Browsing Category

ବିଦେଶ

ରକ୍ତର ହୋଲି ଖେଳିଲା ସେନା: ୧୧୪ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ନାଇପିତାବ, ୨୮ା୩: ଦେଶର ଯବାନଙ୍କ ବିରୋଧରେ ମ୍ୟାଁମାରରେ ଆନ୍ଦୋଳନ ଜାରି ରହିଛି । ମ୍ୟାଁମାର ସେନାର ବର୍ବରତାର ସୀମା ଟପିଛି । ଯବାନଙ୍କ ଆଖିବୁଜା ଗୁଳି ବର୍ଷଣ ଫଳରେ ୧୧୪ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି ।…

ଆଜି ନିର୍ଣ୍ଣାୟକ ଦିନିକିଆ: ବିଜୟ ଲକ୍ଷ୍ୟରେ ଉଭୟ ଦଳ

ନୂଆଦିଲ୍ଲୀ, ୨୮ା୩: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୧-୧ରେ ବରାବର ସ୍ଥିତିରେ ରହିଛି । ଟେଷ୍ଟ ଓ ଟି-୨୦ ପରେ ଦିନିକିଆ ସିରିଜ ହାତେଇବା…

୨୭.୮୮ ଲକ୍ଷରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୨୮ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୮୮ ହଜାର ୮୦୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୭୨…

ଏମିତି ଏକ ହୋଟେଲ ଯେଉଁଠି ଖୋଲା ଆକାଶ ତଳେ ଦମ୍ପତି ବିତାଇଥାନ୍ତି ସାରା ରାତି

ଅଧିକାଂଶ ଦମ୍ପତି ବିବାହ ପରେ ବାହାରକୁ ବୁଲିବାକୁ ଯାଇଥାନ୍ତି । ଏହି ସମୟରେ ଉଭୟେ ହୋଟେଲରେ ରହିଥାନ୍ତି । ଆପଣ ମାନେ ହୁଏତ ଜାଣିନଥିବେ, ଏପରି ଏକ ହୋଟେଲ ଅଛି, ଯେଉଁଠି ଆପଣଙ୍କୁ ଖୋଲା ଆକାଶ ତଳେ ସବୁକିଛି ମିଳିଯାଇଥାଏ…

ପିତୃ ହତ୍ୟାର ପ୍ରତିଶୋଧ: ନିଜ ମାଆକୁ ଫାଶୀରେ ଝୁଲାଇଲା ଝିଅ

ତେହେରାନ୍, ୨୬ା୩: ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଝିଅ ନିଜ ମାଆଙ୍କୁ ଫାଶୀରେ ଝୁଲାଇଛି । ନିଜ ପିତାଙ୍କୁ ହତ୍ୟା କରିଥିବାରୁ ସେ ତାଙ୍କ ମାଆଙ୍କୁ କ୍ଷମା କରିନଥିଲେ । ଇରାନ ଆଇନ ଅନୁଯାୟୀ, ସମସ୍ତ ହତ୍ୟା…

୨୭.୬୬ ଲକ୍ଷରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୨୬ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୬୬ ହଜାର ୬୨୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୬୦…

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୭. ୫୬ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ,୨୫।୩: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୫୬ ହଜାର ୦୬୦କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୫୪ ଲକ୍ଷ ୧୫ ହଜାର ୮୫୯କୁ ବୃଦ୍ଧି ପାଇଛି । ୧୦ କୋଟି ୧୨ ଲକ୍ଷ ୮୧ ହଜାର ୫୨୫…