Browsing Category

ବିଦେଶ

ଭୟରେ ଆମେରିକା ପଳାଇଥିବା ବୈଜ୍ଞାନିକଙ୍କ ଦାବି- ‘ଚୀନ୍ ପ୍ରସ୍ତୁତ କରିଛି କରୋନା..ପ୍ରମାଣ ବି ଦେଇପାରିବି’

ଚୀନରୁ ଡରରେ ଆମେରିକାକୁ ପଳାୟନ କରିଥିବା ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ, ‘ କରୋନା ମହାମାରୀକୁ ପ୍ରସ୍ତୁତ କରିଛି ବେଜିଂ ଓ ପରେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି । ଡ଼ ଲି ମେଙ୍ଗ ୟାନ ଏହାର ପ୍ରମାଣ ଦେବାକୁ…

ଚିନ୍ତାରେ ବିଶ୍ୱ, ଅଟକିଲା ଆଷ୍ଟ୍ରୋଜେନିକା କୋଭିଡ଼-୧୯ ଟିକାର କ୍ଲିନିକାଲ ଟ୍ରାଏଲ

ଲଣ୍ଡନ, ୯ା୯: ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି ମହାମରୀ କରୋନା । ଏହାରି ମଧ୍ୟରେ ଆଶା ଦେଖାଉଥିବା କରୋନା ଟିକା ପରୀକ୍ଷଣ ବନ୍ଦ ହୋଇଛି । କୋଭିଡ଼-୧୯ ଟିକା ପରୀକ୍ଷା ବନ୍ଦ ରଖିଲା ବ୍ରିଟେନର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି

ନୂଆଦିଲ୍ଲୀ,୬/୯: ସାରା ବିଶ୍ୱରେ କରୋନା ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି।ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୭୪ଲକ୍ଷ ୭୯ହଜାର ୧୧୫…

ପର୍ଣ୍ଣ ଭିଡିଓ ସାଇଟରେ କୋଡ୍ ରଖି ନିଜର ସାଥୀମାନଙ୍କ ସହ କଥା ହେଉଥିଲା ଓସାମା ବିନ୍ ଲାଡେନ୍ !

ଅଲକାୟଦାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନ ପର୍ଣ୍ଣ ଭିଡିଓ ସାଇଟରେ ଦିଆଯାଇଥିବା ଏକ ଖାସ୍ ମେସେଜ ସାହାର୍ଯ୍ୟରେ ନିଜ ସାଥୀ ଆତଙ୍କବାଦୀ ସହ ଯୋଗାଯୋଗ କରୁଥିଲା । ନ୍ୟାସନାଲ ଜିଓଗ୍ରାଫିକର ଏକ ନୂଆ ଡକ୍ୟୁମେଣ୍ଟ୍ରୀ…

ଏକସଙ୍ଗେ ୬ଟି ଏସି ଫାଟିବା ଘଟଣା, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଢ଼ାକା, ୫ା୯: ବାଙ୍ଗଲାଦେଶର ରାଜଧାନୀ ଢ଼ାକାର ଏକ ମସଜିଦରେ ଏକ ଅଭାନୀୟ ଘଟଣା ଘଟିଛି । ମସଜିଦରେ ୫୦ଜଣ ପ୍ରାର୍ଥନା କରୁଥିବା ସମୟରେ ଏକସଙ୍ଗେ ୬ଟି ଏସି(ଏୟାର କଣ୍ଡିସନର) ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ୧୨ ଜଣଙ୍କ…

ଋଷ ଟୀକା ପୁଣି ବଢାଇଲା ଆଶା, ହ୍ୟୁମାନ ଟ୍ରାଏଲରେ ମିଳିଲା ପଜିଟିଭ୍ ରେଜଲ୍ଟ

ଗତ ମାସରେ ଦୁନିଆରେ ସବୁଠାରୁ ପ୍ରଥମ କରୋନା ଟୀକାର ପ୍ରସ୍ତୁତ କରିଥିବା ଋଷ ଦାବି କରିଥିଲା । କିନ୍ତୁ ରୁଷୀୟ ଭ୍ୟାକସିନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ତଥା ଦୁନିଆର ତମାମ ବଡ଼ ବଡ଼ ଏକ୍ସପର୍ଟ ଆରମ୍ଭରୁ ଏହାକୁ…