fbpx
BJD SKY
BJD SKY
Browsing Category

ଦେଶ

ବାଇକ୍ ଚାଳକ ସାବଧାନ! ୧୦୦୦ ଲୋକଙ୍କ ଲାଇସେନ୍ସ କ୍ୟାନ୍ସଲ, କରନ୍ତୁନି ଏହି ଭୁଲ୍…

ନୂଆଦିଲ୍ଲୀ: ଯଦି ଆପଣ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଗୋଟିଏ ଭୁଲ୍ ଆପଣଙ୍କ ଲାଇସେନ୍ସ ରଦ୍ଧ ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ଜରିମାନା ଲାଗିପାରେ । ପ୍ରକୃତରେ ରାଜ୍ୟରେ…

‘ଦରବୃଦ୍ଧି ବିରୋଧରେ ହଲ୍ଲାବୋଲ୍’ ରାଲିରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସର ଦରବୃଦ୍ଧି ବିରୋଧରେ "ହଲ୍ଲାବୋଲ୍ ରାଲ' କରୁଛି । ଆଉ ଏହି ରାଲିରେ ଉଦବୋଧନ ଦେବା ସହ ରାହୁଲ ଗାନ୍ଧୀ ସିଧାସଳଖ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି…

ଆଧାର କାର୍ଡରେ କେମିତି ବଦଳାଇବେ ମୋବାଇଲ ନମ୍ବର? ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏବେ ପ୍ରଥମ ପରିଚୟ ପାଲଟିଛି ଆଧାର କାର୍ଡ । ସ୍କୁଲରେ ପିଲାଙ୍କ ଆଡମିସନରୁ ଆରମ୍ଭ କରି ଚ।।କିରି କରିବା କିମ୍ବା ଅନ୍ୟ ସମସ୍ତ କାର୍ଯ୍ୟରେ ଏହାର ଆବଶ୍ୟକତା ରହିଛି । କାରଣ…

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ cyrus mistry ଙ୍କ ପରଲୋକ । ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ…

ଗଣଦୁଷ୍କର୍ମ ପରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ପୁରାଇଦେଲେ ବୋତଲ: ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ

ରାଜସ୍ଥାନ: ଦେଶରେ ଜନସଂଖ୍ୟା ସହିତ ବଢିବାରେ ଲାଗିଛି ଅତ୍ୟା ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧ । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ଅଞ୍ଚଳରେ । ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ…

‘ଆମ ରକ୍ତରେ ତିଆରି ହୋଇଥିଲା କଂଗ୍ରେସ’: ଗୁଲାମ ନବୀ ଆଜାଦ

କଂଗ୍ରେସର ପୂର୍ବ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ଆଜାଦ କହିଛନ୍ତି ଯେ କଂଗ୍ରେସ ଆମ ରକ୍ତରେ ତିଆରି…

ND TV ସେୟାର କିଣିବାରେ ଦରକାର ନାହିଁ… ଏମିତି କାହିଁକି କହିଦେଲେ ଅଦାନୀ ଗ୍ରୁପ?

ନୂଆଦିଲ୍ଲୀ: ND TVର ସେୟାର କିଣିବା ପାଇଁ ଆୟକର ବିଭାଗର ମଞ୍ଜୁରୀ ଆବଶ୍ୟକତା ନାହିଁ । ବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଛି । ଏ ନେଇ ଅଦାନୀ ଗ୍ରୁପ ଏକ ବୟାନ ଜାରି କରିଥିବା ବେଳେ…

“ମୁସଲମାନ ହେଇଯାଅ, ନହେଲେ ମୁଣ୍ଡକାଟ ହେବ’: ଧମକପୂର୍ଣ୍ଣ ଚିଠିକୁ ନେଇ ଆତଙ୍କିତ ଇଞ୍ଜିନିୟରଙ୍କ ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବରେ ଧର୍ମ ପରିବର୍ତ୍ତନ କରାଉଥିବାର ଖବର ସାମ୍ନାକୁ ଆସିଛି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରାଜସ୍ଥାନରେ ଜଣେ ଇଞ୍ଜିନିୟରଙ୍କୁ ମୁସଲମାନ…

ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ଓଡିଶା ୟୁନିଭର୍ସିଟି ଆକ୍ଟ ୧୯୮୯ ର ଧାରା ୬ ର ସବ୍ ସେକ୍ସନ୍ ୭ ରେ ଦିଆ ଯାଇଥିବା କ୍ଷମତା ପ୍ରୟୋଗରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶ ଲାଲ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଜଗନ୍ନାଥ…

ଭାରତ ବିପକ୍ଷରେ ଏହି ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ପାକିସ୍ତାନ, ଖରାପ ଫର୍ମ କାରଣରୁ ଦଳରୁ ହୋଇଥିଲେ ବାହାର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଏସିଆ କପ ୨୦୨୨ର ସୁପର ୪ର ଦ୍ଵିତୀୟ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାୟମରେ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବ। ତେବେ ଦୁଇ ଦଳ ଆହତଜନିତ…