Browsing Category

ବିଦେଶ

(Video) ମଣିଷରୁ କୁକୁର ପାଲଟିଗଲେ ବ୍ୟକ୍ତି, ଖର୍ଚ୍ଚ କଲେ ୧୨ ଲକ୍ଷ…

ଦୁନିଆରେ ଏମିତି ମଣିଷ ଅଛନ୍ତି, ଯିଏ କି ନିଜକୁ ବଡ଼ ଅଜବ ଭାବେ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଆପଣ ଦେଖିଥିବେ ଅନେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜକୁ ବଦଳାଇ ଥାଆନ୍ତି । ହେଲେ କେହି କେବେ ମଣିଷରୁ ପଶୁ…

ନଗ୍ନ ଫଟୋ ନଦେଲେ ଘର ଜାଳି ଦେବି: ପଡୋଶୀ ମହିଳାଙ୍କୁ ମିଳିଲା ଏମିତି ସାଇକୋ ଲେଟର

ନୂଆଦିଲ୍ଲୀ: ପଡୋଶୀ ମହିଳାଙ୍କୁ ଏକ ଚିଠି ଲେଖିଛନ୍ତି ଜଣେ ବ୍ୟକ୍ତି । କିନ୍ତୁ ଏହି ଚିଠିରେ ଭରି ରହିଥିଲା ଧମକ । ଯଦି ମହିଳା ଜଣକ ତାଙ୍କ ନଗ୍ନ ଫଟୋ ନ ପଠାନ୍ତି, ତେବେ ତାଙ୍କ ଘର ଜାଳିଦେବେ ବୋଲି ଧମକ ଦେଇଛି ପଡୋଶୀ…

ଜଳୁଛି ପାକିସ୍ତାନ: ଇମରାନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ହିଂସା

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜ ପଦରୁ ହଟିବା ପରେ ଲଗାତାର ସଭା, ସମିତି ଓ ରାଲିକୁ ସମ୍ବୋଧିତ କରୁଛନ୍ତି । ଏହାରି ମଧ୍ୟରେ ଇମରାନ ଖାନ୍ ଇସଲାମବାଦ ପହଞ୍ଚିଥିଲେ । ତୁରନ୍ତ ନିର୍ବାଚନ…

ଆମେରିକାର ସେନାଠାରୁ ୧୦୦ ଗୁଣା ଅଧିକ ଲୋକଙ୍କ ପାଖରେ ରହିଛି ବନ୍ଧୁକ, ସର୍ଭେରୁ ହେଲା ବଡ଼ ଖୁଲାସ

ୱାଶିଂଟନ୍‌: ଆମେରିକାର ସେନାଠାରୁ ଲୋକଙ୍କ ପାଖରେ ୧୦୦ଗୁଣା ଅଧିକ ବନ୍ଧୁକ ରହିଛି । ବିଶ୍ୱବ୍ୟାଙ୍କ ମୁତାବକ, ୨୦୨୦ ମସିହାରେ ଆମେରିକାର ଲୋକସଂଖ୍ୟା ଆନୁମାନିକ ୩୩ କୋଟି ଥିଲା । ସ୍ମଲ୍‌ ଆର୍ମସ୍‌ ସର୍ଭେ ମୁତାବକ ଏଠାରେ…

ଆଫ୍ରିକୀୟ ଦେଶ ସେନେଗାଲରେ ବଡ଼ ଦୁର୍ଘଟଣା: ହସ୍ପିଟାଲରେ ନିଆଁ ଲାଗିବାରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ 

ତିୱାଉନ୍: ପଶ୍ଚିମ ଆଫ୍ରିକୀୟ ସେନେଗାଲରେ ଘଟିଛି ଏକ ବଡ଼ ଦୁର୍ଘଟଣା  । ତିୱାଉନର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବାରୁ ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । ସେନେଗାଲର ରାଷ୍ଟ୍ରପତି ମାକି ସେଲଙ୍କ ଉଦେ୍ଧଶ୍ୟରେ…

ଭାରତର ଆଭ୍ୟନ୍ତରୀଣ ମାମଲାରେ କାହିଁକି ମୁଣ୍ଡ ପୂରାଉଛି ପାକିସ୍ତାନ? ୟାସିନକୁ ଆଜୀବନ କାରାଦଣ୍ଡ ହେବା ପରେ କମ୍ପି ଉଠିଲେ ପାକିସ୍ତାନ…

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ହେବା ପରେ ପାକିସ୍ତାନରେ କମ୍ପନ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାର ବିଚାର କରି ଜାତୀୟ ତଦନ୍ତକାରୀ ସଂସ୍ଥା…

ପାହାଡ଼ ଭିତରୁ ମିଳିଲା ୩୦ ଫୁଟ ଲମ୍ବର ଡେଣା ଥିବା ବିଶାଳକାୟ ଜୀବ: ଉକ୍ତ ସ୍ଥାନରୁ ମିଳିଥିଲା ଡାଇନୋସରର ଜୀବାଶ୍ମ

ନୂଆଦିଲ୍ଲୀ: ପୃଥିବୀପୃଷ୍ଠରୁ ଏକ ବିଶାଳକାଳୟ ଜୀବର ସନ୍ଧାନ ମିଳିଛି । ତେବେ ଏହି ଜୀବର ଡେଣାର ଲମ୍ବ ୩୦ ଫୁଟ ରହିଥିବା ବେଳେ ସେ ଉଡ଼ିପାରୁଥିବା ନେଇ ତା’ର ଜୀବାଶ୍ମରୁ ସ୍ପଷ୍ଟ ହୋଇଛି । ତେବେ ଉକ୍ତ ପଶୁଟି ଟେରୋସର…

ଏହି ଗ୍ରହରେ ହୋଇପାରେ ଏଲିଅନ୍ସର ଘର: ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଲଗାତାର ଭାବେ ଏଲିଅନ୍ସର ଅସ୍ତିତ୍ୱ ଖୋଜିବାରେ ଲାଗିଛନ୍ତି । କୌଣସି ଗ୍ରହରେ ଏଲିଅନ୍ସ ରହୁଛନ୍ତି ବୋଲି ଅନେକ ବୈଜ୍ଞାନିକଙ୍କ ଧାରଣା ରହିଛି । ଏହାକୁ ନେଇ କୋପେନହେଗନ ବିଶ୍ୱବିଦ୍ୟାଳୟ…

କ୍ୟାନ୍ସରକୁ ଶେଷ କରିଦେବ ଏହି ଭାଇରସ୍: ମଣିଷ ଉପରେ କରାଗଲା ପ୍ରଥମ କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: କ୍ୟାନ୍ସରକୁ ନେଇ ଚିନ୍ତାରେ ଥିବା ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଡାକ୍ତରମାନେ କ୍ଲିନିକାଲ ଟ୍ରାଏଲ ସମୟରେ ଜଣେ ମଣିଷକୁ ଏକ ଭାଇରସର ଇଞ୍ଜେକ୍ସନ ଦେଇଛନ୍ତି । ମଣିଷ ଶରୀରରେ ଥିବା କ୍ୟାନ୍ସର…

ପିଞ୍ଜରାରେ ବନ୍ଦ ସିଂହକୁ ବିରକ୍ତି କରିବା ପଡିଲା ମହଙ୍ଗା, ଝାମ୍ପି ନେଲା ଯୁବକଙ୍କ ଆଙ୍ଗୁଠି…ଦେଖନ୍ତୁ ଭିଡିଓ

ନୂଆଦିଳ୍ଲୀ: ପିଞ୍ଜରା ଭିତରେ ବନ୍ଦ ଥିବା ପଶୁଙ୍କୁ ବିରକ୍ତି କରିବା ଠିକ୍‌ ନୁହେଁ । କେତେବେଳେ ସେମାନେ ବିଚଳିତ ହୋଇପଡିବେ ତାହା କହିହେବନି । ଏହାର ପରିଣାମ ବେଶ୍‌ ଭୟଙ୍କର ହୋଇପାରେ । ନିକଟରେ ଏଭଳି ଏକ ଘଟଣା…