Browsing Category
ବିଦେଶ
(Video) ଦେଖୁ ଦେଖୁ ସିଙ୍କହୋଲରେ ଫସିଗଲା କାର, ଫିଲ୍ମ ଷ୍ଟାଇଲରେ ବଞ୍ଚିଗଲା ମାଆ-ଛୁଆଙ୍କ ଜୀବନ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସିସିଟିଭିରେ ଅନେକ ଥର ଏପରି ଘଟଣାମାନ କଏଦ ହୁଏ, ଯାହାକୁ ଆଖିରେ ବିଶ୍ୱାସ କରାଯାଇପାରେନା। ବର୍ତ୍ତମାନ ଏଭଳି ଏକ ଘଟଣା ସିସିଟିଭିରେ କଏଦ ହୋଇଛି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣାରେ ଜଣେ ୪୩…
୧୭ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ବୋଇଙ୍ଗ୍
ନୂଆଦିଲ୍ଲୀ: ବିମାନ ନିର୍ମାତା ବୋଇଂଗ୍ ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । କଂପାନିର ଏହି ନିଷ୍ପତ୍ତି ଯୋଗୁଁ ପାଖାପାଖି ୧୭ ହଜାର କର୍ମଚାରୀ ଚାକିରି ହରାଇବେ । ବୋଇଂଗ୍ ର ଏହି ନିଷ୍ପତ୍ତି…
ପାକିସ୍ତାନ ବେଲୁଚିସ୍ତାନରେ ଗୁଳିକାଣ୍ଡ; ଆତତାୟୀଙ୍କ ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ
ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଆକ୍ରମଣ ହୋଇଛି। ବେଲୁଚିସ୍ତାନର ଏକ କୋଇଲା ଖଣି ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରି ୨୦ ଜଣ ଖଣି ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଗୁଳିମାଡ଼ରେ ଅନ୍ୟ ୭ ଜଣ ଆହତ…
ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍; ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍
ମୁମ୍ୱାଇ: ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍। ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍। ୩ ମ୍ୟାଚ ବିଶିଷ୍ଟ…
ଟେସ୍ଲାର ରୋବୋଟାକ୍ସିରେ ରହିବେନି ଡ୍ରାଇଭର; ଜାଣନ୍ତୁ କେତେ ରହିଛି ମୂଲ୍ୟ
ମୁମ୍ୱାଇ: ଟେସ୍ଲାର ମାଲିକ ଏଲନ୍ ମସ୍କ କାଲିଫର୍ଣ୍ଣିଆର ବୁର୍ବ୍ୟାଙ୍କସ୍ଥିତ ୱାର୍ଣ୍ଣର ବ୍ରଦର୍ସ ଷ୍ଟୁଡିଓରେ ବହୁ ପ୍ରତୀକ୍ଷିତ ରୋବୋଟାକ୍ସି ସାଇବରକାବ୍ କୁ ଉନ୍ମୋଚନ କରିଛନ୍ତି । 'ଭି ରୋବୋଟ୍' ନାମକ ଏକ…
(Video) ହେ ଭଗବାନ! ଶିକ୍ଷକଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ଏକ କୋବ୍ରା, ବାହାରକୁ କାଢ଼ିବା ବେଳକୁ…
ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଅଘଟଣ ଘଟିଥାଏ, ଯାହାକି ଅନ୍ୟ ପାଇଁ ବଡ଼ ବିପଦର କାରଣ ସାଜିଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଗୋଟିଏ ସାପ ଜଣେ ଶିକ୍ଷକଙ୍କ ପ୍ୟାଣ୍ଟ ଭିତରେ…
ସ୍ତ୍ରୀ-୭ ଝିଅ ଓ ଶାଶୂଙ୍କୁ ବନ୍ଦ କରି ରଖିଥିଲା ୨୦ ବର୍ଷ, ସମସ୍ତଙ୍କୁ ଦୁଷ୍କର୍ମ କରି କରୁଥିଲା ଗର୍ଭପାତ
ନୂଆଦିଲ୍ଲୀ: ସମାଜରେ ବାପା-ଝିଅଙ୍କ ପବିତ୍ର ସମ୍ପର୍କ ନଷ୍ଟ ହୋଇଯାଇଛି। କିନ୍ତୁ ଏବେ ୧୬ ବର୍ଷ ପରେ ଆଉ ଏକ ଭୟଙ୍କର କାହାଣୀ ସାମ୍ନାକୁ ଆସିଛି। ଯେଉଁଠି ଜଣେ ପିତା ନିଜ ସ୍ତ୍ରୀ, ସାତ ଝିଅ ଓ ଶାଶୁଙ୍କୁ ୨୦ ବର୍ଷ ଧରି…
(Video) ଦୈନନ୍ଦିନ କାମ କରିବାକୁ ପ୍ରସ୍ତୁତ ମସ୍କଙ୍କ ରୋବଟ ଆର୍ମୀ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ୱି, ରୋବଟ ଇଭେଣ୍ଟରେ ଟେଲ୍ସା ତାର ସଦ୍ୟତମ ଉଦ୍ଭାବନ ପ୍ରଦର୍ଶନ କରିଛି । ମନୁଷ୍ୟାକୃତ ରୋବଟଗୁଡିକୁ ସର୍ବ ସମ୍ମୁଖକୁ ଆଣିଛନ୍ତି ଟେଲ୍ସାର ମାଲିକ ଏଲେନ ମସ୍କ । ଏହି ଇଭେଣ୍ଟରେ ଟେଲ୍ସାର…
ପ୍ରତିଶୋଧ ନେବ ଇଜରାଏଲ, ଇରାନ ଉପରେ ଆକ୍ରମଣ କରିବାକୁ ଡାକିଲା ବୈଠକ
ନୂଆଦିଲ୍ଲୀ: ଇଜରାଏଲ ଉପରେ ଇରାନର ୧୮୦ ମିଜାଇଲ ଆଟାକର ପ୍ରତିେଶୋଧ ନେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଲେଣି ରଣନୀତି ପ୍ରସ୍ତୁତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ୟାବିନେଟ ବୈଠକ ହେବାକୁ…
ଶାନ୍ତି ପାଇଁ ନୋବେଲ ପୁରସ୍କାର; ଜାପାନର ‘ନିହନ୍ ହିଡାନ୍କ୍ୟୋ’ ସଂଗଠନକୁ ମିଳିଲା ଏହି ସମ୍ମାନ
ନୂଆଦିଲ୍ଲୀ: ୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନର ଏକ ସଂସ୍ଥା 'ନିହନ୍ ହିଡାନ୍କ୍ୟୋ'କୁ ମିଳିଲା ଏହି ସମ୍ମାନ। ହିରୋସିମା ଏବଂ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣରେ ବଞ୍ଚିଥିବା ଲୋକଙ୍କ…