Browsing Category

ବିଦେଶ

ନୂଆ ଗାର୍ଲଫ୍ରେଣ୍ଡ ଚକରରେ ପଡ଼ିଲେ ପତି, କ୍ରୋଧରେ ୫ ସନ୍ତାନଙ୍କୁ ମାରିଦେଲେ ପତ୍ନୀ

ନୂଆଦିଲ୍ଲୀ: କଥାରେ ଅଛି, କ୍ରୋଧ ପରମ ଚଣ୍ଡାଳ । କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ମହିଳା ନିଜର ୫ ଜଣ ସନ୍ତାନଙ୍କୁ ହତ୍ୟା କରିଛନ୍ତି । ମହିଳାଙ୍କ ସ୍ୱାମୀ ଜଣେ ନୂଆ ଗାର୍ଲଫ୍ରେଣ୍ଡଙ୍କ ଚକରରେ ପଡ଼ିଥିଲେ । ଫଳରେ ରାଗରେ…

ଏଥର ହଜ୍ ଯାତ୍ରାକୁ ଯାଇ ପାରିବେନି ଅନ୍ୟ ଦେଶବାସୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହଜ୍ ଯାତ୍ରା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବାତିଲ୍ ହୋଇଛି । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏନେଇ ହଜ୍ କମିଟିର ମୁଖ୍ୟ…

କୋର୍ଟରୁ ବଞ୍ଚିବାକୁ ମେହୁଲ ଚୋକସିର ନୂଆ ଚାଲ୍, ମାନସିକ ଅବସାଦ ଭିତରେ ଥିବା କହିବାରୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କୋର୍ଟଠାରୁ ବଞ୍ଚିବା ପାଇଁ ନୂଆ ପନ୍ଥା ଆପଣାଇଛି । ତେବେ ଚୋକସି ଡୋମିନିକାରେ ମାଜିଷ୍ଟ୍ରେଟ୍ କୋର୍ଟରେ…

୪୩ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ: ଡ୍ରାଗନକୁ ମିଳିଲା ଗଲୱାନ୍ ସଂଘର୍ଷର କଡ଼ା ଜବାବ

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫ ତାରିଖରେ ଲଦ୍ଦାଖ ନିକଟବର୍ତ୍ତୀ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଭାରତ ତୁଳନାରେ…

ଭାରତ ସରକାରଙ୍କ ତ୍ୱରିତ ଅନଲକ ପ୍ରକ୍ରିୟା ଓ ସାମାଜିକ ସମାବେଶ ହିଁ ଦ୍ଵିତୀୟ ଲହର ପାଇଁ ଦାୟୀ: ହୁ

ଲଣ୍ଡନ: ଦେଶରୁ ପ୍ରଥମ ଲହରର ପ୍ରଭାବ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନଥିବା ବେଳେ ଜୀବନ ଶୈଳୀରେ ସ୍ବାଭାବିକତା ଫେରାଇ ଆଣିବା ଚକରରେ ସରକାର ଦ୍ବିତୀୟ ଲହରର ଆବିର୍ଭାବକୁ ଠିକ୍‌ ରୂପେ ଆକଳନ କରିପାରିନଥିଲେ । ଯାହା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୨୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୨୭ ହଜାର ୬୪୮ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୦ ଲକ୍ଷ ୨୭…

ନୋଭାଭାକ୍ସ ଟିକା ୯୦ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କରୋନା ଟିକା ନୋଭାଭାକ୍ସ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହୋଇଛି । ଏନେଇ ଦାବି କରିଛି ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ । ସ୍ୱଳ୍ପ, ମଧ୍ୟମ ଏବଂ ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ…

ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍, ଜାଣନ୍ତୁ ଏହା କେତେ କ୍ଷତିକାରକ ଓ ବ୍ୟାପୁଛି କିପରି?

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି । ଏହି ଭାଇରସର ନାମ ‘ମଙ୍କିପକ୍ସ’ । ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ…

ଚିକିତ୍ସା ନାଁରେ ମହିଳାଙ୍କଠୁ ୮୦ ଲକ୍ଷ ଚଳୁ, ସୋସିଆଲ୍ ମିଡିଆରେ ହୋଇଥିଲା ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସୋସିଆଲ୍ ମିଡିଆ ଜରିଆରେ ସମ୍ପର୍କ କରି ଏକ ବଡ଼ ଧରଣର ଠକେଇ ହୋଇଥିବା ଜଣାପଡ଼ିଛି । ତେବେ ଏଥର ସାଇବର ଅପରାଧୀମାନେ ଟିକେ ନୂଆ ଚାଲ୍ ଚଳାଇଥିବା ଜଣାପଡ଼ିଛି । ନିଜକୁ ଡାକ୍ତର ବୋଲି…

ସରିବ ଡ୍ରାଗନର ଖେଳ: ଚୀନର OBOR ପ୍ରୋଜେକ୍ଟକୁ ରୋକିବ BBB ପ୍ଲାନ୍, ଭାରତ ସହ ସାମିଲ୍ ହେଲେ ଅନ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱସ୍ତରରେ ଚକ୍ରାନ୍ତକାରୀ ରାଷ୍ଟ୍ର ଚାଇନାର ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଅନ୍ୟ ଦେଶର ସୀମା ବେଆଇନ ଭାବେ ହଡ଼ପ କରିବା ଠାରୁ ଆରମ୍ଭ କରି କରୋନାର ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ ସମସ୍ତ ଅନର୍ଥର…