fbpx
Browsing Category

ଦେଶ

ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ୍ତ, ଗଲାଣି ୧୯ ଜଣଙ୍କ ଜୀବନ 

ହିମାଚଳ ପ୍ରଦେଶର ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷାରେ ଭୁସ୍ଖଳନ ଯୋଗୁଁ, ବନ୍ୟା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ହାରାହାରି ୧୯ ଜଣକ ମୃତ୍ୟୁ ହୋଇଛି । ବିପର୍ଯ୍ୟୟରେ ସବୁଠୁ ଅଧିକ ମଣ୍ଡି, ଗାଙ୍ଗଡା ଏବଂ ଚମ୍ବା ଜିଲ୍ଲା…

କି ନାଚରେ ବାବା! ଜନ୍ମାଷ୍ଟମୀରେ ଛୋଟୁର ଜମାଳିଆ ଡାନ୍ସ: ଗୀତର ତାଳେ ତାଳେ ନାଚୁଛି ଟୋକା

ଆମ ଦେଶ ଭାରତ ହେଉଛି ପର୍ବପର୍ବାଣୀର ଦେଶ । ଏହି ପର୍ବପର୍ବାଣୀକୁ ଖୁବ ଜାକଜମକରେ ଆଉ ଧୁମଧାମରେ ପାଳନ କରିଥାନ୍ତି ଦେଶବାସୀ । ଏହିସବୁ ପର୍ବରେ ଖୁସି ବାଣ୍ଟିବା ପାଇଁ ଅନେକ ଲୋକ ଡାନ୍ସ କରିବାକୁ ବି ପସନ୍ଦ କରନ୍ତି ।…

ଏହା ମେଡିସିନ ଷ୍ଟ୍ରିପ୍ ନୁହେଁ, ମ୍ୟାରେଜ୍ କାର୍ଡ: ଆପଣ ବି ଖାଇଯିବେ ଧୋକ୍କା, ଦେଖନ୍ତୁ ଏକ ନିଆରା ଅନ୍ଦାଜର କାର୍ଡ

ନୂଆଦିଲ୍ଲୀ: ଆଜିକାଲି ଜମାନାର ଲୋକମାନେ କିଛି ନୂଆ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ନିକଟରେ ସୋସିଆଲ ଭିଡ଼ିଆରେ ଏକ ଭିନ୍ନ ଧରଣର ବିବାହ କାର୍ଡ ଭାଇରାଲ ହେଉଛି । ଏହାକୁ ଦେଖିବା…

ଭାରତରେ ବଢ଼ିଲା ‘ଟମାଟୋ ଫ୍ଲୁ’ ବିପଦ, ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୁଛି ସଂକ୍ରମିତ: ଲାନ୍ସେଟ ରିପୋର୍ଟ

ନୂଆଦିଲ୍ଳୀ: ଗୋଟିଏ ପଟେ ଧିରେ ଧିରେ ଦେଶ କରୋନା ଭାଇରସ ଠାରୁ ମୁକ୍ତ ହେଉଥିବାବେଳେ । ଅନ୍ୟପଟେ ମଙ୍କିପକ୍ସ ଭଳି ଭାଇରସ ଚିନ୍ତାର କାରଣ ପାଲଟିଛି । ତେବେ ବର୍ତ୍ତମାନ ଭାରତରେ ଏକ ନୂଆ ରୋଗ ଏହାର କାୟା ବିସ୍ତାର…

କଣ୍ଡୋମ ରାପରରେ ଚାଲିଛି ଚିକିତ୍ସା: ଆହତ ମହିଳାଙ୍କ ସହ ସରକାରୀ ଡାକ୍ତରଖାନାରେ ହେଲା ଏମିତି…

ମଧ୍ୟପ୍ରଦେଶ: ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ସହ ହେଉଛି ଏକ ଅମାନବୀୟ ବ୍ୟବହାର । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା କରିବା ବେଳେ ବ୍ୟାଣ୍ଡେଜ ବଦଳରେ ଡାକ୍ତର କଣ୍ଡୋମ ରାପରକୁ ବ୍ୟବହାର କରିଛନ୍ତି । ଏଭଳି ଏକ…

ଏମିତି କାରନାମା କେବେ ଶୁଣିନଥିବେ, ଟଙ୍କା ହଡ଼ପ ଖୋଲିଦେଲେ ନକଲି ଥାନା…

ପାଟଣା: ଆପଣ ନକଲି ପୋଲିସ କଥା ଶୁଣିଥିବେ, କେମିତି ଅନେକ ସମୟରେ କେହି ବ୍ୟକ୍ତି ନିଜକୁ ପୋଲିସ ଅଫିସର କହି ଲୋକଙ୍କୁ ଠକିଥାନ୍ତି ଏବଂ ଲୋକଙ୍କୁ ବର୍ଦ୍ଦିର ପାୱାର ଦେଖାଇ ଡରାଇଥାନ୍ତି । ଅନେକ ସମୟରେ ଏହି ନକଲି ପୋଲିସ…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ୨ ବିଜେଡି ସାଂସଦ, ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଳୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର…

ବହୁତ ବଢ଼ିଆ: ପିଲାମାନେ ପରୀକ୍ଷା ହଲରେ ମୋବାଇଲ ଓ ବହି ଦେଖି ଉତ୍ତର ଲେଖୁଛନ୍ତି

ନୂଆଦିଲ୍ଲୀ: ଅନେକ ସମୟରେ ଶିକ୍ଷାର ନଗ୍ନ ଦୃଶ୍ୟ ଆମ ସମାଜରେ ଦେଖିବାକୁ ମିଳିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପରୀକ୍ଷା ହଲରେ । ପରୀକ୍ଷାର୍ଥୀମାନେ ହଲ ମଧ୍ୟକୁ ମୋବାଇଲ ଓ ବହି ନେଇ ଆରାମରେ କପି…

ବସ୍ ରେ ମହିଳାଙ୍କୁ ଅନାଇଲେ ହେବେ ଗିରଫ ! ଏହି ସରକାର ଆଣିଲେ ନିୟମ

ଅନେକ ସମୟରେ ମହିଳାଙ୍କୁ ବସରେ ଦୁର୍ବ୍ୟବହାର ବା ଅସଦାଚରଣ ଶିକାର ହୋଇଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ(Tamilnadu) ସରକାର ରୋମିଓଙ୍କ ଉପରେ ଆକ୍ସନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁର…

IRCTC ଜବରଦସ୍ତ ଟୁର ପ୍ୟାକେଜ: ବୋଧଗୟାରୁ ଅଯୋଧ୍ୟା- ୪ ସହରକୁ ଭ୍ରମଣ ସହ ମିଳିବ ଅନ୍ୟାନ୍ୟ ସୁବିଧା

ନୂଆଦିଲ୍ଲୀ: ବାବା ବିଶ୍ୱନାଥଙ୍କ ନଗରୀ ବାରାଣସୀ, ଭଗବାନ ବୁଦ୍ଧଙ୍କ ସହର ଗୟା, ଶ୍ରୀରାମଙ୍କ ସହର ଅଯୋଧ୍ୟା ଏବଂ ସଂଗମ ନଗରୀ ପ୍ରୟାଗରାଜ ବୁଲିବା ପାଇଁ ସୁବର୍ଣ୍ଣ ସୁଯୋଗ । ଏହି ସହର ବୁଲିବା ପାଇଁ ଏକ ଦମଦାର ଅଫର ଆଣିଛି…