Browsing Category
ବିଦେଶ
ବ୍ଲାକ୍ ସି’ରେ ବଡ ଧରଣ ବିସ୍ଫୋରଣ, ଧ୍ୱଂସ ହୋଇଗଲା ରୁଷ୍ର ଯୁଦ୍ଧପୋତ, ସୁରକ୍ଷିତ ଉଦ୍ଧାର ହେଲେ କର୍ମଚାରୀ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ୫୦ ଦିନ ପାରକରିସାରିଛି । ଏହାରି ମଧ୍ୟରେ ଅନେକ ଘନଘଟ୍ଟାର ସାମ୍ନା କରିସାରିଲେଣି ଦୁଇ ଦେଶ । ତେବେ ବ୍ଲାକ୍ ସି ମଧ୍ୟରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ଋଷର ଏକ ବିଶାଳ…
ବିମାନରୁ ଜବତ ହେଲା ୧୯୦ କୋଟିର ଡ୍ରଗ୍ସ, ପାଇଲଟଙ୍କ ସମେତ ସମସ୍ତ କ୍ରୁ ସଦସ୍ୟ ଗିରଫ
କାନାଡ଼ାରେ ଏକ ବିନମାନରୁ ପ୍ରାୟ ୧୯୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ଏହା ପରେ ଏହି ମାମଲାରେ ବିମାନର ପାଇଲଟଙ୍କ ସମେତ ସମସ୍ତ କ୍ରୁ ମେମ୍ବରଙ୍କୁ ଗିରଫ କରିଛି ପୋଲିସ । ପ୍ରଥମେ ଯେତେବେଳେ ବିମାନ ବବନ୍ଦରରେ…
ଟୁଇଟର କିଣିବା ପାଇଁ ୪୧ ବିଲିୟନ ଡ଼ଲାର୍ ଅଫର କଲେ ଏଲନ, ତାଙ୍କ ଅଫରକୁ ଫାଇନାଲ୍ ବୋଲି କହିଲେ
ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟରକୁ ସମ୍ପୁର୍ଣ୍ଣ ରୁପେ କିଣିବାକୁ ଆଶା ପ୍ରକାଶ କରିଛନ୍ତି । ଟୁଇଟର ବୋର୍ଡରେ ସାମିଲ ହେବାକୁ ମନା କରିବାର କିଛି ଦିନ ପରେ ଏଲୋନ ଟୁଇଟରକୁ ସମ୍ପୁର୍ଣ୍ଣ ରୁପରେ କିଣିବା…
ୟୁକ୍ରେନ ପରେ ଏବେ ଏହି ଦେଶକୁ ଟାର୍ଗେଟ କରୁଛି ଋଷ: ମସ୍କୋ ଦେଲା ଏମିତି ଧମକ
ନୂଆଦିଲ୍ଲୀ: ଜାତିସଂଘରୁ ବାହାରିବା ପରେ ଧମକ ପରେ ଧମକ ଦେଇ ଚାଲିଛି ଋଷ । ଏହା ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ୟୁନିଅନକୁ ଚେତାବନୀ ଦେଇଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦବେଦେବ । ଫିନଲାଣ୍ଡ ଏବଂ…
ପୁଅର ଜିଦ୍ ପାଇଁ ଗର୍ଭବତି ହେଲେ ମହିଳା, ଦିନରୁ ରାତି ଯାଏଁ ବାଥରୁମ ଯିବାକୁ ହେଉ ନଥିଲା ସମୟ
ମା ହେବା ମହିଳା ମାନଙ୍କ ପାଇଁ ଏକ ଖୁସି ଅନୁଭବ । ଜନ୍ମ ପୁର୍ବରୁ ମା ତାର ଗର୍ଭରେ ଗୋଟିଏ ଶିଶୁର ଯତ୍ନ ନେଇଥାଏ । ପିଲାଟିର ଜନ୍ମ ପରେ ତାର ଲାଳନ ପାଳନ କରି ତାକୁ ବଡ଼ କରିଥାନ୍ତି । ଗୋଟିଏ ଶିଶୁର ଯତ୍ନ ନେବା ଜଣେ ମାର…
ଶ୍ରୀଲଙ୍କା ପରେ ଭାରତର ଆଉ ଏକ ପଡେଶୀ ଦେଶରେ ଆର୍ଥିକ ସଙ୍କଟ, ୧୬.୨% ହ୍ରାସ ପାଇଲା ଜାତୀୟ ଆୟ
କାଠମାଣ୍ଡୁ: ପଡ଼ୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେବାପରେ ରାଜନୈତିକ ହଟଚମଟ ଦେଖାଦେଇଥିଲା । ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇ ଆସିବା ଫଳରେ ଜରୁରୀକାଳିନ ପରିସ୍ଥିତି ବି ଦେଖାଦେଇଥିଲା । ଶେଷରେ ଶ୍ରାଲଙ୍କା…
ଅମର ହେବା ପାଇଁ ଆସୁଛି ମେଡିସିନ୍: ସେନା ଉପରେ ହେବ କ୍ଲିନିକାଲ ଟ୍ରାଏଲ୍
ନୂଆଦିଲ୍ଲୀ: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…
ବ୍ରୁକଲିନ୍ ଷ୍ଟେସନରେ ଗୁଳିକାଣ୍ଡ: ଅଭିଯୁକ୍ତ ଗିରଫ
ୱାଂଶିଟନ୍: ନ୍ୟୁୟର୍କ ବ୍ରୁକଲିନ୍ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗୁଳିମାଡ଼ ଘଟଣାରେ ୬୨ ବର୍ଷୀୟ ଫ୍ରାଙ୍କ ଆର.ଜେମ୍ସ ଗିରଫ ହୋଇଥିବା ଜଣାପଡିଛି । ଜେମ୍ସଙ୍କ ନାଁରେ ସଂଘୀୟ ଆତଙ୍କବାଦ ଅପରାଧ…
ଛାତ୍ରଙ୍କୁ ମିଳିଲା ୩୦ କୋଟିର ସ୍କଲାରସିପ୍, ଆଡମିଶନ ପାଇଁ କଲେଜ ଲଗାଇଲେ ଧାଡ଼ି
ଜଣେ ୧୮ ବର୍ଷର ଛାତ୍ରଙ୍କୁ ମିଳିଛି ୩୦ କୋଟିର ସ୍କଲାରସିପ । ଛାତ୍ର ଜଣକ ୨୭ ଟି କଲେଜରେ ଆଡମିଶନ ପାଇଁ ଆବେଦନ କରିଥିଲେ ଏବଂ ସୌଭାଗ୍ୟ ବଶତଃ ସବୁଠି ମନୋନୀତ ହୋଇଥିଲେ । ସେ ଛାତ୍ରବୃତ୍ତି ଆକାରରେ ବିଭିନ୍ନ କଲେଜରୁ ମୋଟ…
ମାରିୟୁପୋଲରେ ଋଷ ସେନାକୁ ମିଳିଲା ବଡ ସଫଳତା: ଆତ୍ମସମର୍ପଣ କଲେ ୟୁକ୍ରେନର ବ୍ରିଗେଡ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଚାଲୁ ରହିଥିବା ବେଳେ ପୁତିନ ସେନାକୁ ଏକ ବଡ ସଫଳତା ମିଳିଛି । ମାରୟୁପୋଲରେ ୟୁକ୍ରେନର ୩୬ତମ ମରୀନ ବ୍ରିଗେଡ ପୁତିନ ସେନା ଆଗରେ ନିଜ ଆତ୍ମ ସମର୍ପଣ କରିଛନ୍ତି । ଋଷ ସେନା ସାମନାରେ…