Browsing Category
ବିଦେଶ
ହଠାତ୍ ଥରି ଉଠିଲା ଏହି ଅଞ୍ଚଳ, ଜାଣନ୍ତୁ ଏହାର କାରଣ
କାଠମାଣ୍ଡୁ: ନେପାଳ କାସ୍କି ଜିଲ୍ଲାରେ ଥିବା ସିନୁୱାରେ ଭୂକମ୍ପ । ୪.୭ ତୀବ୍ରତା ବିଶିଷ୍ଠ ଭୂକମ୍ପ ଅନୁଭୂତ ହୋଇଛି ।
ନେପାଳର ରାଜଧାନୀ କାଠମାଣ୍ଡୁରୁ ଏହି ଅଞ୍ଚଳର ଦୂରତା ୨୫୦ କିଲୋମିଟର । ସମୟ ପ୍ରାୟ ୧ଟା ବାଜି…
ଇତିହାସରେ ପ୍ରଥମ; ସ୍ଵର୍ଣ୍ଣ ମନ୍ଦିରରେ ମୁତୟନ ହେବ Air Defence System
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ନିଆଗଲା ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି । ପ୍ରଥମଥର ପାଇଁ ସ୍ବର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରାଯିବ ।
“ଅପରେସନ ସିନ୍ଦୂର”ସମୟରେ ଅମୃତସରର…
ଅପରେସନ ସିନ୍ଦୁର ମାଧ୍ୟମରେ ମାଡ ଖାଇଗଲା ପାକିସ୍ତାନ, କିନ୍ତୁ ହାରିଗଲେ ଚୀନ ଓ ତୁର୍କୀ !
ନୂଆଦିଲ୍ଲୀ: ଭାରତୀୟ ସେନାର ‘ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନର ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରାଯାଇଛି। ଚୀନ ଓ ତୁର୍କୀର ସାମରିକ ସହାୟତା ସତ୍ତ୍ୱେ ପାକିସ୍ତାନୀ ସେନାର ପ୍ରୟାସ ବିଫଳ ହୋଇଛି। ଭାରତର…
ଭାରତ-ପାକିସ୍ତାନ ପରେ, ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଟ୍ରମ୍ପ
ଆମେରିକା: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଏବେ ରୁଷ-ୟୁକ୍ରେନ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୀର୍ଘ ଦିନ ହେବ ରୁଷ-ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଯେଉଁଥିରେ…
ତୁର୍କୀ ବିରୁଦ୍ଧରେ ଭାରତର ବୟକଟ୍ ଅଭିଯାନ: ଏଭିଏସନ୍, ଚକୋଲେଟ୍ ଓ ଫଳରୁ ଆରମ୍ଭ କରି ସମସ୍ତ ଉପରେ ପ୍ରତିବନ୍ଧ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ସୈନ୍ୟ ସଂଘର୍ଷ ପରେ ତୁର୍କୀର ପାକିସ୍ତାନକୁ ସମର୍ଥନ ଦେବା ନେଇ ଭାରତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁର୍କୀ ଦ୍ୱାରା ପାକିସ୍ତାନକୁ ସାମରିକ ସହାୟତା ଯୋଗାଇ…
କମ୍ପ୍ୟୁଟର କୋର୍ସରେ କେତେ ନମ୍ବର ପାଇଥିଲେ ଏଲନ ମସ୍କ, ସ୍କୋରକାର୍ଡ ଭାଇରାଲ କରିଦେଲେ ମା’
ୱାଶିଂଟନ,୧୯ା୫: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ତାଙ୍କ ପାଠପଢ଼ା ସମୟରେ କମ୍ପ୍ୟୁଟର ବିଷୟରେ କେତେ ସ୍ମାର୍ଟ ଥିଲେ ତାହାର ପ୍ରମାଣ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ସମ୍ପ୍ରତି ତାଙ୍କ ମା' ମେ…
ଯୁଦ୍ଧବିରତିକୁ ନେଇ ବୈଦେଶିକ ସଚିବଙ୍କ ସ୍ପଷ୍ଟ ବୟାନ, କହିଲେ ଟ୍ରମ୍ପଙ୍କ କୌଣସି ଭୂମିକା ନାହିଁ, ଆମେ ଦୁଇ ଦେଶ…
ନୂଆଦିଲ୍ଲୀ,୧୯ା୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ଉପରେ ସଂସଦୀୟ କମିଟିକୁ ସୂଚନା ଦେଇଥିଲେ। ସୂତ୍ର ଅନୁଯାୟୀ, କମିଟିର ଅନେକ…
ତୃତୀୟ ବିଶ୍ୱଯୁଦ୍ଧ ହେଲେ କେଉଁ ଦେଶ ରହିବେ ଗୋଟିଏ ପଟେ ? କାହା ବିରୋଧରେ ହେବ ଯୁଦ୍ଧ; ଏଥିରେ ଭାରତର ଭୂମିକା କ’ଣ ରହିବ…
ନୂଆଦିଲ୍ଲୀ,୧୯ା୫: ବିଶ୍ୱର ଅନେକ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଗୋଟିଏ ପଟେ ଗତ ତିନି ବର୍ଷ ଧରି ରୁଷ-ୟୁକ୍ରେନ ଯୁଦ୍ଧଚାଲିଥିବାବେଳେ ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଭୟଙ୍କର ହତ୍ୟାକାଣ୍ଡ ପରେ ତୁର୍କୀ ଏବଂ…
କେମିତି ନିଯୁକ୍ତ ହୁଅନ୍ତି Spy ଅଫିସର, ଯିଏ କି ବିଦେଶରେ ଦେଶ ପାଇଁ କରନ୍ତି ଜାସୁସ୍
ନୂଆଦିଲ୍ଲୀ/ଇସଲାମାବାଦ,୧୯ା୫: ଭାରତ ଉପରେ ପାକିସ୍ତାନ ତା’ର ମନ୍ଦ ଉଦେ୍ଦଶ୍ୟ ଆଜି ପର୍ଯ୍ୟନ୍ତ ଜାରି ରଖିଛି । ଭାରତ ସହିତ ପ୍ରତ୍ୟେକ ଥର ସିଧାସଳଖ ଯୁଦ୍ଧରେ ପରାସ୍ତ ହେବା ପରେ, ଏବେ ସେ ଗୁପ୍ତଚର କାର୍ଯ୍ୟ ଆରମ୍ଭ…
ପାକିସ୍ତାନ ବଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୪ ମୃତ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି । ଏହି ସମୟରେ, ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି । କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି…