Browsing Category

ବିଦେଶ

ଚିନ୍ତାଜନକ: ଭାରତରୁ କାହିଁକି ପଳାୟନ କରୁଛନ୍ତି କୋଟି ପତି ? ଏହି ଦେଶକୁ କରୁଛନ୍ତି ନିଜର ନୂତନ ଠିକଣା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ କମ ହେବା ସହିତ ଅନେକ କୋଟି ପତି ନିଜ ଦେଶ ଛାଡିବାରେ ଲାଗିଛନ୍ତି। ବ୍ରିଟେନର ଇନଭେଷ୍ଟମେଣ୍ଟ ମାଇଗ୍ରେସନ କନସଲଟେନ୍ସି କମ୍ପାନି ହେନଲେ ଆଣ୍ଡ ପାଟନର୍ସର ସଦ୍ୟତମ ରିପୋର୍ଟ…

FIFA World Cupରୁ ଆସିଲା ଦୁଃଖଦ ଖବର: ୨୨ ବର୍ଷୀୟ ଷ୍ଟାର ମିଡଫିଲ୍ଡରଙ୍କ ଦେହାନ୍ତ

ନୂଆଦିଲ୍ଲୀ: କତାରରେ ବର୍ତ୍ତମାନ ଫିଫା ବିଶ୍ୱକପ-୨୦୨୨ ଜାରି ରହିଛି । ଏହି ଅବସରରେ ଏକ ଆସିଛି ଏକ ଦୁଃଖଦ ଖବର । କଲମ୍ବିଆର ଷ୍ଟାର ମିଡଫିଲ୍ଡର ଆନ୍ଦ୍ରେସ ବଲାଣ୍ଟାଙ୍କ ପରଲୋକ ଘଟିଛି । ଆସନ୍ତା ବର୍ଷ ଜାନୁଆରୀ ମାସ ୧୮…

ମଣିଷର ମସ୍ତିଷ୍କରେ ଲାଗିବ ‘Brain Chip, ମଣିଷକୁ କରାଯିବ କଣ୍ଟ୍ରୋଲ: ଜାଣନ୍ତୁ କ’ଣ ରହିଛି ଏଲନ ମସ୍କଙ୍କ ପ୍ଲାନିଂ

ନୂଆଦିଲ୍ଲୀ: ଟ୍ୱିଟରକୁ କିଣିବା ପରେ ବିଶ୍ୱର ଅନ୍ୟତମ ଧନ୍ୟ ବ୍ୟକ୍ତି ଏଲନ ମସ୍କ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ନିକଟରେ ଏଲନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଣିଷର ବ୍ରେନକୁ ନିୟନ୍ତ୍ରଣ…

(Video) ପୃଥିବୀ କେମିତି ଘୂରୁଛି ଦେଖନ୍ତୁ: ପ୍ରକୃତିର ବାସ୍ତବତାକୁ ଥରେ ଅନୁଭବ କରନ୍ତୁ

ନୂଆଦିଲ୍ଲୀ: ଆପଣମାନେ କେବେ ପୃଥିବୀ ଘୁରୁଥିବାର ଦେଖିଛନ୍ତି । ପୃଥିବୀ ୨୪ ଘଣ୍ଟାରେ ଥରେ ଚକ୍କର ଲଗାଇଥାଏ । ଏହି ଚକ୍କର ପୃଥିବୀ ଘଣ୍ଟା ପ୍ରତି ୧୬୭୪ କିଲୋମିଟର ବେଗରେ ଲଗାଇଥାଏ । ପୃଥିବୀ ୨୩ ଘଣ୍ଟା, ୫୬ ମିନିଟ ଓ ୪…

ଓଜନ କମାଇବା ନିଶାରେ ‘ସ୍ପେଶାଲ’ ମସାଜ୍ କରୁଥିଲେ : ଫାଟିଗଲା ମହିଳାଙ୍କ କିଡନୀ !

ମଣିଷ ସୁନ୍ଦର ଦେଖାଯିବାକୁ କ’ଣ ବା ନକରୁଛି । କେତେକ ନିଜ ମୁହଁ ଓ ଗଠନକୁ କସମେଟିକ୍ ସର୍ଜରୀ କରି ବଦଳାଇ ଦେଉଛନ୍ତି ତ’ ଆଉ କେତେକ ପତଳା ହେବା ପାଇଁ ଖାଇବା-ପିଇବା ଛାଡ଼ି ଦେଉଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ…

(Video) ମୁଁ ବି ଫୁଟବଲ ଖେଳିପାରିବି, ମୋତେ କ’ଣ ଭାବୁଛ କି, ଦେଖ ମୁଁ କେମିତି ହେଡର ମାରୁଛି

ନୂଆଦିଲ୍ଲୀ: ବର୍ତ୍ତମାନ ହେଉଛି ସୋସିଆଲ ମିଡ଼ିଆର ଜମାନା । ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କର ବିଭିନ୍ନ ହରକତ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଛେଳିକୁ ସାଧାରଣ ଭାବେ ଅନେକ ଲୋକ ଏକ ନିରୀହ ପଶୁ…

ଉତ୍ତର ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ! ୧୦ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣ ମୃତ, ୨୪ ଗୁରୁତର

ଆଫଗାନିସ୍ତାନ: ଉତ୍ତର ଆଫଗାନିସ୍ତାନରେ ଏକ ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଏଫପି ସମାଚାର…

ଜି-୨୦ର ଅଧ୍ୟକ୍ଷ ହେବା ନେଇ ଭାରତରେ ଉତ୍ସବର ପ୍ରସ୍ତୁତି, ଗୁରୁବାର ଝଲସି ଉଠିବ ୧୦୦ ସ୍ମାରକ, ୫୦ ସହରରେ ହେବ ୨୦୦ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷ ହୋଇଯିବ। ଏ ନେଇ ଦେଶରେ ଉତ୍ସବର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି ଉପଲକ୍ଷେ ସମଗ୍ର ଦେଶରେ ୧୦୦ଟି ସ୍ମାରକ ଜି-୨୦ର ଲୋଗୋ ସହିତ…

ଦ୍ରୁତ ଗତିରେ ପରମାଣୁ ଅସ୍ତ୍ରର ଭଣ୍ଡାର ବଢାଉଛି ଚୀନ: ୨୦୩୫ ସୁଦ୍ଧା ମିଳିବ ୧୫୦୦ରୁ ଅଧିକ ଆଣବିକ ଅସ୍ତ୍ର

ନୂଆଦିଲ୍ଲୀ: ଚୀନକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚୀନ କିପରି ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବଢାଉଛି ତାକୁ ନେଇ ପେଣ୍ଟାଗନ ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ…

ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ: ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ, ପାଣି ହେବ ବିଷମୟ, ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ପାଖାପାଖି ୬୫ ମିଲିୟନ ବର୍ଷ ପୂର୍ବରୁ ଶେଷ ପ୍ରଳୟ ଆସିଥିଲା । ସେ ସମୟରେ ଧରିତ୍ରୀ ବକ୍ଷରୁ ଡାୟନାସୋର ବଂଶ ଲୋପ ପାଇଯାଇଥିଲା । ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି…