Browsing Category

ବିଦେଶ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପୂର୍ବତନ ପତ୍ନୀ: ପାକ ସେନାର କଣ୍ଢେଇ ସାଜିଛନ୍ତି ଇମ୍ରାନ ଖାନ୍

ନୂଆଦିଲ୍ଳୀ: ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମଲୋଚନା କରିଛନ୍ତି ପୂର୍ବତନ ପତ୍ନୀ । ଟ୍ୱିଟ୍ କରି ନିଜର ପୂର୍ବତନ ପତିଙ୍କୁ ପାକିସ୍ତାନ ସେନାର କଣ୍ଢେଇ ବୋଲି ଅଭିହିତ…

୨୦୨୨ ରେ କରୋନା ମହାମାରୀର ହେବ ଅନ୍ତ! ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡା. ଟେଡ୍ରସ ଅଧନୋମଙ୍କ କହିଛନ୍ତି ୨୦୨୨ କରୋନା ମହାମାରୀର ଶେଷ ବର୍ଷ ହୋଇପାରେ । କିନ୍ତୁ ଏଥିପାଇଁ ବିକଶିତ ଦେଶମାନଙ୍କୁ ନିଜର…

୩ ବର୍ଷରେ ନିଆଁ ଲାଗି ଜଳିଗଲା ୧୦୭ଟି ଘର: ଏହାର ଖଳନାୟକ କିଏ- ରହସ୍ୟମୟୀ ବିଲେଇ

ନୂଆଦିଲ୍ଲୀ: ସାଧାରଣତଃ ଘରମାନଙ୍କରେ ଗ୍ୟାସ, ବିଦ୍ୟୁତ ଆଦି ବିଭିନ୍ନ କାରଣରୁ ନିଆଁ ଲାଗିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ବିଲେଇ ନିଆଁ ଲଗାଇଛି, ଏକଥାକୁ କେହି ବିଶ୍ୱାସ କରିବେ ନାହିଁ । ପୁଣି ଗୋଟିଏ କି ଦୁଇଟି…

ଦୁନିଆର ସବୁଠାରୁ ଛୋଟ ମହିଳାଙ୍କ ପରଲୋକ: ୨.୫ ଫୁଟ ଥିଲା ଉଚ୍ଚତା

ନୂଆଦିଲ୍ଲୀ: ୨୦୧୦ରେ ଦୁନିଆର ସବୁଠାରୁ ଛୋଟ ମହିଳା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଥିବା ଏଲିଫ କୋକାମନଙ୍କ ଦେହାନ୍ତ ହୋଇଛି । ସେ ମାତ୍ର ୩୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଲିଫଙ୍କ ଅନେକ ଅଙ୍ଗ…

ଆଇସୋଲେସନ୍ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଏଣିକି ୧୪ ଦିନ ନୁହେଁ ବରଂ ଏତିକି ଦିନ ରହିବାକୁ ପଡ଼ିବ ସମସ୍ତଙ୍କୁ ଅଲଗା

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମଣ ବଢ଼ିଚାଲିଛି । ବ୍ରିଟେନ୍ ଓ ଆମେରିକାରେ କରୋନାର ଦୈନିକ ମାମଲା ରେକର୍ଡ ଭାଙ୍ଗୁଛି । ସେହିପରି ଭାରତରେ ମଧ୍ୟ ପ୍ରତିଦିନ ସଂକ୍ରମିତ…

ଇସ୍ରାଏଲରୁ କୋଭିଡର ଆଉ ଏକ ନୂଆ ଭାଇରସ୍ ‘ଫ୍ଲୋରେନା’ ଚିହ୍ନଟ, ସାମନାକୁ ଆସିଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ସାରା ବିଶ୍ୱ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ୍ ସହିତ ଲଢ଼େଇ କରୁଛି । ଆମେରିକା, ୟୁକେ, ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟାନ୍ୟ ଦେଶରେ ଓମିକ୍ରନର ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ଏହି ନୂତନ ଭାରିଆଣ୍ଟ୍…

ଜଳୁଛି କଲରାଡୋ: ୨ ସହରକୁ ଗିଳିବାକୁ ବସିଲାଣି ନିଆଁ

ନୂଆଦିଲ୍ଲୀ: ଆମେରିକାରେ ଜଳୁଛି ଦୁଇଟି ପ୍ରମୁଖ ସହର । ଆମେରିକାର ଆମେରିକାର କଲରାଡ଼ୋ ରାଜ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ଆଉ ଏ ନିଆଁ ସମ୍ପୂର୍ଣ୍ଣ ଭାବେ ୨ ସହରକୁ ଧ୍ଵଂସ କରିବାକୁକୁ ବସିଲାଣି । ନିଆଁର…

ଜଙ୍ଗଲ ନିଆଁ: ବର୍ଷକରେ ମାରିଲାଣି ୧.୭ କୋଟି ପଶୁ

ନୂଆଦିଲ୍ଳୀ:ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ବନ୍ୟା,ମରୁଡ଼ି ସହ ଜଙ୍ଗଲ ନିଆଁରେ କେବଳ ମଣିଷ ନୁହେଁ ବନ୍ୟପ୍ରାଣୀ ମଧ୍ୟ ପ୍ରଭାବିତ ହୋଇଛନ୍ତି ।…

ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆ ବର୍ଷକୁ ସ୍ୱାଗତ କରିଛି ନ୍ୟୁଜିଲାଣ୍ଡ । ୨୦୨୨ର ପ୍ରଥମ ଦିନକୁ ସ୍ୱାଗତ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ସହର ଅକଲାଣ୍ଡରେ ପ୍ରଥମ ସ୍ଥାନ ଭାବରେ ନୂତନ ବର୍ଷ ପାଳନ…

ଭୁଲରେ ୭୫ ହଜାର ଗ୍ରାହକଙ୍କ ଖାତାକୁ ଚାଲିଗଲା ୧୩୦୩ କୋଟି ଟଙ୍କା, ଆଦାୟ କରିବା ବେଳକୁ ବ୍ୟାଙ୍କ୍ କର୍ମଚାରୀ ହଟହଟା

ନୂଆଦିଲ୍ଲୀ: ବ୍ରିଟେନରେ ସେଣ୍ଟେଣ୍ଡର୍ ବ୍ୟାଙ୍କ କ୍ରିସମସ୍ ରେ ନିଜର ଗ୍ରାହକଙ୍କୁ ଭୁଲରେ ୧୩ କୋଟି ପାଉଣ୍ଡ ଅର୍ଥାତ୍ ୧୩୦୩ କୋଟି ଟଙ୍କା ଜମା କରିଦେଇଛି । ଏହି ଟଙ୍କା ପ୍ରାୟ ୭୫ ହଜାର ଗ୍ରାହକଙ୍କ ଖାତାକୁ ଚାଲିଯାଇଛି…