତପୂର୍ବ ପୁରୁଷ ଗର୍ଭନିରୋଧକ ବଟିକା ବିଷୟରେ ଆଲୋଚନା କରିବା । ଏହି ପିଲର ପ୍ରିକ୍ଲିନିକାଲ ମଡେଲ ପ୍ରମାଣିତ ହୋଇସାରିଥିବା ବେଳେ ଏହା ତା’ର ନିଜ ରାସ୍ତାରେ…

ମହାପ୍ରଳୟର ସଙ୍କେତ ! ଲଣ୍ଡନ-ନ୍ୟୁୟର୍କ, ମୁମ୍ବାଇ ସମେତ ଏହି ସହରଗୁଡିକ ପାଣିରେ ଭାସିବ, ଜାଣନ୍ତୁ ଏହାର କାରଣ କ’ଣ?

ନୂଆଦିଲ୍ଲୀ: ଜେନେଭା ସ୍ଥିତ ବିଶ୍ୱ ପାଣିପାଗ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତ, ଚୀନ୍, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡରେ ସମୁଦ୍ର ପତ୍ତନ ବୃଦ୍ଧି ହେବାର ସର୍ବାଧିକ ବିପଦ ରହିଛି। ବିଶ୍ୱରେ ଜଳସ୍ତର…

ଶୋଇଥିବା ବେଳେ ବୟସ ଥିଲା ୩୨, ଉଠିବା ପରେ ୧୭! ନିଜ ପାଇଁ ଖୋଜିବାକୁ ଆରମ୍ଭ କଲେ ବୟଫ୍ରେଣ୍ଡ

ନୂଆଦିଲ୍ଲୀ: ମଣିଷ ଶରୀରରେ କେତେବେଳେ କଣ ଘଟେ ତାହା କେହି କହିପାରିବେ ନାହିଁ । ବହୁବାର ଏପରି ଅଶୁବିଧା ଆସେ ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଯାଆନ୍ତି । ତେବେ ଏପରି ଘଟଣା ଜଣେ ମହିଳାଙ୍କ ସହ ଘଟିଛି । ସେ…

ଚିହ୍ନଟ ହେଲା ଏକ ନୂଆ ଭାଇରସ୍: ନାକରୁ ରକ୍ତ ଝରୁଛି, ଲିଭର ଫେଲ୍, ଓଜନ ହ୍ରାସ, ଚାଲିଗଲା ୯ ଜଣଙ୍କ ଜୀବନ, WHO ଡକାଇଲା ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏ ପର୍ଯ୍ୟନ୍ତ ଭାଇରସର ଆତଙ୍କ ସମାପ୍ତ ହୋଇନାହିଁ । ଆଗକୁ ପୁଣି କରୋନା ଆସିପାରେ ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ…

ଶହେ ବର୍ଷର ସବୁଠାରୁ ବଡ଼ ଭୁମିକମ୍ପ, ତୁର୍କୀ ସିରିଆରେ ୪୧ ହଜାରକୁ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ୪୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲୋକଙ୍କୁ ପ୍ରାୟ ୯ ଦିନ ଧରି ଭଙ୍ଗା ଅଟାଳିକା ତଳୁ ଉଦ୍ଧାର ପ୍ରକ୍ରିୟା ଚାଲୁରହିଛି । ପୃଥିବୀର ବିଭିନ୍ନ…