fbpx
Browsing Category

ବିଦେଶ

ବ୍ରାଜିଲ ଦଙ୍ଗା ଉପରେ ଏବେ ବିଶ୍ୱର ନଜର, ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଲେ..

ନୂଆଦିଲ୍ଲୀ :ରବିବାର ଦିନ ବ୍ରାଜିଲର ରାଜଧାନୀ ବ୍ରାଜିଲିଆରେ ହୋଇଥିବା ଦଙ୍ଗା ଏବଂ ଭଙ୍ଗାରୁଜା ଉପରେ ସାରା ବିଶ୍ୱ ଏବେ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ଜୋ…

ବସ୍ ଦୁର୍ଘଟଣା ୪୦ ମୃତ୍ୟ, ୮୫ ଆହତ:ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :ରବିବାର ଦିନ ସେଣ୍ଟ୍ରାଲ ସେନେଗାଲର କୋଫ୍ରିନ୍ ସହର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ବସ୍ ଧକ୍କାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା…

ଦାଢ଼ିରେ ୭୧୦ଟି ଘଣ୍ଟିବାନ୍ଧିଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ବିଶ୍ୱ ରେକର୍ଡ କରିବା ପ୍ରାୟତଃ ସମସ୍ତଙ୍କ ଇଚ୍ଛା ରହିଥାଏ । ଏଥିାଇଁ ଲୋକେ ଅନେକ ପରିଶ୍ରମ ବି କରିଥାଆନ୍ତି । କଠିନ ପରିଶ୍ରମ ପରେ ଯାଇ ଲୋକଙ୍କୁ ବିଶ୍ୱ ରେକର୍ଡ କରିବାର ସଫଳତା ମିଳିଥାଏ । ପୂର୍ବରୁ ଅନେକ…

ପୃଥିବୀ ଆଡ଼କୁ ଆସୁଛି ବରଫ ଯୁଗର ଧୂମକେତୁ: ୫୦ ହଜାର ବର୍ଷ ପରେ ଦେଖିବାକୁ ମିଳିବ ଏକ ଅଦ୍ଭୂତ ଦୃଶ୍ୟ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଥାଏ । ମାତ୍ର ଏଥର ସାରା ପୃଥିବୀବାସୀ ଏକ ବଡ଼ ଦୃଶ୍ୟ ଦେଖିବାକୁ ପାଇବେ । ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଏଭଳି କିଛି ଘଟିବାକୁ…

New Anatomical Structure ଆବିଷ୍କାର କଲେ ବୈଜ୍ଞାନିକ: ବ୍ରେନର ଆଘାତ, ପ୍ରତିରୋଧୀ ସିଷ୍ଟମ, ବର୍ଜ୍ୟବସ୍ତୁ ପରିଚାଳନା, ଅନେକ ରୋଗ କ୍ଷେତ୍ରରେ…

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକ ଦୁର୍ଲ୍ଲଭ ଜୀବ । ବୈଜ୍ଞନିକମାନେ ମଣିଷର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ସର୍ବଦା ରିସର୍ଚ୍ଚ ଜାରି ରଖିଛନ୍ତି । ଏ ବାବଦରେ ଅନେକ ସମୟରେ ନୂଆ ନୂଆ ତଥ୍ୟର ମଧ୍ୟ…

ଚୀନ ଉପରୁ ଟଳୁନି ବିପଦ, କରୋନା ପରେ ଏବେ ଦୁର୍ଘଟଣାରେ ଯାଉଛି ଲୋକଙ୍କ ଜୀବନ

ନୂଆଦିଲ୍ଲୀ:ଚାଇନା ଉପରୁ ବିପଦ ଟଳିବାର ନାଁ ନେଉଁ ନାହିଁ ।ସତେ ଯେପରି ଚୀନ ଉପରେ ଶନିଙ୍କ ଦଶା ପଡିଛି । କାରଣ ଚୀନରେ ପରିସ୍ଥିତି ସୁଧୁରିବାର ନାଁ ନେଉନାହିଁ । କରୋନା ତାଣ୍ଡବ ରଚିଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ…

କମ୍ ସୋଡ଼ା ପିଇଲେ ମଧ୍ୟ ପୁରୁଷଙ୍କର ଚନ୍ଦାପଣ ସମସ୍ୟା ବଢ଼ିବ: ଚିନ୍ତା ବଢ଼ାଇଲା ନୂଆ ଷ୍ଟଡି ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲି ପରିବର୍ତ୍ତିତ ଲାଇଫଷ୍ଟାଇଲ କାରଣରୁ ବିଭିନ୍ନ ପ୍ରକାରର ରୋଗ ସହ ଲଢ଼େଇ କରିବାକୁ ବାଧ୍ୟ ହେଉଛି ମଣିଷ । ତେବେ ସୋଡ଼ା ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରୁଥିବା ବେଳେ ଏହା ଆମ ଶରୀର ପାଇଁ କ୍ଷତିକାରକ…

Brain Tumorକୁ ନଷ୍ଟ କରିବ କ୍ୟାନସର ଭ୍ୟାକ୍ସିନ: ବୈଜ୍ଞାନିକମାନେ ବିକଶିତ କଲେ Dual-Action Therapy

ନୂଆଦିଲ୍ଲୀ: ସମୟ ପରିବର୍ତ୍ତନ ସହିତ ମଣିଷର ଜୀବନ ଧାରଣର ମାନ ମଧ୍ୟ ବଦଳିବାରେ ଲାଗିଛି । ତେବେ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ଏକପ୍ରକାରର ବାଧ୍ୟ ହେଉଛି ମଣିଷ ସମାଜ । ଦିନକୁ ଦିନ କ୍ୟାନସର, ହୃଦରୋଗ ପରି ଅନେକ…

ଡ୍ରଗ୍ ମାଫିଆ ପୁଅକୁ ଗିରଫ ପରେ ମେକ୍ସିକୋରେ ସୃଷ୍ଟି ହେଲା ରକ୍ତପାତ, ୧୦ ସୈନିକଙ୍କ ସମେତ ୨୯ ମୃତ

ନୁଆଦିଲ୍ଲୀ: ମେକ୍ସିକୋରେ ଡ୍ରଗ୍ ମାଫିଆ ପୁଅକୁ ପୋଲିସ ଗିରଫ କରିବା ପରେ ସହରରେ ସୃଷ୍ଟି ହୋଇଛି ଦଙ୍ଗା ପରି ସ୍ଥିତି । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜେଲରେ ଥିବା ମେକ୍ସିକୋର ଡ୍ରଗ୍ ମାଫିଆ ଜୋକୁନ୍…

ଚୀନରେ କରୋନାର କରାଳ ରୂପ ଦେଖି ବିଶ୍ୱ ଆତଙ୍କିତ: XBB1.5 ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ଚୀନରେ କରୋନାର କରାଳ ରୂପ ଦେଖି ସାରା ବିଶ୍ୱ ଏବେ ଆତଙ୍କିତ ରହିଛି । ଭାରତ, ଜାପାନ, ବ୍ରିଟେନ୍ ଓ ଆମେରିକା ଭଳି ଦେଶରେ ଏହି ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ର…