Browsing Category

ବିଦେଶ

ଗାଜିଆବାଦ୍ ହେଉଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ସହର: ରିପୋର୍ଟ

ନୂଆଦିଲ୍ଳୀ: ବିଶ୍ୱରେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ପରିବେଶ ପ୍ରଦୂଷଣ । ଦିନକୁ ଦିନ ସହରୀକରଣ ବୃଦ୍ଧ ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଆଉ ଏହାରି ମଧ୍ୟରେ ସବୁଠୁ ଅଧିକ ପ୍ରଦୂଷିତ ସହର…

ଆମେରିକାରେ ପ୍ରଭାବଶାଳୀ ଏହି ୫ ଭାରତୀୟ ମହିଳା

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ଆମେରିକାର ସବୁଠାରୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ମହିଳାଙ୍କ ତାଲିକା । ବୁଧବାର ପ୍ରକାଶିତ ତାଲିକାରେ ୫ ଜଣ ଭାରତୀୟ ମହିଳା ଟପ-୧୦୦ରେ ସ୍ଥାନ ପାଇଛନ୍ତି । ୫ ଭାରତୀୟ ମହିଳା…

ତାଲିବାନ ଅକ୍ତିଆରରେ କାନ୍ଦାହାର ଜେଲ୍; ଶତାଧିକ କଏଦୀ ମୁକ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ଧୀରେ ଧୀରେ କବଜା କରିବାରେ ଲାଗିଛି ତାଲିବାନ । ୭୦ ପ୍ରତିଶତ ଆଫଗାନୀ ସହର ଉପରେ ତାଲିବାନ କବଜା କରି ନେଇଥିବା ବେଳେ କାନ୍ଦାହାର ସେଣ୍ଟ୍ରାଲ ଜେଲ ଉପରେ ମଧ୍ୟ କବଜା କରି ନେଇଛି ।…

ଆଖି ପିଛୁଳାକେ ଗାଏବ ହୋଇଗଲା ୪ ହଜାର ୫୦୦ କୋଟି; ଚୋରଙ୍କୁ କହିଲେ ଆସ ଚାକିରି କରିବ

ନୂଆଦିଲ୍ଲୀ: ଆଖି ପିଛୁଳାକେ ଲୁଟି ନେଲେ ୪ ହଜାର ୫୦୦ କୋଟି ଆଉ ତା ପୁଣି ବିନା ଉପସ୍ଥିତିରେ । ହ୍ୟାକିଂ କରି ୪୫୦୦ କୋଟିର କ୍ରିପ୍ଟୋକରେନ୍ସି ଲୁଟିବା ପରେ ଅର୍ନ୍ତଦ୍ଧାନ ହୋଇ ଯାଇଛନ୍ତି ସାଇବର ଲୁଟେରା । ଏଥେରିୟନ ଓ…

‘ଦୁଷ୍କର୍ମ କେବଳ ୧୧ ମିନିଟ’; ଏମିତି କହି ଦଣ୍ଡ କମାଇଲେ ମହିଳା ଜଜ୍, ଜାଣନ୍ତୁ ପୂରା ଘଟଣା

ଓଡ଼ିଶା ଭାସ୍କର ବ୍ୟୁରୋ: କୋର୍ଟରେ ଚାଲିଲା ଦୁଷ୍କର୍ମ ମାମଲାର ଶୁଣାଣି । ହେଲେ ପୀଡ଼ିତାଙ୍କ ପକ୍ଷରେ ଗଲାନି ରାୟ । ମାତ୍ର ୧୧ ମିନିଟ୍ ଦୁଷ୍କର୍ମ କରାଯାଇଛି ବୋଲି ଦର୍ଶାଇବା ସହ ଜଜ୍ କମାଇଦେଲେ ଦୋଷୀର ଦଣ୍ଡ । ଏପରିକି…

ଭାରତରେ ବ୍ୟାନ୍ ହୋଇଥିବା ଏହି ଆପ୍ ଦୁନିଆରେ ହୋଇଛି ସର୍ବାଧିକ ଥର ଡାଉନଲୋଡ୍, ଜାଣନ୍ତୁ ଟପ୍ ୫ ଲିଷ୍ଟରେ ରହିଛି କେଉଁ କେଉଁ ଆପ୍

ନୂଆଦିଲ୍ଲୀ: ୨୦୨୦ରେ ସର୍ବାଧିକ ଥର ଡାଉନଲୋଡ୍ କରାଯାଇଥିବା ଆପ୍ ହୋଇଥିଲା ଟିକଟକ୍ । ଏଥିସହ ଫେସବୁକ୍ ଭଳି ଆପ୍ କୁ ବି ପଛରେ ଛାଡ଼ିଦେଇଥିଲା ଟିକଟକ୍ । ବିଜନେସ୍ ଜର୍ନାଲ୍ ନିକ୍କେଇ ଏସିଆର ଏକ ରିପୋର୍ଟ ମୁତାବକ, ୨୦୧୮ରୁ…

‘ମାତ୍ର ୧୧ ମିନିଟ୍ ହୋଇଛି ଦୁଷ୍କର୍ମ’ ବୋଲି କହି ଦୋଷୀର ସଜ୍ଜାକୁ କମ୍ କରିଦେଲେ ଜଜ୍, ଲୋକେ କଲେ ଜୋରଦାର୍ ବିରୋଧ

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣିରେ ଦିଆଯାଇଥିବା ରାୟକୁ ନେଇ ଏବେ ଦେଶବ୍ୟାପି ଜଜ୍ ଙ୍କ ବିରୋଧରେ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଘଟଣା ହେଉଛି ଯେ, ଜଣେ…

ବୁର୍ଜ ଖଲିଫାର ଶୀର୍ଷରେ ଏମିରେଟ୍ସ ଏୟାରଲାଇନ୍ସର ବିଜ୍ଞାପନ ଶୁଟିଂ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏମିରେଟ୍ସ ହେଉଛି ଦୁନିଆର ସବୁଠାରୁ ବଡ଼ ଏୟାରଲାଇନ୍ସ । ଏବେ ଏହାର ସ୍ୱର ଦୁନିଆର ସବୁଠାରୁ ଉଚ୍ଚ ତଥା ନଭଶ୍ଚୁମ୍ଭୀ ଅଟ୍ଟାଳିକା ଦୁବାଇର ବୁର୍ଜ ଖଲିଫାର ଶୀର୍ଷରେ ପହଞ୍ଚିଛି । ଏପରି କହିବାର କାରଣ ହେଲା…

ପଶ୍ଚିମ ଆଫ୍ରିକାରୁ ମିଳିଲା ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା, ସତର୍କ କଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ମାରାତ୍ମକ ଭାଇରସ୍ । ଗୁଇନିଆରେ ମାରବର୍ଗ ଭାଇରସ୍ ବ୍ୟାପୁଥିବା ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ।…

ପାକିସ୍ତାନରେ ୮ ବର୍ଷର ହିନ୍ଦୁ ବାଳକକୁ ଦିଆଯାଇପାରେ ଫାଶୀଦଣ୍ଡ, ଏହା ହେଉଛି କାରଣ

ଇସଲାମାବାଦ: ପାକିସ୍ତାନର ଜଣେ ୮ ବର୍ଷର ହିନ୍ଦୁ ବାଳକକୁ ମୃତ୍ୟୁଦଣ୍ଡର ସାମ୍ନାକୁ କରିବାକୁ ପଡିପାରେ । ତେବେ ଇର୍ଶାନିନ୍ଦା ଅଧୀନରେ ବାଳକ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ଦୋଷୀଙ୍କୁ ସଜା-ଏ-ମୌତ୍ ବା…