Browsing Category
ବିଦେଶ
Avian Fluକୁ ନେଇ ବଢ଼ିଲା ଚିନ୍ତା:ପକ୍ଷୀ ମାନଙ୍କୁ ଖୋଲାରେ ନ ଛାଡିବା କୁ ଦିଆଗଲା ନିର୍ଦ୍ଦେଶ
ନୂଆଦିଲ୍ଲୀ :ଯୁକ୍ତରାଜ୍ୟ (ୟୁକେ) ରେ ଏଭିଆନ୍ ଫ୍ଲୁ ହେବାର ଆଶଙ୍କା ଘନେଇଛି । ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ସରକାର ସମସ୍ତ ପକ୍ଷୀମାନଙ୍କୁ ୭ ନଭେମ୍ବରରୁ ଘର ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୨ ମାସ…
ଭାରତୀୟ ଦଳକୁ ଆକ୍ଷେପ କଲେ ଅଧିନାୟକ ବାଭୁମା, କହିଲେ- ଅନ୍ୟ ଦଳ ପରି ନିଜକୁ ଫେବରେଟ୍ କହିବାକୁ ଚାହୁଁନୁ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ଵ କପର ନିଜର ତୃତୀୟ ମ୍ୟାଚରେ ଭାରତକୁ ପାଞ୍ଚ ଓ୍ଵିକେଟରେ ହରାଇଛି। ଦ୍ଵିତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଗ୍ରୁପ ୨ର ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଥିବା ବେଳେ ପ୍ରଥମ ପରାଜୟ…
ମୋରବି ଝୁଲାପୋଲ ଦୁର୍ଘଟଣାରେ ଶୋକ ବ୍ୟକ୍ତ କଲେ ରୁଷ ରାଷ୍ଟ୍ରପତି ପୁଟିନ୍, ଆହତଙ୍କ ସୁସ୍ଥ କାମନା କଲେ
ନୂଆଦିଲ୍ଲୀ: ଗୁଜରାଟର ମୋରବିରେ ଝୁଲାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୧ ଜଣଙ୍କ ପ୍ରାଣହାନୀ ଘଟି ସାରିଛି। ଏହି ପୀଡାଦାୟକ ଘଟଣାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୋକ ବ୍ୟକ୍ତ କରିଛନ୍ତି। ଦେଶର…
ୟୁଜର୍ସ ଙ୍କୁ ଝଟକା ! ଟ୍ୱିଟରରେ Blue Tick ପାଇବା ପାଇଁ ଦେବାକୁ ପଡିବ ଅଧିକ ଟଙ୍କା ,ଜାଣନ୍ତୁ ସମ୍ପୂର୍ଣ ପ୍ଲାନ
ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟର କିଣିବା ପାଇଁ ବହୁ ମୂଲ୍ୟ ଦେଇଛନ୍ତି ଏବଂ ବର୍ତ୍ତମାନ ସୋସିଆଲ ମିଡିଆ ସାଇଟ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମଧ୍ୟ ଏହି ଡିଲ୍ ପାଇଁ ମୂଲ୍ୟ ଦେବାକୁ ପଡିବ। ମିଡିଆ ରିପୋର୍ଟ…
Halloween Party ରେ କାହିଁକି ରଖାଯାଏ କଖାରୁ , ଏହା ପଛରେ ଲୁଚି ରହିଛି କେଉଁ ରହସ୍ୟ ଜାଣନ୍ତୁ…
ନୂଆଦିଲ୍ଲୀ :ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହାଲୋଏନ୍ ପାର୍ଟିରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଯାହା ପରେ ଲୋକଙ୍କ ମନରେ ଏହି ପର୍ବ ବିଷୟରେ ଜାଣିବାକୁ ଆଗ୍ରହ ବଢିଛି। ଆସନ୍ତୁ…
(ଭିଡିଓ) ‘Zombie’ Pigeon: ଭାଇରସ୍ ଆକ୍ରାନ୍ତ ପରେ ପକ୍ଷୀମାନଙ୍କର ବେକ ମୋଡ଼ି ହୋଇଯାଉଛି
ନୂଆଦିଲ୍ଲୀ: ଏକ ସଂକ୍ରାମକ ରୋଗରେ ପୀଡ଼ିତ ହୋଇ ପାରାମାନେ ଜୋମ୍ବି ପ୍ରାଣୀ ପରି ଆଚରଣ ଦେଖାଉଛନ୍ତି । ୟୁକେରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ରୋଗ ଦ୍ୱାରା ପାରାମାନଙ୍କର ବେକ ମୋଡ଼ି ହୋଇଯିବା ସହ ସେମାନେ ଏକ…
କାର ବିସ୍ଫୋରଣରେ ୧୦୦ ଜଣଙ୍କ ଜୀବନ ଗଲା: ୩୦୦ରୁ ଅଧିକ ମରଣ ସହ ଲଢ଼େଇ କରୁଛନ୍ତି
ନୂଆଦିଲ୍ଲୀ: ଏକ କାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୧୦୦ ଜଣ ବ୍ୟକ୍ତି । ଏଥିସହିତ ୩୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ସୋମାଲିଆର ରାଜଧାନୀ ମୋଗାଦିଶୁରେ ଘଟିଛି ଏଭଳି ଏକ ଭୟଙ୍କର ଅଘଟଣ । ତେବେ ଏହି…
NASA ର ବଡ଼ ସୂଚନା ;ଖୁବ ଶୀଘ୍ର ପୃଥିବୀର ଅତି ନିକଟତର ହେବାକୁ ଯାଉଛି ଆଉ ଏକ ଆଷ୍ଟ୍ରୋଏଡ
ନୂଆଦିଲ୍ଲୀ: ଏକ ବିଶାଳ ଗ୍ରହ ପୃଥିବୀକୁ ଅତି ନିକଟବର୍ତ୍ତୀ ହେବାକୁ ଯାଉଛି । ନାସା ଅନୁଯାୟୀ ଏହାର ଲମ୍ବ ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ସହିତ ସମାନ। ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ବୋଲି ବର୍ଣ୍ଣନା…
ଏବେ ସବୁ କିଛି ସମ୍ଭବ; ୪୭ ଲକ୍ଷ ଦିଅନ୍ତୁ ଆଉ ଜୀବନ୍ତ ସମାଧି ନେବାର ଅନୁଭବ ପାଅନ୍ତୁ ,
ନୂଆଦିଲ୍ଲୀ:ମଣିଷ ତାର ଜୀବନରେ ସବୁ କିଛି ହାସଲ କରିବା ପରେ ବାସ ତାର ମନରେ ଗୋଟିଏ ଭାବନା ଜାଣିବା ବାକି ରହିଥାଏ ଆଉ ସେଇଟା ହେଉଛି ମୃତ୍ୟ ପରେ କିପରି ଲାଗେ । କଥାରେ ଅଛି ଆମ ଜୀବନର ସତ୍ୟତା ଆଉ ବାସ୍ତବିକତା ହେଉଛି…
ଟୁଇଟରରୁ ସିଇଓଙ୍କ ପରେ ଅନେକ କର୍ମଚାରୀଙ୍କୁ ବିଦା କରିବାର ଚାଲିଛି ପ୍ରସ୍ତୁତି, ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାମାଜିକ ଗଣମାଧ୍ୟମ ଟୁଇଟରର ନୂତନ ମୁଖ୍ୟ ଏଲନ ମସ୍କ କମ୍ପାନିରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଆମେରିକା ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସର…